ମାହାରାଜପୁର
Appearance
Maharajpur | |
---|---|
ଦେଶ | India |
ରାଜ୍ୟ | ମଧ୍ୟପ୍ରଦେଶ |
ଜିଲ୍ଲା | ଛତର୍ପୁର୍ |
Elevation | 830[୧] m ( Formatting error: invalid input when rounding ft) |
Population (2001)[୧] | |
• Total | ୨୧,୫୩୨ |
ଭାଷା | |
• ସରକାରୀ | ହିନ୍ଦୀ |
Time zone | UTC+5:30 (IST) |
ମାହାରାଜପୁର ଏକ ଭାରତୀୟ ନଗର ପଞ୍ଚାୟତ (Nagar Panchayat) ଅଟେ । ଏହା ମଧ୍ୟପ୍ରଦେଶର ଛତର୍ପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ମାହାରାଜପୁର ୨୬.୪୬୯୧ ଉତ୍ତର ଅକ୍ଷାଂଶ ଓ ୭୭.୯୮୨୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାହାରାଜପୁର ସହରର ମୋଟ ଜନସଂଖ୍ୟା ୨୧୫୩୨ ଅଟେ ।[୨] ସେଥି ମଧ୍ୟରୁ ୫୨.୭୨% ଜଣ ପରୁଷ ହୋଇଥିବା ବେଳେ ୪୭.୨୮% ଜଣ ନାରୀ ଅଟନ୍ତି । ମାହାରାଜପୁରର ସାକ୍ଷରତା ହାର ୫୩.୪୭% ଅଟେ । ଏହା ଜାତୀୟ ହାରଠାରୁ ୧୧.୩୭% ପ୍ରତିଶତ କମ ଅଟେ । ସେଥିରୁ ୩୩.୨୮% ପ୍ରତିଶତ ପୁରୁଷ ଓ ୨୦.୧୯% ନାରୀ ଅଟନ୍ତି । ୧୫.୯୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ମାହାରାଜପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.