ଭୃଙ୍ଗେଶ୍ୱର ଶିବ ମନ୍ଦିର ,ଭୁବନେଶ୍ୱର
ଦେଖଣା
ଭୃଙ୍ଗେଶ୍ୱର ଶିବ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
ଦେବାଦେବୀ | ଶିବ |
Location | |
ସ୍ଥାନ | ଭୁବନେଶ୍ୱର[୧] |
State | ଓଡ଼ିଶା |
Country | ଭାରତ |
ଭୌଗଳିକ ଅବସ୍ଥିତି | 20°11′34.38″N 85°50′9.92″E / 20.1928833°N 85.8360889°E |
Architecture | |
Completed | ୮ମ ଶତାବ୍ଦୀ |
ଭୃଙ୍ଗେଶ୍ୱର ଶିବ ମନ୍ଦିର, ଭାରତର ଓଡ଼ିଶା ରାଜ୍ୟର ରାଜଧାନୀ ଭୁବନେଶ୍ୱର[୨] ସନ୍ନିକଟ ଧଉଳି ପାହାଡ଼ ତଳ ଓ ଦୟା ନଦୀ ତଟ ନିକଟରେ ଅବସ୍ଥିତ ଏକ ଶିବ ମନ୍ଦିର । ମନ୍ଦିରଟି ଈଷତ ଗେରୁଆ ରଙ୍ଗର ବାଲିପଥରରେ ନିର୍ମିତ । ଏହି ମନ୍ଦିର ନିକଟରେ ଓଡ଼ିଶା ସରକାରଙ୍କ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ନିମ୍ମରୁ ଉପର ଯାଏ ପୁନରୁଦ୍ଧାର କରାଯାଇଥିଲା ।
ପୂର୍ବ ନାମ
[ସମ୍ପାଦନା]ଏହି ମନ୍ଦିରକୁ ପୂର୍ବରୁ ଭାଇରଙ୍ଗେଶ୍ୱର ବୋଲି କୁହାଯାଉଥିଲା ।
ତାତ୍ପର୍ଯ୍ୟ
[ସମ୍ପାଦନା]i) ଇତିହାସିକ ତାତ୍ପର୍ଯ୍ୟ : —
ii) ସଂସ୍କୃତିକ ତାତ୍ପର୍ଯ୍ୟ: ଏଠାରେ ଶିବରାତ୍ରି , କାର୍ତିକ ପୁର୍ଣିମା, ରଜ ଇତ୍ୟାଦି ପାଳନ କରାଯାଇଥାଏ ।
iii) ସାମାଜିକ ତାତ୍ପର୍ଯ୍ୟ: ଏଠାରେ ବ୍ରତୋପନୟନ, ମୁଣ୍ଡନ, ବିବାହ ଆଦି ସାମାଜିକ କର୍ମାନୁଷ୍ଠାନ ହେଇଥାଏ ।
iv) ସାଙ୍ଗଠନିକ ତାତ୍ପର୍ଯ୍ୟ : ଏହାର ପ୍ରାଙ୍ଗଣରେ ଗ୍ରାମ ସଭା ମଧ୍ୟ ହେଇଥାଏ ।
ମନ୍ଦିରର ବର୍ଣ୍ଣନା
[ସମ୍ପାଦନା]ଏହି ମନ୍ଦିରର ପୂର୍ବ ପଟରେ ଧଉଳି ପାହାଡ଼ ରହିବା ସହ ସନ୍ନିକଟରେ ଦୟା ନଦୀ ବହିଯାଏ । ମନ୍ଦିରର ମୁଖ ପଶ୍ଚିମ ଦିଗକୁ ରହିଥାଏ ।
ଆଧାର
[ସମ୍ପାଦନା]- ↑ Francis D. K. Ching; Mark M. Jarzombek; Vikramaditya Prakash (23 March 2017). A Global History of Architecture. Wiley. pp. 308–. ISBN 978-1-118-98161-0.
- ↑ Suriya (26 August 2015). Jothirlingam: The Indian Temple Guide. Partridge Publishing India. pp. 121–. ISBN 978-1-4828-4786-4.