ମନମୋହନ ଆଚାର୍ଯ୍ୟ
ଦେଖଣା
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଡକ୍ଟର୍ ମନମୋହନ ଆଚାର୍ଯ୍ୟ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ମନି ୨୦ ଅକ୍ଟୋବର ୧୯୬୭ ଲଥାଙ୍ଗ, ଜଗତସିଂହପୁର, ଓଡ଼ିଶା |
ଛଦ୍ମନାମ | ବାଣୀକବି |
ବୃତ୍ତି | କବି, ନାଟ୍ୟକାର, ଗୀତିକାର, ପ୍ରାବନ୍ଧିକ |
ଜାତୀୟତା | ଭାରତୀୟ |
ସମୟ | ୧୯୮୭–2013 |
ଶୈଳୀ | କାବ୍ୟ |
ବିଷୟ | ଉତ୍ତର ଆଧୁନିକ, ବାସ୍ତବବାଦୀ ,ଜୀବନବାଦୀ |
ସାହିତ୍ୟ କୃତି | ଗୀତମିଳିନ୍ଦମ୍, ଗୀତମୋହନମ୍ |
ଜୀବନସାଥୀ | କତ୍ୟାୟନୀ |
ସନ୍ତାନ | ରମାଶିଷ |
ମନମୋହନ ଆଚାର୍ଯ୍ୟ ଓଡ଼ିଶାରେ ଜନ୍ମିତ ଜଣେ ସଂସ୍କୃତ ଗୀତିକବି ତଥା ଗବେଷକ । ଓଡ଼ିଶୀନୃତ୍ୟ ତାଙ୍କର ସଂସ୍କୃତ ଗୀତିକାକୁ ଧରି ହିନ୍ଦୀ ଚଳଚ୍ଚିତ୍ରରେ ପ୍ରବେଶ କରିଅଛି ।
ବାଲ୍ୟ ଜୀବନ ଓ ଶି କ୍ଷା
[ସମ୍ପାଦନା]ମନମୋହନ ଆଚାର୍ଯ୍ୟ୧୯୬୭ ମସିହାରେ ଓଡ଼ିଶାର ଜଗତସିଂହପୁର ଜିଲାର ଲଥାଙ୍ଗ ଗ୍ରାମରେ ଏକ ସଂସ୍କୃତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ ମାୟାଧର ଆଚାର୍ଯ୍ୟ ଏବଂ ମାତାଙ୍କ ନାମ ଶ୍ରୀମତୀ ପାର୍ବତୀ ଦେବୀ ।
ସାହିତ୍ୟ କୃତି
[ସମ୍ପାଦନା]କାବ୍ୟ
[ସମ୍ପାଦନା]- ଗୀତ ଭାରତମ୍
- ଗୀତ ମିଳିନ୍ଦମ୍
- ପଲ୍ଲୀ ପଞ୍ଚାଶିକା
- ସୁଭାଷ ଚରିତମ୍
- ଶ୍ରୀ ଶିବାନନ୍ଦ ଲହରୀ
- ଯତିଗୀତି ଶତକମ୍
ନୃତ୍ୟ ନାଟିକା
[ସମ୍ପାଦନା]- ଅର୍ଜୁନପ୍ରତିଜ୍ଞା
- ଶ୍ରିତକମଳମ
- ପଦପଲ୍ଲବମ
- ଦିବ୍ୟ ଜୟଦେବମ
- ରାବଣ
- ପିଙ୍ଗଳା
- ମୃତ୍ୟୁ
- ତନ୍ତ୍ରମ
- ପୂର୍ବ ଶାକୁନ୍ତଳମ
- ଉତ୍ତର ଶାକୁନ୍ତଳମ
ଅନୁବାଦ ସାହିତ୍ୟ
[ସମ୍ପାଦନା]- ଶ୍ରୀଜୟଦେବ କୃତ ଗୀତ ଗୋବିନ୍ଦର ଉତ୍କଳୀୟ ପଦ୍ୟାନୁବାଦ [୧]
ଗବେଷଣାତ୍ମକ ନିବନ୍ଧ
[ସମ୍ପାଦନା]ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- କାଳିଦାସ ଏକାଡେମୀ, ବିକ୍ରମ ବିଶ୍ୱ ବିଦ୍ଯାଳୟ, ଉଜ୍ଜୟିନୀ
- ବାଣୀକବି ସମ୍ମାନ, ବାଣୀ ବିନୋଦିନୀ ପରିଷଦ୍, ଉତ୍କଳ ବିଶ୍ୱ ବିଦ୍ଯାଳୟ
- ବିଦ୍ଯା ବାରିଧି, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ଯାଳୟ
- ଗୀତ ସାରସ ସମ୍ମାନ, ଖ୍ରୀଷ୍ଟ୍ ମହା ବିଦ୍ଯାଳୟ
- ଦିଲ୍ଲୀ ସଂସ୍କୃତ ଏକାଡେମୀ ପୁରସ୍କାର
- ଆନନ୍ଦ ଭରଦ୍ୱଆଜ ସମ୍ମାନ
- ଲୋକ କାବ୍ଯନିଧି ସମ୍ମାନ, ଲୋକଭାଷା ପ୍ରଚାର ସମିତି, ପୁରୀ
- ଭାରତ ଭାରତୀ ସମ୍ମାନ, ସଂସ୍କୃତ ସାହିତ୍ଯ ଏକାଡେମୀ, କଟକ
- ଅଭିନବ ଜୟଦେବ ସମ୍ମାନ, ଭକ୍ତକବି ଜୟଦେବ ସମାରୋହ ସମିତି, କେନ୍ଦୁଲୀ
- ବାଚସ୍ପତି ଫେଲୋସିପ୍[୨]
- ଚିନ୍ତା ଚେତନା ନ୍ଯାସ୍ ନାଲ୍ ବୈଶାଖୀ ସମ୍ମାନ
ଆଧାର
[ସମ୍ପାଦନା]- ↑ http://www.scribd.com/doc/89381325/GIta-Govinda-Rasaavali
- ↑ "ଆର୍କାଇଭ୍ କପି". Archived from the original on 2012-04-06. Retrieved 2012-05-12.
{{cite web}}
: Cite has empty unknown parameter:|1=
(help)