"ଟୁଣ୍ଡେ କବାବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟିକେ added Category:ଖାଦ୍ୟ using HotCat
୨୫ କ ଧାଡ଼ି: ୨୫ କ ଧାଡ଼ି:
[[ଗୋମାଂସ]], [[ଗରମ ମସଲା]], [[ଅଦା]], [[ରସୁଣ]], [[ଦହି]], [[ଗୁଜୁରାତି]] ଗୁଣ୍ଡ, [[ଲବଙ୍ଗ]] ଗୁଣ୍ଡ, [[ଘିଅ]], [[ପୁଦିନା]] ଗୁଣ୍ଡ, ମୁଦି ଆକାରର କଟା [[ପିଆଜ]], [[ଭିନେଗାର]], [[ଚିନି]] ଏବଂ [[ଲେମ୍ବୁ]] ଆଦି ଉପାଦାନରେ ଟୁଣ୍ଡେ କବାବ ପ୍ରସ୍ତୁତ ହୁଏ ।<ref>http://www.hindustantimes.com/india-news/no-buffalo-meat-lucknow-s-tundey-kebabs-lose-their-usp/story-bryTp8PSSxqZA6NQqaei7M.html</ref>
[[ଗୋମାଂସ]], [[ଗରମ ମସଲା]], [[ଅଦା]], [[ରସୁଣ]], [[ଦହି]], [[ଗୁଜୁରାତି]] ଗୁଣ୍ଡ, [[ଲବଙ୍ଗ]] ଗୁଣ୍ଡ, [[ଘିଅ]], [[ପୁଦିନା]] ଗୁଣ୍ଡ, ମୁଦି ଆକାରର କଟା [[ପିଆଜ]], [[ଭିନେଗାର]], [[ଚିନି]] ଏବଂ [[ଲେମ୍ବୁ]] ଆଦି ଉପାଦାନରେ ଟୁଣ୍ଡେ କବାବ ପ୍ରସ୍ତୁତ ହୁଏ ।<ref>http://www.hindustantimes.com/india-news/no-buffalo-meat-lucknow-s-tundey-kebabs-lose-their-usp/story-bryTp8PSSxqZA6NQqaei7M.html</ref>
==ଆଧାର==
==ଆଧାର==

[[ଶ୍ରେଣୀ:ଖାଦ୍ୟ]]

୧୦:୧୧, ୨୩ ଜୁଲାଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଟୁଣ୍ଡେ କେ କବାବ (Tunde Ke Kabab)
ଅନ୍ୟ ନାମଟୁଣ୍ଡେ କବାବି
ପରଷାପାରମ୍ପରିକ ଅଵଦ୍ଧି ରାନ୍ଧଣା
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଅବଦ୍ଧ, ଲକ୍ଷ୍ନୌ, ଉତ୍ତର ପ୍ରଦେଶ
ଆରମ୍ଭହାଜି ମୁରାଦ ଅଲ୍ଲୀ
ପରଷିବା ଉତ୍ତାପଗରମ
ମୁଖ୍ୟ ଉପାଦାନମାଂସ
ପ୍ରକାର ଭେଦବିଭିନ୍ନ ସ୍ଵାଦରେ
ଖାଦ୍ୟରୁ ଶକ୍ତି
(per ବଢ଼ା)
୫୦୦ କ୍ୟାଲୋରୀ କିଲୋ କ୍ୟାଲୋରୀ

ଟୁଣ୍ଡେ କବାବ ଏକ ଆମିଷ ଖାଦ୍ୟ ଅଟେ । ଟୁଣ୍ଡେ କବାବ ପ୍ରସ୍ତୁତ ପାଇଁ ମଇଁଷି ମାଂସ ବ୍ୟବହାର କରାଯାଏ । ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରରେ ଏହା ଏକ ପ୍ରସିଦ୍ଧ ଖାଦ୍ୟ ଅଟେ ।[୧] ଏହାକୁ ଅଵଦ୍ଧ ପ୍ରାଦେଶିକ ରାନ୍ଧଣାରେ ତିଆରି କରାଯାଏ ।[୨] ଟୁଣ୍ଡେ କବାବ ମୋଗଲମାନଙ୍କ ଏକ ନିତିଦିନିଆ ଖାଦ୍ୟ ଅଟେ । ଏହାକୁ ପରଟା ସହ ଖିଆଯାଇଥାଏ ।

୧୯୧୬ ମସିହାରେ ମୁରାଦ ଅଲ୍ଲୀ ଏହାକୁ ଉଦ୍ଭାବନ କରିଥିଲେ ।[୩] ଏହାର ସ୍ୱତନ୍ତ୍ର ସ୍ୱାଦ ପାଇଁ ୧୬୦ ପ୍ରକାର ମସଲାର ଉପଯୁକ୍ତ ମାତ୍ରା ଗୁରୁତ୍ୱ ବହନ କରିଥାଏ । ଉତ୍ତର ପ୍ରଦେଶ ସରକାର ୨୦୧୭ ମାର୍ଚ୍ଚ ୨୧ରେ କଂସେଇ ଖାନା ନିଷେଧ କରିବା ପରେ କବାବ ବ୍ୟବସାୟରେ ମାନ୍ଦା ଆସିଥିଲା ।[୪]

ପ୍ରସ୍ତୁତି

ଉପାଦାନ

ଗୋମାଂସ, ଗରମ ମସଲା, ଅଦା, ରସୁଣ, ଦହି, ଗୁଜୁରାତି ଗୁଣ୍ଡ, ଲବଙ୍ଗ ଗୁଣ୍ଡ, ଘିଅ, ପୁଦିନା ଗୁଣ୍ଡ, ମୁଦି ଆକାରର କଟା ପିଆଜ, ଭିନେଗାର, ଚିନି ଏବଂ ଲେମ୍ବୁ ଆଦି ଉପାଦାନରେ ଟୁଣ୍ଡେ କବାବ ପ୍ରସ୍ତୁତ ହୁଏ ।[୫]

ଆଧାର

  1. http://sambad.in/news/special/tunde-kabab-centre-closed-for-a-day-after-100-years/42663.html
  2. "Appetising aromas from Awadh". The Sunday Tribune. July 13, 2003. Retrieved 7 March 2012.
  3. https://www.aajtak.intoday.in/lite/story/slaughter-houses-ban-effected-tunday-kababi-in-lucknow-1-919316.html
  4. Amarnath, Nupur (23 January 2011). "We eat, therefore we are". Economic Times. Retrieved 13 March 2012.
  5. http://www.hindustantimes.com/india-news/no-buffalo-meat-lucknow-s-tundey-kebabs-lose-their-usp/story-bryTp8PSSxqZA6NQqaei7M.html