ଡାଇନୋସର

ଉଇକିପିଡ଼ିଆ‌ରୁ
Dinosaurs
ଜୀବାଶ୍ମ କାଳ: Late Triassic—Present, 231.4–0 Ma
Mounted skeletons of various non-avian dinosaurs, each from a different group. Clockwise from top-left are skeletons of: a predatory theropod (Tyrannosaurus Rex), a large sauropod (Diplodocus), a duck-billed ornithopod (Parasaurolophus), a bird-like dromaeosaurid (Deinonychus), an early ceratopsian (Protoceratops), and a plated thyreophoran (Stegosaurus).
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
Clade: Dracohors
ଗୋଷ୍ଠୀ: ଡାଇନୋସରିଆ
Owen, 1842
Major groups

ଡାଇନୋସର ଗୁଡ଼ିକ ହେଉଛନ୍ତି ଡାଇନୋସୋରିଆ Cladeର ଏକ ବିବିଧ ପ୍ରାଣୀ ପ୍ରଜାତି । ସେମାନେ ପ୍ରଥମେ ଟ୍ରାଇଆସିକ (Triassic) ଯୁଗରେ ଦେଖାଯାଉଥିଲେ , ପାଖାପାଖି ୨୩୦ ନିୟୁତ ବର୍ଷ ପୂର୍ବେ । ଜୁରାସିକ ଯୁଗର ଆରମ୍ଭରୁ (୨୦୦ ନିୟୁତ ବର୍ଷ ପୂର୍ବେ), କ୍ରେଟାସିଅସ ଯୁଗର ଶେଷ ପର୍ଯ୍ୟନ୍ତ (୬୫.୫ ନିୟୁତ ବର୍ଷ ପୂର୍ବେ) ସେମାନେ ସବୁଠାରୁ ପ୍ରଭାବଶାଳି ସ୍ଥଳଚର ଥିଲେ । Cretaceous-Paleogene extinction event ଯୋଗୁଁ ମେସୋଜୋଇକ ଯୁଗର ଶେଷ ବେଳକୁ ଅଧିକାଂଶ ଅଧିକାଂଶ ଡାଇନୋସର ପ୍ରଜାତି ବିଲୁପ୍ତ ହୋଇସାରିଥିଲେ । ଜୀବାଶ୍ମ ରେକଡ଼ ଅନୁଧ୍ୟାନରୁ ଜଣାଯାଏ ଯେ, ପକ୍ଷୀମାନଙ୍କର ଉଦ୍ଭବ ଜୁରାସିକ ଯୁଗରେ ଥେରୋପୋଡ଼ (theropod) ଡାଇନୋସରମାନଙ୍କଠାରୁ ହୋଇଥିଲା ଏବଂ ଆଧୁନିକ ଶ୍ରେଣୀବଭାଗ ବ୍ୟବସ୍ଥାରେ ସେମାନଙ୍କୁ ଡାଇନୋସରମାନଙ୍କ ଏକ ଉପ-ବିଭାଗର ମାନ୍ୟତା ଦିଆଯାଇଥାଏ ।[୧][୨] କିଛି ପକ୍ଷୀ ୬୫ ନିୟୁତ ବର୍ଷ ପୂର୍ବେ ହୋଇଥିବା ଏହି ବିଲୁପ୍ତ ପ୍ରକ୍ରିୟାରୁ ବର୍ତ୍ତି ଯାଇଥିଲେ ଓ ସେମାନଙ୍କ ବଂଶଧରମାନେ ଡାଇନୋସରଙ୍କ ପିଢୀକୁ ଆଜି ପର୍ଯ୍ୟନ୍ତ ନେଇ ଆସିଛନ୍ତି ।

ଯଦିଓ ଡାଇନୋସର ଶବ୍ଦର ଅର୍ଥ "ଭୟଙ୍କର ଝିଟିପିଟି" (terrible lizard) , ପ୍ରକୃତରେ ଏହା ଏକ ଝିଟିପିଟି ପ୍ରଜାତିର ଜୀବ ନୁହେଁ । ଏମାନେ ସରୀସୃପମାନଙ୍କର ଅନ୍ୟ ଏକ ପ୍ରଜାତି ଅଟନ୍ତି ।

ନାମକରଣ[ସମ୍ପାଦନା]

୧୮୪୨ରେ ଡାଇନୋସୁରିଆ taxonର ପ୍ରଥମେ ନାମକରଣ କରିଥିଲେ ଜୀବାଶ୍ମ ବିଜ୍ଞାନୀ (paleontologist) ସାର ରିଚାର୍ଡ଼ ଓୱେନ (Sir Richard Owen)। ଏହାକୁ ସେ ସଉରିଆନ ସରୀସୃପମାନଙ୍କର ଅଲଗା ପ୍ରଜାତିକୁ ବା ଉପ-ବିଭାଗକୁ ସୁଚେଇବା ପାଇଁ ବ୍ୟବହାର କରୁଥିଲେ, ଯାହାକି ପରେ ଇଂଲଣ୍ଡ ଓ ସାରା ବିଶ୍ୱରେ ମାନ୍ୟତା ଲାଭ କରିଥିଲା । [୩]:103 ଏହି ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦ δεινός (deinos,ମାନେ "terrible," "potent," କିମ୍ବା "fearfully great") ଓ σαῦρος (sauros,ମାନେ "lizard" କିମ୍ବା "reptile") ଆସିଅଛି । [୩]:103[୪] ସାଧାରଣତଃ ଏହି ନାମକରଣ ପଞ୍ଝା , ଦାନ୍ତ ଇତ୍ୟାଦିକୁ ଆଖି ଆଗରେ ରଖି କରାଯାଉଥିଲେହେଁ, ଓୱେନ ଏହାକୁ ତାର ଆକାର ଓ ବିଶାଳତା ଅନୁସାରେ କରିଥିଲେ ।

ସଂଜ୍ଞା[ସମ୍ପାଦନା]

ବିବର୍ତ୍ତନର ଇତିହାସ[ସମ୍ପାଦନା]

ଶ୍ରେଣୀ ବିଭାଗ[ସମ୍ପାଦନା]

ବିଲୁପ୍ତ[ସମ୍ପାଦନା]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Gauthier, Jacques; de Querioz, Kevin (2001). "Feathered dinosaurs, flying dinosaurs, crown dinosaurs, and the name 'Aves'.". New Perspectives on the Origin and Early Evolution of Birds: Proceedings of the International Symposium in Honor of John H. Ostrom (PDF). Peabody Museum of Natural History, Yale University. ISBN 0-912532-57-2. {{cite book}}: |access-date= requires |url= (help); |format= requires |url= (help); External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  2. Zhou, Z. (2004). "The origin and early evolution of birds: discoveries, disputes, and perspectives from fossil evidence". Naturwissenschaften. 91 (10): 455–471. Bibcode:2004NW.....91..455Z. doi:10.1007/s00114-004-0570-4. PMID 15365634.
  3. ୩.୦ ୩.୧ Owen, R (1842). Report on British Fossil Reptiles." Part II. Report of the Eleventh Meeting of the British Association for the Advancement of Science; Held at Plymouth in July 1841. London: John Murray. pp. 60–204. {{cite book}}: Cite has empty unknown parameter: |1= (help)
  4. "Liddell–Scott–Jones Lexicon of Classical Greek". Retrieved 2008-08-05.

ଅଧିକ ପଢନ୍ତୁ[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]

General
Images
Video
Popular
Technical