ବାଜେଡୋକ୍ସିଫେନ

ଉଇକିପିଡ଼ିଆ‌ରୁ
ବାଜେଡୋକ୍ସିଫେନ
Bazedoxifene.svg
Bazedoxifene-3D-balls.png
Clinical data
Pronunciationba" ze dox' i feen[୧]
Trade namesConbriza, Viviant, others
SynonymsBazedoxifene acetate, TSE-424; WAY-140424; WAY-TSE-424
AHFS/Drugs.commonograph
data
Routes of
administration
By mouth
Legal status
Legal status
  • ℞ (Prescription only)
Identifiers
ECHA InfoCard100.232.728 Edit this at Wikidata
Chemical and physical data
FormulaC30H34N2O3
Molar mass୪୭୦.୬୧ g·mol−1
3D model (JSmol)
  (verify)

ବାଜେଡୋକ୍ସିଫେନ, ବେପାର ନାମ, କନବ୍ରିଜା ହେଉଛି ରୁତୁବନ୍ଦ ପରେ ହେଉଥିବା ଓଷ୍ଟିଓପୋରୋସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୨] ଏହା ମେରୁଦଣ୍ଡର ଭାଙ୍ଗିବା ଆଶଙ୍କା ହ୍ରାସ କରିଥାଏ କିନ୍ତୁ ହିପ ଭଙ୍ଗା ନୁହେଁ । [୨] ଏହା ପାଟିରେ ଦିଆଯାଏ । [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗରମ ଫ୍ଲସ, ମାଂସପେଶୀ ସ୍ପାଜ୍ମ ଏବଂ ଗୋଡର ଫୁଲା ହୋଇପାରେ । [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିପାରେ । [୨] ଗର୍ଭାବସ୍ଥାରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ।| [୨] ଏହା ଏକ ସିଲେକ୍ଟିଭ ଇଷ୍ଟ୍ରୋଜେନ୍ ରିସେପ୍ଟର ମଡ୍ୟୁଲେଟର (SERM) । [୨]

୨୦୦୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ବାଜେଡୋକ୍ସିଫେନ୍ ଅନୁମୋଦିତ ହୋଇଥିଲା । [୨] ଯୁକ୍ତରାଷ୍ଟ୍ରରେ ଏହା ଏକ ମିଶ୍ରଣ ବାଜେଡୋକ୍ସିଫେନ/କଞ୍ଜରଗେଟଡ ଏଷ୍ଟ୍ରୋଜେନ ଆକାରରେ ମିଳେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Selective Estrogen Receptor Modulators". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 11 January 2022. Retrieved 8 January 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Conbriza". Archived from the original on 6 January 2021. Retrieved 8 January 2022.