ପ୍ୟାରିସ
Paris | ||||||
---|---|---|---|---|---|---|
Commune and department | ||||||
Clockwise from top: skyline of Paris on the River Seine with the Eiffel Tower, Notre Dame de Paris, Pyramid of the Louvre, and the Arc de Triomphe | ||||||
| ||||||
Motto(s): Fluctuat nec mergitur "Tossed but not sunk" | ||||||
Country | France | |||||
Region | Île-de-France | |||||
Department | Paris | |||||
Subdivisions | 20 arrondissements | |||||
ସରକାର | ||||||
• Mayor (2014–present) | Anne Hidalgo (PS) | |||||
କ୍ଷେତ୍ରଫଳ 1(2010)[୧] | ||||||
• City | 105.4 km2 (40.7 sq mi) | |||||
• ସହରାଞ୍ଚଳ | 2,844.8 km2 (1,098.4 sq mi) | |||||
• ନଗର | 17,174.4 km2 (6,631.1 sq mi) | |||||
ଜନସଂଖ୍ୟା (January 2013[୪]) | ||||||
• City | ୨,୨୨୯,୬୨୧ | |||||
• କ୍ରମାଙ୍କ | 1st in France | |||||
• ଘନତା | 21,000/km2 (55,000/sq mi) | |||||
• ସହରାଞ୍ଚଳ | ୧୦,୬୦୧,୧୨୨[୨] | |||||
• ମହାନଗର (2013) | ୧୨,୪୦୫,୪୨୬[୩] | |||||
Demonym(s) | Parisian (en) parisien(ne) (fr) | |||||
ସମୟ ମଣ୍ଡଳ | UTC+01:00 (CET) | |||||
• Summer (DST) | UTC+02:00 (CEST) | |||||
ପିନ କୋଡ଼ | 75056 /75001-75020, 75116 | |||||
ୱେବସାଇଟ | www.paris.fr | |||||
1 French Land Register data, which excludes lakes, ponds, glaciers > 1 km2 (0.386 sq mi or 247 acres) and river estuaries. |
ପ୍ୟାରିସ, (ଫରାସୀ: [paʁi] (listen)) ଫ୍ରାନ୍ସର ରାଜଧାନୀ ଓ ସବୁଠାରୁ ଜନବହୁଳ ନଗର ଅଟେ । ଏହି ନଗରଟି ୧୦୫ ବର୍ଗକିମି ଅଞ୍ଚଳରେ ପରିବ୍ୟାପ୍ତ ଏବଂ ୨୦୧୩ ମସିହା ଜନଗଣନା ଅନୁସାରେ ନଗର ପରିସର ଭିତରେ ଏହାର ଜନସଂଖ୍ୟା ୨,୨୨୯,୬୨୧ ଥିଲା ।[୪]
ଖ୍ରୀ.ପୂ. ୩ୟ ଶତାବ୍ଦୀରେ ପାରିସି (Parisii) ନାମକ ଜଣେ ସେଲ୍ଟିକ୍ ବ୍ୟକ୍ତି (Celtic) ପ୍ୟାରିସର ସ୍ଥାପନା କରିଥିଲେ । ପାରିସି ନାମାନୁସାରେ ସହରଟିର ନାମ ପ୍ୟାରିସ ହେଲା । ୧୨ଶ ଶତାବ୍ଦୀ ସୁଦ୍ଧା ପ୍ୟାରିସ, ପଶ୍ଚିମ ଦେଶଗୁଡ଼ିକ ଭିତରେ (western world) ବିଶାଳତମ ସହର ତଥା ଏକ ସମୃଦ୍ଧ ବାଣିଜ୍ୟ କେନ୍ଦ୍ର ଥିଲା । ସେତେବେଳ ସୁଦ୍ଧା ବିଶ୍ୱର ପ୍ରାଚୀନ ବିଶ୍ୱବିଦ୍ୟାଳୟମାନଙ୍କ ଭିତରୁ ଅନ୍ୟତମ ୟୁନିଭର୍ସିଟି ଅଫ୍ ପ୍ୟାରିସର ପ୍ରତିଷ୍ଠା ହୋଇସାରିଥିଲା । ୧୭ଶ ଶତାବ୍ଦୀ ବେଳକୁ ଏହା ଇଉରୋପର ପ୍ରମୁଖ ଅର୍ଥନୈତିକ, ବାଣିଜିକ, ଫ୍ୟାସନ, ବିଜ୍ଞାନ ଏବଂ କଳାର କେନ୍ଦ୍ର ପାଲଟି ଯାଇଥିଲା, ଯାହାକି ଆଜି ପର୍ଯ୍ୟନ୍ତ ବଜାୟ ରହିଛି ।
ଇତିହାସ[ସମ୍ପାଦନା]
ଭୂଗୋଳ[ସମ୍ପାଦନା]
Panorama of Paris as seen from the Eiffel Tower as full 360-degree view.
ଆଧାର[ସମ୍ପାଦନା]
- ↑ INSEE local statistics, including Bois de Boulogne and Bois de Vincennes.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;pop_UU
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Insee – Territoire – Les 60 premières aires urbaines en 2013". insee.fr.
- ↑ ୪.୦ ୪.୧ INSEE. "Résumé statistique – Département de Paris (75)" (in ଫରାସୀ). Retrieved 2016-08-11. ଆଧାର ଭୁଲ: Invalid
<ref>
tag; name "insee.fr" defined multiple times with different content