କପାଟିକା ହୃଦ୍ରୋଗ
Valvular heart disease | |
---|---|
Cardiac valvular disorder, heart valve disease | |
ବିଭାଗ | Cardiology |
ଲକ୍ଷଣ | Shortness of breath, leg swelling, tiredness, palpitations[୧] |
ବିପଦ କାରକ | Older age, rheumatic heart disease, prior heart attack, high blood pressure, diabetes, infectious endocarditis, Marfan syndrome, heart related birth defect[୨][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Heart murmur, ultrasound[୧] |
ଚିକିତ୍ସା | Healthy lifestyle, surgery[୪][୫] |
ପୁନଃପୌନିକ | 2.5% (USA)[୬] |
କପାଟିକା ହୃଦ୍ରୋଗରେ ହୃତ୍ପିଣ୍ଡ ମଧ୍ୟରେ ଥିବା ଚାରୋଟି କପାଟିକା (ବାମ ପାଖରେ ଆଓର୍ଟିକ ଓ ମାଇଟ୍ରାଲ, ଡାହାଣ ପାଖରେ ଟ୍ରାଇକସପିଡ ଓ ପଲମୋନାରି) ମଧ୍ୟରୁ ଯେ କୌଣସି କପାଟିକାରେ ବିକୃତି ଥାଇପାରେ ।[୩] ଏହାର ଲକ୍ଷଣ ମଧ୍ୟରେ ଅଣନିଶ୍ୱାସ, ଗୋଡ଼ ଫୁଲିବା, ଥକ୍କାପଣ ଏବଂ ପାଲପିଟେସନ ହୋଇପାରେ । [୧] ରୋଗ ଜଟିଳ ହେଲେ ହୃଦ୍ପାତ ଏବଂ ଷ୍ଟ୍ରୋକ ହୋଇପାରେ ।[୩]
ବିପଦ କାରକଗୁଡ଼ିକ ମଧ୍ୟରେ ବୃଦ୍ଧାବସ୍ଥା, ରିଉମାଟିକ ହୃଦ୍ରୋଗ, ପୂର୍ବତନ ହୃଦଘାତ, ଉଚ୍ଚ ରକ୍ତଚାପ, ମଧୁମେହ, ସଂକ୍ରାମକ ଏଣ୍ଡୋକାର୍ଡାଇଟିସ୍, ମାରଫାନ୍ ସିଣ୍ଡ୍ରୋମ ଏବଂ ଜନ୍ମଗତ ହୃତ୍ପିଣ୍ଡ ଦୋଷ ଥାଇପରେ | [୨] [୩] କପାଟିକାମାନଙ୍କର ଖୋଲିବା ଦୋଷ (ଷ୍ଟେନୋସିସ୍) ଏବଂ ଲିକ୍ ଦୋଷ (କଣାହୋଇ ବୋହିଯିବା) ଏହି ଦୁଇ ଭାଗରେ ବିଭକ୍ତ କରାଯାଇପାରେ | [୧] ହୃତ୍ପିଣ୍ଡର ମର୍ମର୍ ଶବ୍ଦ ଶୁଣି ରୋଗ ନିର୍ଣ୍ଣୟ କରାଯାଇପାରେ ଓ ଅଲଟ୍ରାସାଉଣ୍ଡ ଅନୁଶୀଳନ କରି ସୁନିଶ୍ଚିତ କରାଯାଇପାରେ।[୧]
ରୋଗ ସାମାନ୍ୟ ହୋଇଥିଲେ ପର୍ଯ୍ୟାୟକ୍ରମେ ଯାଞ୍ଚ ମାଧ୍ୟମରେ ରୋଗ ଅନୁସରଣ କରାଯାଇପାରେ | [୧] ବ୍ୟାୟାମ ସହିତ ଏକ ସୁସ୍ଥ ଜୀବନ ପ୍ରଣାଳୀ ଅନୁସରଣ କରିବାକୁ ସୁପାରିଶ କରାଯାଏ | [୪] ରିଉମାଟିକ୍ ଶ୍ରବଣ ରୋଗର ଇତିହାସ ଥିବା ବ୍ୟକ୍ତିଙ୍କ ନିମନ୍ତେ ଆଣ୍ଟିବାୟୋଟିକ ଦେବାକୁ ସୁପାରିସ କରାଯାଏ ।[୪] ରୋଗ ଗୁରୁତର ହୋଇଥିଲେ କପାଟିକା ମରାମତି କିମ୍ବା କୃତ୍ରିମ କପାଟିକା ପ୍ରତିରପଣ ଅସ୍ତ୍ରୋପଚାର କରାଯାଏ ।[୧]
ଯୁକ୍ତରାଷ୍ଟ୍ରରର ପ୍ରାୟ ୨.୫ ଲୋକଙ୍କୁ ଏହି ରୋଗ ପ୍ରଭାବିତ କରିଥାଏ, ଏବଂ ଆଓର୍ଟିକ୍ କପାଟିକା ରୋଗ ଯୋଗୁ ସର୍ବାଧିକ ମୃତ୍ୟୁ ଘଟିଥାଏ | [୬] [୭] ପ୍ରାୟ ୨୦୦ ଖ୍ରୀଷ୍ଟାବ୍ଦରେ ଗ୍ୟାଲେନ ଏହି ହୃତ୍ପିଣ୍ଡ କପାଟିକାର ପ୍ରଥମେ ବର୍ଣ୍ଣନା କରିଥିଲେ, ଓ ୧୬୦୦ରୁ ୧୭୦୦ ଶତାବ୍ଦୀ ପର୍ଯ୍ୟନ୍ତ କପାଟିକା ସମ୍ପର୍କୀୟ ସମସ୍ୟାର ବର୍ଣ୍ଣନା କରାଯାଇ ନଥିଲା | [୮] [୯] ୧୯୧୩ ମସିହାରେ ଫ୍ରାନ୍ସର ପ୍ୟାରିସରେ ଥିଓଡୋର ଟୁଫିଏରଦ୍ୱାରା ପ୍ରଥମ ଅସ୍ତ୍ରୋପଚାର ଚିକିତ୍ସା କରାଯାଇଥିଲା | [୧୦]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Mer2021Pt
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୨.୦ ୨.୧ "Heart valve disease - Symptoms and causes". Mayo Clinic (in ଇଂରାଜୀ). Retrieved 8 March 2021.
- ↑ ୩.୦ ୩.୧ ୩.୨ ୩.୩ "Heart Valve Disease". www.nhlbi.nih.gov. NHLBI, NIH. Retrieved 8 March 2021.
- ↑ ୪.୦ ୪.୧ ୪.୨ Otto, CM; Nishimura, RA; Bonow, RO; Carabello, BA; Erwin JP, 3rd; Gentile, F; Jneid, H; Krieger, EV; Mack, M; McLeod, C; O'Gara, PT; Rigolin, VH; Sundt TM, 3rd; Thompson, A; Toly, C (2 February 2021). "2020 ACC/AHA Guideline for the Management of Patients With Valvular Heart Disease: A Report of the American College of Cardiology/American Heart Association Joint Committee on Clinical Practice Guidelines". Circulation. 143 (5): e72–e227. doi:10.1161/CIR.0000000000000923. PMID 33332150.
{{cite journal}}
: CS1 maint: numeric names: authors list (link) - ↑ "Overview of Heart Valve Disorders - Heart and Blood Vessel Disorders". Merck Manuals Consumer Version (in କାନାଡିୟ ଇଂରାଜୀ). Retrieved 8 March 2021.
- ↑ ୬.୦ ୬.୧ Iung, B; Vahanian, A (March 2011). "Epidemiology of valvular heart disease in the adult". Nature reviews. Cardiology. 8 (3): 162–72. doi:10.1038/nrcardio.2010.202. PMID 21263455.
- ↑ Coffey, Sean; Cairns, Benjamin J; Iung, Bernard (1 January 2016). "The modern epidemiology of heart valve disease". Heart. 102 (1): 75–85. doi:10.1136/heartjnl-2014-307020.
- ↑ Goldstein, Steven A.; Kronzon, Itzhak; Khandheria, Bijoy K.; Mor-Avi, Victor (2015). ASE’s Comprehensive Echocardiography E-Book (in ଇଂରାଜୀ). Elsevier Health Sciences. p. 453. ISBN 978-0-323-32734-3.
- ↑ Kuijpers, Petra (5 February 2020). "History in medicine: the aortic valve". e-Journal of Cardiology Practice. 18. doi:10.37461/escejcp.18.9.
- ↑ Kuijpers, Petra (5 February 2020). "History in medicine: the aortic valve". e-Journal of Cardiology Practice. 18. doi:10.37461/escejcp.18.9.