ମନମୋହନ ଆଚାର୍ଯ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search
ଡକ୍ଟର୍ ମନମୋହନ ଆଚାର୍ଯ୍ୟ
Vanikavi Manmohan Acharya.jpg
ଜନ୍ମମନି
୨୦ ଅକ୍ଟୋବର ୧୯୬୭ (1967-10-20) (୫୧ ବର୍ଷ)
ଲଥାଙ୍ଗ, ଜଗତସିଂହପୁର, ଓଡ଼ିଶା
ଛଦ୍ମନାମବାଣୀକବି
ବୃତ୍ତିକବି, ନାଟ୍ୟକାର, ଗୀତିକାର, ପ୍ରାବନ୍ଧିକ
ଜାତୀୟତାଭାରତୀୟ
ସମୟ୧୯୮୭–2013
ଶୈଳୀକାବ୍ୟ
ବିଷୟଉତ୍ତର ଆଧୁନିକ, ବାସ୍ତବବାଦୀ ,ଜୀବନବାଦୀ
ସାହିତ୍ୟ କୃତିଗୀତମିଳିନ୍ଦମ୍,
ଗୀତମୋହନମ୍
ଜୀବନ ସାଥିକତ୍ୟାୟନୀ
ସନ୍ତାନରମାଶିଷ

ମନମୋହନ ଆଚାର୍ଯ୍ୟ ଓଡ଼ିଶାରେ ଜନ୍ମିତ ଜଣେ ସଂସ୍କୃତ ଗୀତିକବି ତଥା ଗବେଷକ । ଓଡ଼ିଶୀନୃତ୍ୟ ତାଙ୍କର ସଂସ୍କୃତ ଗୀତିକାକୁ ଧରି ହିନ୍ଦୀ ଚଳଚ୍ଚିତ୍ରରେ ପ୍ରବେଶ କରିଅଛି ।

ବାଲ୍ୟ ଜୀବନ ଓ ଶି କ୍ଷା[ସମ୍ପାଦନା]

ଫାଇଲ:Mayaparvati.jpg
Pandit Mayadhar Acharya and Parvati Devi, Parents of Vanikavi Manmohan Acharya

ମନମୋହନ ଆଚାର୍ଯ୍ୟ୧୯୬୭ ମସିହାରେ ଓଡ଼ିଶାର ଜଗତସିଂହପୁର ଜିଲାର ଲଥାଙ୍ଗ ଗ୍ରାମରେ ଏକ ସଂସ୍କୃତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ ମାୟାଧର ଆଚାର୍ଯ୍ୟ ଏବଂ ମାତାଙ୍କ ନାମ ଶ୍ରୀମତୀ ପାର୍ବତୀ ଦେବୀ ।

ସାହିତ୍ୟ କୃତି[ସମ୍ପାଦନା]

କାବ୍ୟ[ସମ୍ପାଦନା]

  • ଗୀତ ଭାରତମ୍
  • ଗୀତ ମିଳିନ୍ଦମ୍
  • ପଲ୍ଲୀ ପଞ୍ଚାଶିକା
  • ସୁଭାଷ ଚରିତମ୍
  • ଶ୍ରୀ ଶିବାନନ୍ଦ ଲହରୀ
  • ଯତିଗୀତି ଶତକମ୍

ନୃତ୍ୟ ନାଟିକା[ସମ୍ପାଦନା]

  • ଅର୍ଜୁନପ୍ରତିଜ୍ଞା
  • ଶ୍ରିତକମଳମ
  • ପଦପଲ୍ଲବମ
  • ଦିବ୍ୟ ଜୟଦେବମ
  • ରାବଣ
  • ପିଙ୍ଗଳା
  • ମୃତ୍ୟୁ
  • ତନ୍ତ୍ରମ
  • ପୂର୍ବ ଶାକୁନ୍ତଳମ
  • ଉତ୍ତର ଶାକୁନ୍ତଳମ

ଅନୁବାଦ ସାହିତ୍ୟ[ସମ୍ପାଦନା]

ଗବେଷଣାତ୍ମକ ନିବନ୍ଧ[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କାଳିଦାସ ଏକାଡେମୀ, ବିକ୍ରମ ବିଶ୍ୱ ବିଦ୍ଯାଳୟ, ଉଜ୍ଜୟିନୀ
  • ବାଣୀକବି ସମ୍ମାନ, ବାଣୀ ବିନୋଦିନୀ ପରିଷଦ୍, ଉତ୍କଳ ବିଶ୍ୱ ବିଦ୍ଯାଳୟ
  • ବିଦ୍ଯା ବାରିଧି, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ଯାଳୟ
  • ଗୀତ ସାରସ ସମ୍ମାନ, ଖ୍ରୀଷ୍ଟ୍ ମହା ବିଦ୍ଯାଳୟ
  • ଦିଲ୍ଲୀ ସଂସ୍କୃତ ଏକାଡେମୀ ପୁରସ୍କାର
  • ଆନନ୍ଦ ଭରଦ୍ୱଆଜ ସମ୍ମାନ
  • ଲୋକ କାବ୍ଯନିଧି ସମ୍ମାନ, ଲୋକଭାଷା ପ୍ରଚାର ସମିତି, ପୁରୀ
  • ଭାରତ ଭାରତୀ ସମ୍ମାନ, ସଂସ୍କୃତ ସାହିତ୍ଯ ଏକାଡେମୀ, କଟକ
  • ଅଭିନବ ଜୟଦେବ ସମ୍ମାନ, ଭକ୍ତକବି ଜୟଦେବ ସମାରୋହ ସମିତି, କେନ୍ଦୁଲୀ
  • ବାଚସ୍ପତି ଫେଲୋସିପ୍[୨]
  • ଚିନ୍ତା ଚେତନା ନ୍ଯାସ୍ ନାଲ୍ ବୈଶାଖୀ ସମ୍ମାନ

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]