Topic on ଉଇକିପିଡ଼ିଆ:ଆଲୋଚନା ସଭା

ହାଇଦ୍ରାବାଦରେ ଉଇକି କନ୍ଫରେନ୍ସ ଇଣ୍ଡିଆ ୨୦୨୦ ପ୍ରସ୍ତାବ

15
Chinmayee Mishraଙ୍କ ଲିଖିତ ସାରାଂଶ

ଆଲୋଚନା ସମାପ୍ତ ହୋଇଛି ।

Aliva Sahoo (ଆଲୋଚନାଅବଦାନ)

ମୁଁ ଏହି ସନ୍ଦେଶଟିକୁ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନର ଉଇକିମେଡିଆ ତରଫରୁ ପୋଷ୍ଟ କରୁଛି , ଯେଉଁ ମାନଙ୍କୁ ଆମ ମାନଙ୍କ ମଧ୍ୟରୁ କିଛି ଉଇକିଆଳି ମାନେ ବହୁ ପୂର୍ବରୁ ଜାଣିଛନ୍ତି । ସେହି ଉଇକିଆଳି ମାନେ ହାଇଦ୍ରାବାଦରେ ଉଇକକନ୍ଫରେନ୍ସ ଇଣ୍ଡିଆ ୨୦୨୦ ଆୟୋଜନ ପାଇଁ ଆଗକୁ ଆସିଛନ୍ତି । ଏକ ରାଷ୍ଟ୍ରୀୟ ସମ୍ମିଳନୀ ଆମ୍ଭମାନଙ୍କୁ ଅନ୍ୟ ସମୁଦାୟ ଲୋକମାନଙ୍କ ସହ ସଂଯୁକ୍ତ ହେବା, ଜ୍ଞାନ ବାଣ୍ଟିବା, ନୂତନ ଜିନିଷ ଶିଖିବା ଏବଂ ଉଇକି ପରିବାର ସହିତ ଯୋଡ଼ିହୋଇ ରହିବା ପାଇଁ ସାହାଯ୍ୟ କରିଥାଏ । ଶେଷ ସମ୍ମେଳନ ୨୦୧୬ ମସିହାରେ ହୋଇଥିଲା, ଏବଂ ଶେଷ ୩ବର୍ଷ ମଧ୍ୟରେ କିଛି ମଧ୍ୟ ନଥିଲା । ଏହି ପ୍ରକାର ଗତିବିଧିର ଅଭାବ ବ୍ୟକ୍ତିଗତ ସମୁଦାୟକୁ ଅନ୍ୟ ସମୁଦାୟ ଠାରୁ ଅଲଗା କରିଦେବ ଏବଂ ଏହା ସମ୍ପୂର୍ଣ୍ଣରୂପେ ଭାରତୀୟ ସମୁଦାୟର ପ୍ରଗତିକୁ ଖଣ୍ଡିତ କରିଥାଏ । ଏହା ଭଲ ସମୟ ରହିଛି କି, ଆମପାଖେ ପରବର୍ତ୍ତୀ ସମ୍ମେଳନ ଯଥା ଶୀଘ୍ର ହେଉ । କାରଣ ବିଗତ ୩ବର୍ଷ ରେ କେହିମଧ୍ୟ ଆଗକୁ ଆସିନଥିଲେ ଏବଂ ହାଇଦ୍ରାବାଦ ଭଲରୂପେ ଆମ ସହ ଯୋଡ଼ି ହୋଇଥିବାରୁ , ଏଥିପାଇଁ ମୋତେ ଲାଗୁଛି ଏହା ଏକ ଭଲ ଅବସର ଅଟେ ।

କିନ୍ତୁ ସେମାନେ ଆଗକୁ ବଢିବ ଆଗରୁ ସମସ୍ତ ସମୁଦାୟ ମାନଙ୍କଠାରୁ ବ୍ୟକ୍ତିଗତ ଏବଂ ଅଧିକ ବିଶ୍ଵସନୀୟ ଯୋଡ଼ିବା ପାଇଁ ସମର୍ଥନ ପ୍ରାପ୍ତ କରିବା ଆବଶ୍ୟକ । ଏଥିପାଇଁ ସମ୍ମେଳନର ସମର୍ଥନ କରିବା ଏବଂ ଏହାକୁ ସମର୍ଥନ କରିବାପାଇଁ ଆମ୍ଭମାନଙ୍କ ଅଧ୍ୟରେ ସାଧରଣ ସହମତି ରହିବା ଠିକ ହେବ ।

ଏକ ମେଟା-ଉଇକି ପେଜ ଯାହା ସ୍ପଷ୍ଟ ରୂପେ ପ୍ରସ୍ତାବ ଏବଂ ସେମାନଙ୍କ ଯୋଜନାକୁ ରେଖାଙ୍କିତ କରିଥାଏ । ଦୟାକରି ଏହା ଉପରେ ଟିକେ ନଜର ପକାନ୍ତୁ ଏଠାରେ । ଅନ୍ୟ ସମୁଦାୟ ବିଜ୍ଞାପନ : ଏହି ବିଭାଗ। ଦୟାକରି ଏହି ପୃଷ୍ଠାକୁ ଯାଇ ତଳେ ଦିଆଯାଇଥିବା ଅନୁଭାଗରେ ନିଜର ସମର୍ଥନ ଦିଅନ୍ତୁ , ଯାହାଦ୍ୱାରା ଆମେମାନେ ମଧ୍ୟ ଏହି ଉପକ୍ରମର ଭାଗିଦାର ହୋଗଇପାରୁ । ଏହା ବହୁତ ଭଲହେବ ଯଦି ଆମ ସମୁଦାୟ ଯଥାଶୀଘ୍ର ଏହାର ସମର୍ଥନ କରିପାରୁ; ଯାହାଦ୍ୱାରା ଆୟୋଜକ ୧୮ ଅକ୍ଟୋବର ୨୦୧୯ ବେଳକୁ ଏହି ଉପକ୍ରମରରେ ନିଜର କାର୍ଯ୍ୟକ୍ରମ ଆଗକୁ ନେଇଯିବ । ଏହା ଡିସେମ୍ବର ମାସକୁ ଇଂ-ଲାଇନ ଅନୁଦାନ ନିଧି ନିର୍ଦ୍ଦେଶନ ହେବା ଆବଶ୍ୟକ , ଯାହାପାଇଁ ନଭେମ୍ବର ମାସରେ ଅନୁଦାନ ପ୍ରସ୍ତାବ କୁ ବିକଶିତ କରିବା ପୂର୍ବରୁ ସମୁଦାୟୀକ କାର୍ଯ୍ୟ ସର୍ବେକ୍ଷଣ କରିବାକୁ ହେବ । --Aliva Sahoo (ମୋ ଆଲୋଚନା) ୧୩:୦୨, ୫ ଅକ୍ଟୋବର ୨୦୧୯ (IST)

ସମର୍ଥନ


ଚର୍ଚ୍ଚା

Ssgapu22 (ଆଲୋଚନାଅବଦାନ)
Aliva Sahoo (ଆଲୋଚନାଅବଦାନ)
  • ଏହି ପ୍ରସ୍ତାବ ପାଇଁ ମୁଁ ନିଜର ସମର୍ଥନ ମତବ୍ୟକ୍ତ କରୁଛି ।
Radhadwibedi (ଆଲୋଚନାଅବଦାନ)
  • ମୁଁ ଏହି ପ୍ରସ୍ତାବ କୁ ସମର୍ଥନ କରୁଛି ।
Pmsarangi (ଆଲୋଚନାଅବଦାନ)

ଏହି ପ୍ରସ୍ତାବକୁ ମୁଁ ସମର୍ଥନ କରୁଛି ।

KCVelaga (ଆଲୋଚନାଅବଦାନ)
MKar (ଆଲୋଚନାଅବଦାନ)
  • ସମର୍ଥନ
Soumendrak (ଆଲୋଚନାଅବଦାନ)

 ସମର୍ଥନ

Hellohappy (ଆଲୋଚନାଅବଦାନ)
  • ଭଲ କଥା । ସମର୍ଥନ ।
Subas Chandra Rout (ଆଲୋଚନାଅବଦାନ)

ସମର୍ଥନ ।

Ramjit Tudu (ଆଲୋଚନାଅବଦାନ)

 ସମର୍ଥନ ଏହି ପ୍ରସ୍ତାବକୁ ମୁଁ ସମର୍ଥନ କରୁଛି ।

Saileshpat (ଆଲୋଚନାଅବଦାନ)

 ସମର୍ଥନ ମୋ'ର ସମର୍ଥନ ଏହି ପ୍ରସ୍ତାବ ପାଇଁ ।

Chinmayee Mishra (ଆଲୋଚନାଅବଦାନ)
Aliva Sahoo (ଆଲୋଚନାଅବଦାନ)

ଏହି ଆଲୋଚନାରେ ଯଦି ଆଉ କେହି କିଛି ମତ ଦେବାକୁ ଚାହାନ୍ତି, ତେବେ ଆଜି ସନ୍ଧ୍ୟା ୬ ଟା ପୂର୍ବରୁ ଏଠି ଯୋଡ଼ିଦେବାକୁ ଅନୁରୋଧ । ତା ପରେ ଏହି ଆଲୋଚନା ଟି ବନ୍ଦ କରି ଦିଆଯିବ । ଧନ୍ୟବାଦ ।

Jnanaranjan sahu (ଆଲୋଚନାଅବଦାନ)

ସମର୍ଥନ । ଭଲ ହେବ ।