ଜାତୀୟ ରାଜପଥ 19 (ଭାରତ )

ଉଇକିପିଡ଼ିଆ‌ରୁ

ଜାତୀୟ ରାଜପଥ ୧୯  (NH 19; ପୂର୍ବତନ  NH2) ଏକ ଭାରତୀୟ ଜାତୀୟ ରାଜପଥ । .[୧] ଦିଲ୍ଲୀ - କଲିକତା ରୋଡ କୁହାଯାଉଥିବା ଏହି ରାଜପଥ ଭାରତର ବ୍ୟସ୍ତତମ ରାଜପଥ ମଧ୍ୟରୁ ଗୋଟିଏ । ଏହାର ସମୁଦାୟ ଦୈର୍ଘ୍ୟ ୧,୪୩୫ କିଲୋମିଟର ଓ ଏହା ଦିଲ୍ଲୀ , ଉତ୍ତରପ୍ରଦେଶ , ବିହାର , ଝାଡ଼ଖଣ୍ଡପଶ୍ଚିମ ବଙ୍ଗ ରାଜ୍ୟ ଦେଇ ଯାଇଥାଏ । ଏହା ଏଇତିହାସିକ ଗ୍ରାଣ୍ଡ ଟ୍ରଙ୍କ ରୋଡ ତଥା ଏନଏଚ-୧ ଓ ଏନଏଚ-୯୧ର ମୁଖ୍ୟ ଭାଗ ନେଇଥାଏ । 

ବିଭିନ୍ନ ରାଜ୍ୟରେ ଏହି ରାଜପଥର ଦୈର୍ଘ୍ୟ ଏହିପରି , 

Road map of India with NH 19 highlighted in solid blue color


ଜାତୀୟ ରାଜପଥ ଉନ୍ନୟନ ପ୍ରକଳ୍ପ [ସମ୍ପାଦନା]

  • ଏହି ଜାତୀୟ ରାଜପଥର ସମସ୍ତ ୧,୪୩୫ କିଲୋମିଟର ରାସ୍ତା କୁ ଜାତୀୟ ରାଜପଥ ଉନ୍ନୟନ ପ୍ରକଳ୍ପ ଦ୍ୱାରା" ସୁବର୍ଣ୍ଣ ଚତୁର୍ଭୁଜ "ର ଅଂଶ ଭାବରେ ବଛା ଯାଇଛି ।[୨]
  •   ଏହି ରାଜପଥର ଦିଲ୍ଲୀଆଗ୍ରା ମଧ୍ୟରେ ଥିବା ପ୍ରାୟ ୨୫୩ କିଲୋମିଟର ରାସ୍ତାକୁ ଉତ୍ତର -ଦକ୍ଷିଣ କରିଡର ଭାବରେ ଜାତୀୟ ରାଜପଥ ଉନ୍ନୟନ ପ୍ରକଳ୍ପ  ଦ୍ୱାରା ଚିହ୍ନଟ ହୋଇଛି । [୨]
  • ଏହି ରାଜପଥର ବରାହ-କାନପୁର ମଧ୍ୟସ୍ଥ ପ୍ରାୟ ୩୫ କିଲୋମିଟର ରାସ୍ତାକୁ ପୂର୍ବ -ପଶ୍ଚିମ କରିଡର ଭାବରେ ଜାତୀୟ ରାଜପଥ ଉନ୍ନୟନ ପ୍ରକଳ୍ପଦ୍ୱାରା ଘୋଷିତ ହେଇଛି । [୨]
  • ଏହି ରାଜପଥ ଏସୀୟ ରାଜପଥ ଜାଲ ସମୂହର AH୧ର ଅଂଶ ବିଶେଷ ଭାବରେ ରହିଛି । 

ଜାତୀୟ ରାଜପଥରେ ରହିଥିବା / ନିକଟରେ ଥିବା ମୁଖ୍ୟ ସହର ସମୂହ [ସମ୍ପାଦନା]

Durgapur Expressway, part of NH 19
NH-19, Khaga, Fatehpur district, Uttar Pradesh
ଦିଲ୍ଲୀ
ଉତ୍ତରପ୍ରଦେଶ
ବିହାର
  • ମୋହସିନା
  • ସାସାରାମ
  • ଦେହରି ଅନ ସୋନ
  • ଔରଙ୍ଗାବାଦ
ଝାରଖଣ୍ଡ
ପଶ୍ଚିମ ବଙ୍ଗ

ଆଧାର [ସମ୍ପାଦନା]

  1. "Rationalisation of Numbering Systems of National Highways" (PDF). New Delhi: Department of Road Transport and Highways. Archived from the original (PDF) on 1 February 2016. Retrieved 3 April 2012.
  2. ୨.୦ ୨.୧ ୨.୨ [୧] Archived 2009-02-25 at the Wayback Machine. National Highways-Source-National Highways Authority of India (NHAI)