ସୂର୍ଯ୍ୟ
Observation data | |
---|---|
Mean distance from Earth | ୧.୪୯୬×୧୦୮କି.ମି. 8 min 19 s at light speed |
Visual brightness (V) | −26.74[୧] |
Absolute magnitude | 4.83[୧] |
Spectral classification | G2V[୨] |
Metallicity | Z = 0.0122[୩] |
Angular size | 31.6–32.7 minutes of arc[୪] |
Adjectives | Solar |
Orbital characteristics | |
Mean distance from Milky Way core | ≈ ୨.୭×୧୦୧୭କି.ମି. ୨୭,୨୦୦light-years |
Galactic period | (2.25–2.50) × 10୮ yr |
Velocity | ≈ ୨୨୦km/s (orbit around the center of the Milky Way) ≈ ୨୦km/s (relative to average velocity of other stars in stellar neighborhood) ≈ ୩୭୦km/s[୫] (relative to the cosmic microwave background) |
Physical characteristics | |
Equatorial radius | 695,700 km[୬] 109 × Earth[୭] |
Equatorial circumference | ୪.୩୭୯×୧୦୬କି.ମି.[୭] 109 × Earth[୭] |
Flattening | ୯×୧୦−୬ |
Surface area | ୬.୦୯×୧୦୧୨km2 [୭] ୧୨,୦୦୦ × Earth[୭] |
Volume | ୧.୪୧×୧୦୧୮km3[୭] ୧୩,୦୦,୦୦୦ × Earth |
Mass | (୧.୯୮୮୫୫±୦.୦୦୦୨୫)×୧୦୩୦kg[୧] ୩,୩୩,୦୦୦ × Earth[୧] |
Average density | ୧.୪୦୮g/cm3[୧][୭][୮] ୦.୨୫୫ × Earth[୧][୭] |
Center density (modeled) | ୧୬୨.୨g/cm3[୧] ୧୨.୪ × Earth |
Equatorial surface gravity | ୨୭୪.୦m/s2[୧] ୨୭.୯୪g ୨୭,୫୪୨.୨୯cgs 28 × Earth[୭] |
Escape velocity (from the surface) | ୬୧୭.୭km/s[୭] 55 × Earth[୭] |
Temperature | Center (modeled): ୧.୫୭×୧୦୭K[୧] Photosphere (effective): ୫,୭୭୨K[୧] Corona: ≈ ୫×୧୦୬K |
Luminosity (Lsol) | ୩.୮୪୬×୧୦୨୬W[୧] ≈ ୩.୭୫×୧୦୨୮lm ≈ ୯୮lm/W efficacy |
Mean radiance (Isol) | ୨.୦୦୯×୧୦୭W·m−2·sr−1 |
Age | ≈4.6 billion years[୯][୧୦] |
Rotation characteristics | |
Obliquity | 7.25°[୧] (to the ecliptic) 67.23° (to the galactic plane) |
Right ascension of North pole[୧୧] | 286.13° 19 h 4 min 30 s |
Declination of North pole | +63.87° 63° 52' North |
Sidereal rotation period (at equator) | 25.05 d[୧] |
(at 16° latitude) | 25.38 d[୧] 25 d 9 h 7 min 12 s[୧୧] |
(at poles) | 34.4 d[୧] |
Rotation velocity (at equator) | ୭.୧୮୯×୧୦୩km/h[୭] |
Photospheric composition (by mass) | |
Hydrogen | 73.46%[୧୨] |
Helium | 24.85% |
Oxygen | 0.77% |
Carbon | 0.29% |
Iron | 0.16% |
Neon | 0.12% |
Nitrogen | 0.09% |
Silicon | 0.07% |
Magnesium | 0.05% |
Sulfur | 0.04% |
ସୂର୍ଯ୍ୟ ହେଉଛି ଏକ ନକ୍ଷତ୍ର, ଏହା ସୌରଜଗତର ମଧ୍ୟଭାଗରେ ଅବସ୍ଥିତ । ଏହା ପାଖା ପାଖି ଗୋଲକ ଆକାରର ଓ ଏକାଧିକ ଉତପ୍ତ ବାଷ୍ପ (ପ୍ଲାଜମା)କୁ ନେଇ ଗଠିତ ।[୧୩][୧୪] ଏହାର ପରିସର ୧୩୯୨୦୦୦ କିମି. । ପୃଥିବୀର ୧୦୯ ଗୁଣ । ଏହାର ବସ୍ତୁତ୍ୱ ପ୍ରାୟ ୨x୧୦୩୦ କିଗ୍ରା, ଯାହା ପୃଥିବୀର ୩୩୦୦୦୦ ଗୁଣ । ସମ୍ପୂର୍ଣ୍ଣ ସୌର ଜଗତର ୯୯.୮୬% ବସ୍ତୁତ୍ୱ ସୂର୍ଯ୍ୟର ।[୧୫] ସୂର୍ଯ୍ୟ ୪ ଭାଗରୁ ପ୍ରାୟ ୩ ଭାଗ ଉଦଜାନ ଓ ବଳକା ଅଧିକାଂଶ ଭାଗ ହିଲିଅମ ଓ ଓଜନିଆ କଣିକା ଯଥା ଅମ୍ଳଜାନ, ଅଂଗାରକାମ୍ଲ, ଲୌହ , ନିଅନ୍ ଆଦିକୁ ନେଇ ଗଠିତ ।[୧୬][୧୭]
ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ସେ ହେଉଛନ୍ତି ଜୀବଜଗତର ପାଳନ କର୍ତ୍ତା।ସମସ୍ତ ଜୀବଜନ୍ତୁ ଅପେକ୍ଷା କରିଥାନ୍ତି ସୂର୍ଯ୍ୟୋଦୟର ସ୍ପର୍ଶ ପାଇବା ପାଇଁ।ତାଙ୍କ ବିନା ଜୀବଜଗତର ଅସ୍ତିତ୍ୱ ନାହିଁ।ବିଜ୍ଞାନର ଅବଦାନ ଅତୁଳନୀୟ କିନ୍ତୁ ସମ୍ଭବତଃ ଦେଖିବାକୁ ଗଲେ ଆମେ ଦେଖିବା ପ୍ରକୃତରେ ଏହା ସୂର୍ଯ୍ୟଙ୍କର ଯେଗୁଁ ସମ୍ଭବ।
ଆମେ ବାସି ସୂର୍ଯ୍ୟ ଦେଖୁ
[ସମ୍ପାଦନା]କୌଣସି ବସ୍ତୁଠାରୁ ଆଲୋକ ଆସି ଆମ ଆଖିରେ ପଡ଼ିଲେ ଆମେ ସେହି ବସ୍ତୁକୁ ଦେଖିପାରୁ । ବସ୍ତୁ ଉପରୁ ଆଲୋକ ଆସି ଆମ ପାଖରେ ପହଁଞ୍ଚିବା ପାଇଁ କିଛି ସମୟ ଲାଗେ । କାରଣ ଆଲୋକର ନିର୍ଦ୍ଦିଷ୍ଟ ବେଗ ରହିଛି । ଆମେ ଚାଲି ଚାଲି ଗଲେ ଏକ ଘଣ୍ଟାରେ ଯିବା ୧୦ କି ୧୨ କିଲୋମିଟର । ସାଇକେଲ ଚଢ଼ି ଗଲେ ଏକ ଘଣ୍ଟାରେ ଯିବା ୨୦ କିଲୋମିଟର । ବସ୍ରେ ଗଲେ ଏକ ଘଣ୍ଟାରେ ଯିବା ୫୦ କିଲୋମିଟର । ଟ୍ରେନ୍ ଏକ ଘଣ୍ଟାରେ ଯାଏ ୧୦୦ କିଲୋମିଟର । ଉଡାଜାହାଜ ଏକ ଘଣ୍ଟାରେ ଯାଏ ୫୦୦ କିଲୋମିଟର । କିନ୍ତୁ ଆଲୋକ ମାତ୍ର ଏକ ସେକେଣ୍ଡରେ ଯାଏ ୩ ଲକ୍ଷ କିଲୋମିଟର । ସତ କହିଲେ ଆଲବର୍ଟ ଆଇନଷ୍ଟାଇନଙ୍କ ମତରେ ଆଲୋକର ବେଗ ସର୍ବାଧିକ । ତଥାପି ଆଲୋକର ବେଗ ଯେତେ ହେଉନା କାହିଁକି ଅସୀମ ନୁହେଁ । ଅର୍ଥାତ୍ ଆଲୋକ କିଛି ଦୂରତା ଅତିକ୍ରମ କରିବା ସକାଶେ ସମୟ ଦରକାର । ସେଇୟା ହୁଏ । ସୂର୍ଯ୍ୟଠାରୁ କିରଣ ଆସି ଆମ ପାଖରେ ପହଁଞ୍ଚିବା ପାଇଁ କିଛି ସମୟ ଲାଗେ ।
ସୁର୍ଯ୍ୟଠାରୁ ଆମ ପୃଥିବୀର ଦୂରତା ୧୫ କୋଟି କିଲୋମିଟର । ସୂଯ୍ୟପୃଷ୍ଠରୁ କିରଣ ଆସି ଆମ ପାଖରେ ପହଁଞ୍ଚିବା ପାଇଁ ପ୍ରାୟ ୫୦୦ ସେକେଣ୍ଡ ବା ୮ ମିନିଟ୍ ୨୦ ସେକେଣ୍ଡ ସମୟ ଲାଗେ । ତେଣୁ ଯେଉଁ ସୁର୍ଯ୍ୟକୁ ଆମେ ଦେଖୁ, ତାହା ସେତେବେଳର ସୁର୍ଯ୍ୟ ନୁହେଁ । ବରଂ ୮ ମିନିଟ୍ ୨୦ ସେକେଣ୍ଡ ତଳର ସୁର୍ଯ୍ୟ । ସକାଳ ୮ଟା ବେଳେ ସୂର୍ଯ୍ୟପୃଷ୍ଠରୁ ବାହାରିଥିବା ଆଲୋକ ୮ ମିନିଟ୍ ୨୦ ସେକେଣ୍ଡ ପରେ ଅର୍ଥାତ୍ ୮ଟା ୮ ମିନିଟ୍ ୨୦ ସେକେଣ୍ଡ ବେଳେ ଆସି ଆମଠାରେ ପହଁଞ୍ଚେ । ତେଣୁ ଆମେ ସବୁବେଳେ ୮ ମିନିଟ୍ ୨୦ ସେକେଣ୍ଡ ତଳର ବାସି ସୂର୍ଯ୍ୟ ଦେଖୁ । ପୃଥିବୀରେ ରହି ବର୍ତ୍ତମାନର ସୂର୍ଯ୍ୟକୁ ବର୍ତ୍ତମାନ ଦର୍ଶନ କରିବାର ଭାଗ୍ୟ ଆମର ନାହିଁ । ବର୍ତ୍ତମାନର ସୂର୍ଯ୍ୟକୁ ଦର୍ଶନ କରିବା ସକାଶେ ଆମକୁ ପୁଣି ୮ ମିନିଟ୍ ୨୦ ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ ।
କୋଟି କୋଟି ସୂର୍ଯ୍ୟ
[ସମ୍ପାଦନା]ଆମେ ଯାହାକୁ ସୂର୍ଯ୍ୟ ବୋଲି କହୁ, ତାହା ବାସ୍ତବରେ ଗୋଟିଏ ବିଶାଳ ନିଆଁପେଣ୍ଡୁ । ତେବେ ସେହି ନିଆଁପେଣ୍ଡୁ ଆମ ପାଇଁ ସବୁକିଛି । ଆମ ଜୀବନ, ଆମର ପ୍ରାଣ । କାହିଁକି ନା, ସୂର୍ଯ୍ୟର ଆଲୋକ ଓ ଉତ୍ତାପ ବିନା ଆମେ ବଞ୍ଚିରହିବା ଅସମ୍ଭବ । ତେଣୁ ସୂର୍ଯ୍ୟ ନଥିଲେ ଆମର ଅସ୍ଥିତ୍ୱ ନଥାନ୍ତା । ସୂର୍ଯ୍ୟ ସହିତ ପୃଥିବୀ ଭଳି ଆହୁରି ୭ଟା ଗ୍ରହ, ବାମନ ଗ୍ରହ, ଧୂମକେତୁ, ଗ୍ରହାଣୁ ଓ ଉପଗ୍ରହମାନଙ୍କୁ ନେଇ ଗଠିତ ପରିବାରକୁ କୁହାଯାଏ 'ସୌରଜଗତ' । ଆମ ସୌରଜଗତର ମୁଖ୍ୟ ହେଉଛି ସୂର୍ଯ୍ୟ। ସମୁଦାୟ ସୌରଜଗତରେ ଏକମାତ୍ର ନକ୍ଷତ୍ର ହେଉଛି ସୂର୍ଯ୍ୟ । କିନ୍ତୁ, ସତ କହିଲେ, ଆମ ବିଶ୍ୱରେ କୋଟି କୋଟି ସୂର୍ଯ୍ୟ ଅଛନ୍ତି। କିନ୍ତୁ ସେଗୁଡ଼ିକ ଆମଠାରୁ ଅନେକ ଅନେକ ଦୂରରେ ରହିଥିବାରୁ ସେମାନଙ୍କର ଉତ୍ତାପ ଓ ଆଲୋକକୁ ଆମେ ଅନୁଭବ କରିପାରୁ ନାହିଁ । ରାତିରେ ଆକାଶରେ ମିଞ୍ଜି ମିଞ୍ଜି କରୁଥିବା ତାରାଗୁଡ଼ିକ ମଧ୍ୟ ଆମର ସୂର୍ଯ୍ୟ ପରି ଗୋଟିଏ ଗୋଟିଏ ନକ୍ଷତ୍ର । ଆମେ ୭ ପରେ ଗୋଟିଏ ଶୂନ ଲେଖିଲେ ହେବ ସତୁରୀ । ଆମେ ୭ ପରେ ଦୁଇଟା ଶୂନ ଲେଖିଲେ ହେବ ସାତଶହ । ସେହିପରି ଆମେ ୭ ପରେ ୨୨ ଟା ଶୂନ ଲେଖିଲେ ଯେଉଁ ବିଶାଳ ସଂଖ୍ୟା ହେବ, ବିଶ୍ୱରେ ଅତି କମ୍ରେ ସେତିକି ସଂଖ୍ୟକ ସୁର୍ଯ୍ୟ ଥିବାର ପ୍ରମାଣ ମିଳିଛି । ସେମାନଙ୍କ ଭିତରୁ କେତେକ ସୁର୍ଯ୍ୟ ଆମ ସୁର୍ଯ୍ୟ ତୁଳନାରେ ଛୋଟ । କିନ୍ତୁ ଅନେକ ସୂର୍ଯ୍ୟ ଆମ ସୂର୍ଯ୍ୟ ତୁଳନାରେ ଢେର୍ ବଡ଼ ବଡ଼ । ବିଶ୍ୱରେ ଅନେକ ସୂର୍ଯ୍ୟ ଅଛନ୍ତି, ଯାହାର ଆକାର ଆମ ସୂର୍ଯ୍ୟର ଆକାରର ପ୍ରାୟ ୪୦୦ ଗୁଣ ହେବ ।
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Williams, D. R. (1 July 2013). "Sun Fact Sheet". NASA Goddard Space Flight Center. Retrieved 12 August 2013.
- ↑ Zombeck, Martin V. (1990). Handbook of Space Astronomy and Astrophysics 2nd edition. Cambridge University Press.
- ↑ Asplund, M.; Grevesse, N.; Sauval, A. J. (2006). "The new solar abundances – Part I: the observations". Communications in Asteroseismology. 147: 76–79. Bibcode:2006CoAst.147...76A. doi:10.1553/cia147s76.
- ↑ "Eclipse 99: Frequently Asked Questions". NASA. Archived from the original on 27 May 2010. Retrieved 24 October 2010.
- ↑ Hinshaw, G.; et al. (2009). "Five-year Wilkinson Microwave Anisotropy Probe observations: data processing, sky maps, and basic results". The Astrophysical Journal Supplement Series. 180 (2): 225–245. arXiv:0803.0732. Bibcode:2009ApJS..180..225H. doi:10.1088/0067-0049/180/2/225.
- ↑ Mamajek, E.E.; Prsa, A.; Torres, G.; et, al., "IAU 2015 Resolution B3 on Recommended Nominal Conversion Constants for Selected Solar and Planetary Properties", arXiv, retrieved 2016-01-17
- ↑ ୭.୦୦ ୭.୦୧ ୭.୦୨ ୭.୦୩ ୭.୦୪ ୭.୦୫ ୭.୦୬ ୭.୦୭ ୭.୦୮ ୭.୦୯ ୭.୧୦ ୭.୧୧ "Solar System Exploration: Planets: Sun: Facts & Figures". NASA. Archived from the original on 2 January 2008.
- ↑ Ko, M. (1999). Elert, G. (ed.). "Density of the Sun". The Physics Factbook.
- ↑ Bonanno, A.; Schlattl, H.; Paternò, L. (2008). "The age of the Sun and the relativistic corrections in the EOS". Astronomy and Astrophysics. 390 (3): 1115–1118. arXiv:astro-ph/0204331. Bibcode:2002A&A...390.1115B. doi:10.1051/0004-6361:20020749.
{{cite journal}}
: Invalid|ref=harv
(help) - ↑ "The Absolute Chronology and Thermal Processing of Solids in the Solar Protoplanetary Disk". Science. 338 (6107): 651–655. 2 November 2012. Bibcode:2012Sci...338..651C. doi:10.1126/science.1226919. PMID 23118187. Retrieved 17 March 2014.ଛାଞ୍ଚ:Registration required
- ↑ ୧୧.୦ ୧୧.୧ Seidelmann, P. K.; et al. (2000). "Report Of The IAU/IAG Working Group On Cartographic Coordinates And Rotational Elements Of The Planets And Satellites: 2000". Archived from the original on 30 September 2018. Retrieved 22 March 2006.
- ↑ "The Sun's Vital Statistics". Stanford Solar Center. Retrieved 29 July 2008. Citing Eddy, J. (1979). A New Sun: The Solar Results From Skylab. NASA. p. 37. NASA SP-402. Archived from the original on 2015-01-13. Retrieved 2016-05-08.
- ↑ "How Round is the Sun?". NASA. 2 October 2008. Archived from the original on 13 May 2011. Retrieved 7 March 2011.
- ↑ "First Ever STEREO Images of the Entire Sun". NASA. 6 February 2011. Archived from the original on 16 April 2011. Retrieved 7 March 2011.
- ↑
Woolfson, M. (2000). "The origin and evolution of the solar system". Astronomy & Geophysics. 41 (1): 12. Bibcode:2000A&G....41a..12W. doi:10.1046/j.1468-4004.2000.00012.x.
{{cite journal}}
: Invalid|ref=harv
(help) - ↑
Basu, S.; Antia, H. M. (2008). "Helioseismology and Solar Abundances". Physics Reports. 457 (5–6): 217–283. arXiv:0711.4590. Bibcode:2008PhR...457..217B. doi:10.1016/j.physrep.2007.12.002.
{{cite journal}}
: Invalid|ref=harv
(help) - ↑ "How Round is the Sun?". NASA. 2 October 2008. Archived from the original on 13 May 2011. Retrieved 7 March 2011.