କ୍ଲୋନିଡିନ

ଉଇକିପିଡ଼ିଆ‌ରୁ
କ୍ଲୋନିଡିନ
Clinical data
Pronunciation/ˈklɒnədn/
Trade namesCatapres, Kapvay, Nexiclon, others
AHFS/Drugs.commonograph
MedlinePlusa682243
data
Pregnancy
category
  • AU: B3
  • US: C (Risk not ruled out)
Routes of
administration
By mouth, epidural, IV, transdermal, topical
ATC code
Legal status
Legal status
Pharmacokinetic data
Bioavailability75–95% (oral), 60–70% (transdermal)[୨]
Protein binding20–40%[୧]
MetabolismLiver to inactive metabolites,[୧] 2/3 CYP2D6 [୧]
Elimination half-lifeIR: 12–16 hours,[୩] 48 hours for repeated dosing[୨]
ExcretionUrine (72%)[୧]
Identifiers
  • N-(2,6-Dichlorophenyl)-4,5--1H-imidazol-2-amine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.021.928 Edit this at Wikidata
Chemical and physical data
FormulaC9H9Cl2N3
Molar mass230.093 g/mol
3D model (JSmol)
  • Clc1c(c(Cl)ccc1)N/C2=N/CCN2
  • InChI=1S/C9H9Cl2N3/c10-6-2-1-3-7(11)8(6)14-9-12-4-5-13-9/h1-3H,4-5H2,(H2,12,13,14) checkY
  • Key:GJSURZIOUXUGAL-UHFFFAOYSA-N checkY
  (verify)

କ୍ଲୋନିଡିନ (ଇଂରାଜୀ ଭାଷାରେ Clonidine, ଏକ ବିକ୍ରୟ ନାମ କାଟାପ୍ରେସ) ଏକ ପ୍ରକାର ଔଷଧ ଯାହା ଔଷଧ (drug), ଆଲକୋହୋଲ, ଓପିଅଏଡ (opioids) ନିକୋଟିନ ଉଇଥଡ୍ରୟାଲ (smoking), ଉଚ୍ଚ ରକ୍ତଚାପ, ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର, ଋତୁବନ୍ଦ ଲାଲିମା (menopausal flushing), ତରଳ ଝାଡ଼ା ଓ କେତେକ ଯନ୍ତ୍ରଣାଦାୟକ ଅବସ୍ଥାର ଚିକିତ୍ସା ନିମନ୍ତେ ଦିଆଯାଏ ।[୪] ଏହା ପାଟିରେ, ଇଞ୍ଜକସନ ବା ଚର୍ମ ପ୍ୟାଚ ଆକାରରେ ଦିଆଯାଏ । [୪] ଏକ ଘଣ୍ଟା ମଧ୍ୟରେ ରକ୍ତଚାପ ଉପରେ ପ୍ରଭାବ ଆରମ୍ଭ ହୋଇଯାଏ ଓ ପ୍ରାୟ ୮ ଘଣ୍ଟା ପର୍ଯ୍ୟନ୍ତ ରହେ ।[୪]

କ୍ଲୋନିଡିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଷ୍କ ପାଟି, ମୁଣ୍ଡ ଓଜନିଆ, ମୁଣ୍ଡ ବିନ୍ଧା ଓ ନିଦ୍ରାଳୁ ଭାବ ହୋଇପାରେ । [୪] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ହାଲୁସିନେସନ (ଅନ୍ୟମାନେ ଦେଖି ଶୁଣି ପାରୁନଥିବା ଜିନିଷ ନିଜେ ଅନୁଭବ କରିବା ), ଅନିୟମିତ ହୃତ୍‌ପିଣ୍ଡ ଗତି (heart arrhythmias) ଓ ଦ୍ୱନ୍ଦ୍ୱ ହୋଇପାରେ ।[୫] ହଠାତ୍ ଔଷଧ ବନ୍ଦ କରିଦେଲେ ଉଇଥଡ୍ରୟାଲ ସିଣ୍ଡ୍ରୋମ ହୋଇପାରେ ।[୪] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଔଷଧ ଦେବାକୁ ମନା କରାଯାଏ ।[୫] କ୍ଲୋନିଡିନ‌ଦ୍ୱାରା ମସ୍ତିଷ୍କରେ ଥିବା ଆଲଫା-୨ ଆଡ୍ରେନର୍ଜିକ ରିସେପ୍ଟର (α2 receptors) ଉତ୍ତେଜିତ ହେବା ଫଳରେ ଅନେକ ରକ୍ତନଳି ଶିଥିଳ ହୋଇଯିବା ଫଳରେ ରକ୍ତଚାପ କମିଯାଏ ।[୪]

କ୍ଲୋନିଡିନ ସନ ୧୯୬୧ରେ ପେଟେଣ୍ଟ ହେବାପରେ ସନ ୧୯୬୬ରେ ଡାକ୍ତରୀ ଚିକିତ୍ସାରେ ବ୍ୟବ‌ହାର କରାଗଲା ।[୬][୭][୮] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୪] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସ ନିମନ୍ତେ ପ୍ରାୟ ୮ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ସନ ୨୦୧୯ରେ ପ୍ରାୟ ୨.୭୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୯] ସନ ୨୦୧୬ରେ ଏହି ଔଷଧର ୧୦ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୭୬ ସ୍ଥାନ ଅଧିକାର କରିଥିଲା ।[୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "clonidine (Rx) - Catapres, Catapres-TTS, more." Medscape Reference. WebMD. Retrieved 10 November 2013.
  2. ୨.୦ ୨.୧ Lowenthal, DT; Matzek, KM; MacGregor, TR (May 1988). "Clinical pharmacokinetics of clonidine". Clinical Pharmacokinetics. 14 (5): 287–310. doi:10.2165/00003088-198814050-00002. PMID 3293868.
  3. "Kapvay". RxList.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Clonidine Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 2 February 2019.
  5. ୫.୦ ୫.୧ ୫.୨ British national formulary : BNF 76 (76 ed.). Pharmaceutical Press. 2018. p. 144. ISBN 9780857113382.
  6. Neil, MJ (November 2011). "Clonidine: clinical pharmacology and therapeutic use in pain management". Current Clinical Pharmacology. 6 (4): 280–7. doi:10.2174/157488411798375886. PMID 21827389.
  7. Stähle, Helmut (June 2000). "A historical perspective: development of clonidine". Best Practice & Research Clinical Anaesthesiology. 14 (2): 237–246. doi:10.1053/bean.2000.0079.
  8. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 550. ISBN 9783527607495.
  9. "NADAC as of 2019-01-30". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-27. Retrieved 3 February 2019.
  10. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]