ଫ୍ଲୋରୋୟୁରାସିଲ

ଉଇକିପିଡ଼ିଆ‌ରୁ
ଫ୍ଲୋରୋୟୁରାସିଲ
Clinical data
Pronunciation/ˌflʊrˈjʊrəˌsɪl/[୧]
Trade namesAdrucil, Carac, Efudex, Efudix, others
AHFS/Drugs.commonograph
MedlinePlusa682708
data
Pregnancy
category
  • AU: D

  • D (IV), X (topical) (US)
Routes of
administration
IV (infusion or bolus) and topical
ATC code
Legal status
Legal status
Pharmacokinetic data
Bioavailability28 to 100%
Protein binding8 to 12%
MetabolismIntracellular and liver (CYP-mediated)
Elimination half-life16 minutes
Excretionkidney
Identifiers
  • 5-Fluoro-1H,3H-pyrimidine-2,4-dione
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.078 Edit this at Wikidata
Chemical and physical data
FormulaC4H3FN2O2
Molar mass130.077 g/mol
3D model (JSmol)
Melting point282–283 °C (540–541 °F)
  • c1c(c(=O)[nH]c(=O)[nH]1)F
  • InChI=1S/C4H3FN2O2/c5-2-1-6-4(9)7-3(2)8/h1H,(H2,6,7,8,9) checkY
  • Key:GHASVSINZRGABV-UHFFFAOYSA-N checkY
  (verify)

ଫ୍ଲୋରୋୟୁରାସିଲ (ଇଂରାଜୀ ଭାଷାରେ Fluorouracil ବା 5-FU), ବିକ୍ରୟ ନାମ ଆଡ୍ରୁସିଲ/Adrucil) ଏକ ଔଷଧ ଯାହା କର୍କଟ ରୋଗର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ । କୋଲୋନ କର୍କଟ, ଗ୍ରାସନଳୀ କର୍କଟ, ପାକସ୍ଥଳୀ କର୍କଟ, ଅଗ୍ନାଶୟ କର୍କଟ, ସ୍ତନ କର୍କଟଗର୍ଭାଶୟ ଗ୍ରୀବା କର୍କଟଇତ୍ୟାଦି ରୋଗମାନଙ୍କରେ ଏହା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein ) ଆକାରରେ ଦିଆଯାଏ ।[୨] ଏକ କ୍ରିମ ଆକାରରେ ଏହା ଆକ୍ଟିନିକ କେରାଟୋସିସ (actinic keratosis) ଓ ବାସାଲ ସେଲ କର୍କଟ (basal cell carcinoma) ରୋଗମାନଙ୍କରେ ଦିଆଯାଏ ।[୩]

ଇଞ୍ଜେକସନ ଆକାରରେ ଫ୍ଲୋରୋୟୁରାସିଲ ନେବାପରେ ଅଧିକାଂଶ ଲୋକଙ୍କର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପାଟି ପ୍ରଦାହ, ଅରୁଚି, ସାଇଟିପିନିଆ (low blood cell counts), କେଶହାନୀ ଓ ଚର୍ମ ପ୍ରଦାହା ଦେଖାଯାଏ ।[୨] ଗର୍ଭାବସ୍ଥାରେ ଯେ କୌଣସି ଧରଣର ଏହି ଔଷଧ ନେଲେ ଶିଶୁର ହାନୀ ହୋଇପାରେ ।[୨] ଫ୍ଲୋରୋୟୁରାସିଲ ଏକ ଆଣ୍ଟିମେଟାବୋଲାଇଟ (antimetabolite) ଓ ପାଇରିମିଡିନ ଆନାଲଗ (pyrimidine analog) ଶ୍ରେଣୀର ଔଷଧ ।[୪][୫] ଏହାର କାର୍ଯ୍ୟବିଧି ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଥାଇମିଡାଇଲେଟ ସିନ୍ଥେଟେଜର (pyrimidine analog) କାର୍ଯ୍ୟକୁ ଅବରୋଧ କରି ଡିଏନଏ (DNA) ତିଆରି ବନ୍ଦ କରୁଥିବା ବିଶ୍ୱାସ କରାଯାଏ । [୨]

ସନ ୧୯୫୬ରେ ଫ୍ଲୋରୋୟୁରାସିଲ ପେଟେଣ୍ଟ ହେବାପରେ ସବ ୧୯୬୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫୦୦ ମିଗ୍ରା ଭାଏଲର ମୂଲ୍ୟ ୩.୪୦ ଆମେରିକୀୟ ଡଲାର ।[୮] ଇଂଲଣ୍ଡରେ ଏହି ପରିମାଣର ମୂଲ୍ୟ ୬.୪୦ ପାଉଣ୍ଡ ।[୪]

ଆଧାର[ସମ୍ପାଦନା]

  1. "Fluorouracil - Definition and More from the Free Merriam-Webster Dictionary". Retrieved 2014-11-19.
  2. ୨.୦ ୨.୧ ୨.୨ ୨.୩ "Fluorouracil". The American Society of Health-System Pharmacists. Retrieved 8 December 2016.
  3. "Fluorouracil topical". The American Society of Health-System Pharmacists. Retrieved 8 December 2016.
  4. ୪.୦ ୪.୧ British national formulary : BNF 69 (69 ed.). British Medical Association. 2015. p. 590. ISBN 9780857111562.
  5. Airley, Rachel (2009). Cancer Chemotherapy: Basic Science to the Clinic (in ଇଂରାଜୀ). John Wiley & Sons. p. 76. ISBN 9780470092569.
  6. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 511. ISBN 9783527607495.
  7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  8. "Fluorouracil". International Drug Price Indicator Guide. Retrieved 8 December 2016.[permanent dead link]