ସମ୍ବିତ ରାଉତରାୟ

ଉଇକିପିଡ଼ିଆ‌ରୁ
ସମ୍ବିତ ରାଉତରାୟ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀଦାମୋଦର ରାଉତ
ନିର୍ବାଚନ ମଣ୍ଡଳୀପାରାଦ୍ୱୀପ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1973-03-21) ୨୧ ମାର୍ଚ୍ଚ ୧୯୭୩ (ବୟସ ୫୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଗୀତାଞ୍ଜଳି ରାଉତରାୟ
ସନ୍ତାନ
ବାପା/ବୋଉଦାମୋଦର ରାଉତ (ବାପା)
ସ୍ନେହା ରାଉତ (ମାଆ)
ବୃତ୍ତିରାଜନୀତିଜ୍ଞ

ସମ୍ବିତ ରାଉତରାୟ (ଜନ୍ମ: ୨୧ ମାର୍ଚ୍ଚ ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାରାଦ୍ୱୀପ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସମ୍ବିତ ରାଉତରାୟ ୧୯୭୩ ମସିହାର ମାର୍ଚ୍ଚ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦାମୋଦର ରାଉତ ଓ ମାଆଙ୍କ ନାମ ସ୍ନେହା ରାଉତ ଏବଂ ପତ୍ନୀଙ୍କ ନାମ ଗୀତାଞ୍ଜଳି ରାଉତରାୟ ।[୧] ତାଙ୍କ ବାପା ଜଣେ ରାଜନେତା ଭାବରେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ତଥା ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ସମ୍ବିତ ରାଉତରାୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Sambit Routray". odishaassembly.nic.in. Odisha Assembly. Retrieved 28 April 2022.
  2. "BJD-backed candidate among 8 held for attack on Rout's vehicle". The New Indian Express. Archived from the original on 2022-04-28. Retrieved 2022-04-28. {{cite web}}: |archive-date= / |archive-url= timestamp mismatch; 2022-02-22 suggested (help)

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Sambit Routray-ସମ୍ପର୍କିତ ମିଡ଼ିଆ