ଡାଇନୋସର

ଉଇକିପିଡ଼ିଆ ରୁ


Dinosaurs
ଜୀବାଶ୍ମ କାଳ: Late Triassic—Present, 231.4–0 Ma
Mounted skeletons of various non-avian dinosaurs, each from a different group. Clockwise from top-left are skeletons of: a predatory theropod (Tyrannosaurus Rex), a large sauropod (Diplodocus), a duck-billed ornithopod (Parasaurolophus), a bird-like dromaeosaurid (Deinonychus), an early ceratopsian (Protoceratops), and a plated thyreophoran (Stegosaurus).
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ଜଗତ: Animalia
Phylum: Chordata
ଶ୍ରେଣୀ: Reptilia
clade: Dinosauriformes
clade: Dinosauria
Owen, 1842
Major groups

ଡାଇନୋସର ଗୁଡ଼ିକ ହେଉଛନ୍ତି ଡାଇନୋସୋରିଆ Cladeର ଏକ ବିବିଧ ପ୍ରାଣୀ ପ୍ରଜାତି ଅଟେ । ସେମାନେ ପ୍ରଥମେ ଟ୍ରାଇଆସିକ (Triassic) ଯୁଗରେ ଦେଖାଯାଉଥିଲେ , ପାଖାପାଖି ୨୩୦ ନିୟୁତ ବର୍ଷ ପୂର୍ବେ । ଜୁରାସିକ ଯୁଗର ଆରମ୍ଭରୁ (୨୦୦ ନିୟୁତ ବର୍ଷ ପୂର୍ବେ), କ୍ରେଟାସିଅସ ଯୁଗର ଶେଷ ପର୍ଯ୍ୟନ୍ତ (୬୫.୫ ନିୟୁତ ବର୍ଷ ପୂର୍ବେ) ସେମାନେ ସବୁଠାରୁ ପ୍ରଭାବଶାଳି ସ୍ଥଳଚର ଥିଲେ । Cretaceous-Paleogene extinction event ଯୋଗୁଁ ମେସୋଜୋଇକ ଯୁଗର ଶେଷ ବେଳକୁ ଅଧିକାଂଶ ଅଧିକାଂଶ ଡାଇନୋସର ପ୍ରଜାତି ବିଲୁପ୍ତ ହୋଇସାରିଥିଲେ । ଜୀବାଶ୍ମ ରେକଡ଼ ଅନୁଧ୍ୟାନରୁ ଜଣାଯାଏ ଯେ, ପକ୍ଷୀ ମାନଙ୍କର ଉଦ୍ଭବ ଜୁରାସିକ ଯୁଗରେ ଥେରୋପୋଡ଼ (theropod) ଡାଇନୋସର ମାନଙ୍କ ଠାରୁ ହୋଇଥିଲା ଏବଂ ଆଧୁନିକ ଶ୍ରେଣୀବଭାଗ ବ୍ୟବସ୍ଥାରେ ସେମାନଙ୍କୁ ଡାଇନୋସର ମାନଙ୍କ ଏକ ଉପ-ବିଭାଗର ମାନ୍ୟତା ଦିଆଯାଇଥାଏ ।[୧][୨] କିଛି ପକ୍ଷୀ ୬୫ ନିୟୁତ ବର୍ଷ ପୂର୍ବେ ହୋଇଥିବା ଏହି ବିଲୁପ୍ତ ପ୍ରକ୍ରିୟାରୁ ବର୍ତ୍ତି ଯାଇଥିଲେ ଓ ସେମାନଙ୍କ ବଂଶଧର ମାନେ ଡାଇନୋସରଙ୍କ ପିଢୀକୁ ଆଜି ପର୍ଯ୍ୟନ୍ତ ନେଇ ଆସିଛନ୍ତି ।

ଯଦିଓ ଡାଇନୋସର ଶବ୍ଦର ଅର୍ଥ "ଭୟଙ୍କର ଝିଟିପିଟି" (terrible lizard) , ପ୍ରକୃତରେ ଏହା ଏକ ଝିଟିପିଟି ପ୍ରଜାତିର ଜୀବ ନୁହେଁ । ଏମାନେ ସରୀସୃପ ମାନଙ୍କର ଅନ୍ୟ ଏକ ପ୍ରଜାତି ଅଟନ୍ତି ।

ନାମକରଣ[ସମ୍ପାଦନା]

୧୮୪୨ ରେ ଡାଇନୋସୁରିଆ taxon ର ପ୍ରଥମେ ନାମକରଣ କରିଥିଲେ ଜୀବାଶ୍ମ ବିଜ୍ଞାନୀ (paleontologist) ସାର ରିଚାର୍ଡ଼ ଓୱେନ (Sir Richard Owen)। ଏହାକୁ ସେ ସଉରିଆନ ସରୀସୃପ ମାନଙ୍କର ଅଲଗା ପ୍ରଜାତିକୁ ବା ଉପ-ବିଭାଗକୁ ସୁଚେଇବା ପାଇଁ ବ୍ୟବହାର କରୁଥିଲେ, ଯାହାକି ପରେ ଇଂଲଣ୍ଡ ଓ ସାରା ବିଶ୍ଵରେ ମାନ୍ୟତା ଲାଭ କରିଥିଲା । [୩]:103 ଏହି ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦ δεινός (deinos, ମାନେ "terrible," "potent," କିମ୍ବା "fearfully great") ଓ σαῦρος (sauros, ମାନେ "lizard" କିମ୍ବା "reptile") ଆସିଅଛି । [୩]:103[୪] ସାଧାରଣତଃ ଏହି ନାମକରଣ ପଞ୍ଝା , ଦାନ୍ତ ଇତ୍ୟାଦି କୁ ଆଖି ଆଗରେ ରଖି କରାଯାଉଥିଲେହେଁ, ଓୱେନ ଏହାକୁ ତାର ଆକାର ଓ ବିଶାଳତା ଅନୁସାରେ କରିଥିଲେ ।

ସଂଜ୍ଞା[ସମ୍ପାଦନା]

ବିବର୍ତ୍ତନର ଇତିହାସ[ସମ୍ପାଦନା]

ଶ୍ରେଣୀ ବିଭାଗ[ସମ୍ପାଦନା]

ବିଲୁପ୍ତ[ସମ୍ପାଦନା]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Gauthier, Jacques; de Querioz, Kevin (2001). "Feathered dinosaurs, flying dinosaurs, crown dinosaurs, and the name 'Aves'." (PDF). New Perspectives on the Origin and Early Evolution of Birds: Proceedings of the International Symposium in Honor of John H. Ostrom. Peabody Museum of Natural History, Yale University. ISBN 0-912532-57-2. http://vertebrates.si.edu/herps/herps_pdfs/deQueiroz_pdfs/2001gaudeqost.pdf. Retrieved 2009-09-22. 
  2. Zhou, Z. (2004). "The origin and early evolution of birds: discoveries, disputes, and perspectives from fossil evidence". Naturwissenschaften 91 (10): 455–471. doi:10.1007/s00114-004-0570-4. PMID 15365634. 
  3. ୩.୦ ୩.୧ Owen, R (1842)). Report on British Fossil Reptiles." Part II. Report of the Eleventh Meeting of the British Association for the Advancement of Science; Held at Plymouth in July 1841. London: John Murray. ପୃଷ୍ଠା. 60–204. http://books.google.com/?id=dy5LAAAAYAAJ&pg=PA60#v=onepage&q&f=false. 
  4. "Liddell–Scott–Jones Lexicon of Classical Greek". http://www.perseus.tufts.edu/cgi-bin/lexindex?lookup=deino/s&lang=greek&doc=Perseus:text:1999.01.0169&formentry=0. Retrieved 2008-08-05. 

ଅଧିକ ପଢନ୍ତୁ[ସମ୍ପାଦନା]

ବାହାର କଡ଼ି[ସମ୍ପାଦନା]


General
Images
Video
Popular
  • Dinosaurs & other extinct creatures: From the Natural History Museum, a well illustrated dinosaur directory.
  • Dinosaurnews (www.dinosaurnews.org) The dinosaur-related headlines from around the world. Recent news on dinosaurs, including finds and discoveries, and many links.
  • Dinosauria From UC Berkeley Museum of Paleontology Detailed information – scroll down for menu.
  • LiveScience.com All about dinosaurs, with current featured articles.
  • Zoom Dinosaurs (www.enchantedlearning.com) From Enchanted Learning. Kids' site, info pages and stats, theories, history.
  • Dinosaur genus list contains data tables on nearly every published Mesozoic dinosaur genus as of January 2011.
  • LiveScience.com Giant Dinosaurs Get Downsized by LiveScience, June 21, 2009
Technical
  • Palaeontologia Electronica From Coquina Press. Online technical journal.
  • Dinobase A searchable dinosaur database, from the University of Bristol, with dinosaur lists, classification, pictures, and more.
  • DinoData (www.dinodata.org) Technical site, essays, classification, anatomy.
  • Dinosauria On-Line (www.dinosauria.com) Technical site, essays, pronunciation, dictionary.
  • Thescelosaurus! By Justin Tweet. Includes a cladogram and small essays on each relevant genera and species.