ସାପ
ଉଇକିପିଡ଼ିଆ ରୁ
| Snakes ଜୀବାଶ୍ମ କାଳ: Early Cretaceous – Recent, 112–0 Ma |
|
|---|---|
| Coast garter snake, Thamnophis elegans terrestris |
|
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ |
|
| ଜଗତ: | Animalia |
| Phylum: | Chordata |
| ଶ୍ରେଣୀ: | Reptilia |
| ଅର୍ଡର: | Squamata |
| ମହା ପରିବାର: | Varanoidea |
| (unranked): | Pythonomorpha |
| ଉପ ଅର୍ଡର: | Serpentes Linnaeus, 1758 |
| Subgroups | |
|
|
| Approximate world distribution of snakes, all species | |
ସାପ ଏକ ସରୀସୃପ ଜାତୀୟ ଜୀବ । ସାପ ବିଷଧର ଓ ବିଷହିନ ମଧ୍ୟ ହୋଇ ପାରନ୍ତି
ବିଷୟସୂଚୀ |
ଶ୍ରେଣୀ ବିଭାଗ [ସମ୍ପାଦନା]
- ଗୋଖର ବା ନାଗ: ଫଣାରେ ଗୋରୁଖୁରା ଚିହ୍ନ ଥିବା ସାପ (Cobra)
- ବୋଡ଼ା (viper):
- ଅଜଗର
- ଚିତି: ବୋଡ଼ା ଜାତୀୟ ସାପ
- ଚନ୍ଦନ ବୋଡ଼ା ବା ଚନ୍ଦ୍ର ବୋଡ଼ା
- ରଣା (Bungarus Fasciatus)
- ତମ୍ପ (cobra-de-capello)
- ଅହିରାଜ (python)
ପୁରାଣରେ ସାପ [ସମ୍ପାଦନା]
- ପୌରାଣିକ ମତେ ଦକ୍ଷ ପ୍ରଜାପତିଙ୍କ କନ୍ୟା ଓ କଶ୍ୟପମୁନିଙ୍କ ଏକତମା ପତ୍ନୀ କଦ୍ରୁଙ୍କ ଗର୍ଭରୁ ଏମାନେ ଜାତ ହୋଇଥିଲେ ।
- ସାପମାନେ ପାତାଳସ୍ଥ ନାଗଲୋକରେ ବାସ କରନ୍ତି ।
- ହିନ୍ଦୁ ପୁରାଣ ମତେ ସହସ୍ର ଫଣାଧାରୀ ବାସୁକି ଏ ପୃଥିବୀକୁ ଟେକି ଧରି ଅଛନ୍ତି ।
- ସାପ ମହାଦେବଙ୍କ ଭୁଷଣ ।
- ଶ୍ରୀକୃଷ୍ଣ କାଳୀୟ ନାମକ ଏକ ବିଷଧର ସାପକୁ ଦଳନ କରିଥିଲେ ।
- ବାଇବେଲ ମତରେ ସଇତାନ ସାପ ରୂପ ଧାରଣ କରି ପୃଥିବୀର ଆଦିମ ଦମ୍ପତିଙ୍କୁ ଭୁଲାଇ ପାପଗ୍ରସ୍ତ କରିଥିଲା ।
ଆହୁରି ଦେଖନ୍ତୁ [ସମ୍ପାଦନା]
ଆଧାର [ସମ୍ପାଦନା]
ବାହାର ତଥ୍ୟ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: Serpentes ଉପରେ ମାଧ୍ୟମ ରହିଅଛି |
- "Worldwide Snake Species List". Snake Track.com. http://www.snaketracks.com/species.html.
- "Bibliography for "Serpentes"". Biodiversity Heritage Library. http://www.biodiversitylibrary.org/name/Serpentes.
- "Serpentes". Integrated Taxonomic Information System. http://www.itis.gov/servlet/SingleRpt/SingleRpt?search_topic=TSN&search_value=174118.
- "US Snakes". eNature. http://enature.com/fieldguides/view_default.asp?curGroupID=7&shapeID=1060.
- "Snakes of the Indian Subcontinent". Naturemagics Kerala Photo Gallery. http://www.naturemagics.com/stock-photo/thumbnails.php?album=7.
- "About Snake Cell". Snake Cell. http://www.snakecell.org/snake-cell.html. (INDIA)
- "Snake World". ReptilesWeb.com. http://www.reptilesweb.com/reptiles-section/snake-world.html.
- "What's That Snake?". OPLIN. http://www.oplin.org/snake.
- "Herpetology Database". Swedish Museum of Natural History. http://artedi.nrm.se/nrmherps/qbrowse.php?FormData=scientificName.
- BBC Nature: Snake news, and video clips from BBC programmes past and present.
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |