ଜାତୀୟ ରାଜପଥ 19 (ଭାରତ )
Appearance
ଜାତୀୟ ରାଜପଥ ୧୯ (NH 19; ପୂର୍ବତନ NH2) ଏକ ଭାରତୀୟ ଜାତୀୟ ରାଜପଥ । .[୧] ଦିଲ୍ଲୀ - କଲିକତା ରୋଡ କୁହାଯାଉଥିବା ଏହି ରାଜପଥ ଭାରତର ବ୍ୟସ୍ତତମ ରାଜପଥ ମଧ୍ୟରୁ ଗୋଟିଏ । ଏହାର ସମୁଦାୟ ଦୈର୍ଘ୍ୟ ୧,୪୩୫ କିଲୋମିଟର ଓ ଏହା ଦିଲ୍ଲୀ , ଉତ୍ତରପ୍ରଦେଶ , ବିହାର , ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ ରାଜ୍ୟ ଦେଇ ଯାଇଥାଏ । ଏହା ଏଇତିହାସିକ ଗ୍ରାଣ୍ଡ ଟ୍ରଙ୍କ ରୋଡ ତଥା ଏନଏଚ-୧ ଓ ଏନଏଚ-୯୧ର ମୁଖ୍ୟ ଭାଗ ନେଇଥାଏ ।
ବିଭିନ୍ନ ରାଜ୍ୟରେ ଏହି ରାଜପଥର ଦୈର୍ଘ୍ୟ ଏହିପରି ,
- ଦିଲ୍ଲୀ : 12 km (7.5 mi)
- ଉତ୍ତର ପ୍ରଦେଶ : 752 km (467 mi)
- ବିହାର : 202 km (126 mi)
- ଝାଡ଼ଖଣ୍ଡ : 190 km (120 mi)
- ପଶ୍ଚିମ ବଙ୍ଗ : 235 km (146 mi)
ଜାତୀୟ ରାଜପଥ ଉନ୍ନୟନ ପ୍ରକଳ୍ପ
[ସମ୍ପାଦନା]- ଏହି ଜାତୀୟ ରାଜପଥର ସମସ୍ତ ୧,୪୩୫ କିଲୋମିଟର ରାସ୍ତା କୁ ଜାତୀୟ ରାଜପଥ ଉନ୍ନୟନ ପ୍ରକଳ୍ପ ଦ୍ୱାରା" ସୁବର୍ଣ୍ଣ ଚତୁର୍ଭୁଜ "ର ଅଂଶ ଭାବରେ ବଛା ଯାଇଛି ।[୨]
- ଏହି ରାଜପଥର ଦିଲ୍ଲୀ ଓ ଆଗ୍ରା ମଧ୍ୟରେ ଥିବା ପ୍ରାୟ ୨୫୩ କିଲୋମିଟର ରାସ୍ତାକୁ ଉତ୍ତର -ଦକ୍ଷିଣ କରିଡର ଭାବରେ ଜାତୀୟ ରାଜପଥ ଉନ୍ନୟନ ପ୍ରକଳ୍ପ ଦ୍ୱାରା ଚିହ୍ନଟ ହୋଇଛି । [୨]
- ଏହି ରାଜପଥର ବରାହ-କାନପୁର ମଧ୍ୟସ୍ଥ ପ୍ରାୟ ୩୫ କିଲୋମିଟର ରାସ୍ତାକୁ ପୂର୍ବ -ପଶ୍ଚିମ କରିଡର ଭାବରେ ଜାତୀୟ ରାଜପଥ ଉନ୍ନୟନ ପ୍ରକଳ୍ପଦ୍ୱାରା ଘୋଷିତ ହେଇଛି । [୨]
- ଏହି ରାଜପଥ ଏସୀୟ ରାଜପଥ ଜାଲ ସମୂହର AH୧ର ଅଂଶ ବିଶେଷ ଭାବରେ ରହିଛି ।
ଜାତୀୟ ରାଜପଥରେ ରହିଥିବା / ନିକଟରେ ଥିବା ମୁଖ୍ୟ ସହର ସମୂହ
[ସମ୍ପାଦନା]- ଦିଲ୍ଲୀ
- ଉତ୍ତରପ୍ରଦେଶ
- ମଥୁରା
- ଆଗ୍ରା
- ଫିରୋଜାବାଦ
- ଏଟାୱା h
- ଆଉରାଇୟା
- ଆକବରପୁର
- ସଛେଣ୍ଡି
- ଫାଙ୍କି
- କାନପୁର
- କାନପୁର କେନତନମେଣ୍ଟ
- ଯଜମାଉ
- ଚକେରି
- ରୁମା
- ମାହାରାଜପୁର
- ବିଣ୍ଡକୀ
- ଫତେହପୁର ଜିଲ୍ଲା
- ଖଗା
- କୌଶମ୍ବି
- ଆଲାହାବାଦ
- ବାରଣାସୀ
- ମୁଗଲସରାଇ
- ମୋହସିନା
- ସାସାରାମ
- ଦେହରି ଅନ ସୋନ
- ଔରଙ୍ଗାବାଦ
- ବଢ଼ି
- ଧାନବାଦ
- ପଶ୍ଚିମ ବଙ୍ଗ
ଆଧାର
[ସମ୍ପାଦନା]- ↑ "Rationalisation of Numbering Systems of National Highways" (PDF). New Delhi: Department of Road Transport and Highways. Archived from the original (PDF) on 1 February 2016. Retrieved 3 April 2012.
- ↑ ୨.୦ ୨.୧ ୨.୨ [୧] Archived 2009-02-25 at the Wayback Machine. National Highways-Source-National Highways Authority of India (NHAI)