ଉଦୟନାଥ ସାହୁ
ଦେଖଣା
(Udayanath Sahuରୁ ଲେଉଟି ଆସିଛି)
ଉଦୟନାଥ ସାହୁ | |
---|---|
ଜନ୍ମ | ଉଦୟନାଥ ସାହୁ ୬ ଫେବୃଆରୀ ୧୯୫୬ ରାଜ-ରଣପୁର |
ଜାତୀୟତା | ଭାରତୀୟ |
ଉଦୟନାଥ ସାହୁ ଜଣେ ଶିକ୍ଷାବିତ, ଲେଖକ ଏବଂ ଓଡ଼ିଆ ଭାଷା ଗବେଷକ । ଓଡ଼ିଆ ଭାଷା ଶାସ୍ତ୍ରୀୟତା ମାନ୍ୟତା ଲାଭ କରିବାପରେ, ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟଠାରେ ପ୍ରତିଷ୍ଠିତ ହୋଇଥିବା ସାରଳା ଦାସ ଚେୟାରରେ ସେ ପ୍ରଫେସର ଭାବରେ କାର୍ଯ୍ୟରତ ।[୧] [୨]ସେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୩]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଉଦୟନାଥ ସାହୁ ଓଡ଼ିଶାର ନୟାଗଡ଼ ଜିଲ୍ଲାସ୍ଥିତ ରାଜ ରଣପୁରଠାରେ ୧୯୫୬ ଫେବୃଆରୀ ୯ ତାରିଖରେ ଜନ୍ମନେଇଥିଲେ ।
ରଚନାବଳୀ
[ସମ୍ପାଦନା]- ଭାଗବତର ଭାବଭୂମୀ
- ଗଳ୍ପସ୍ୱଳ୍ପ
- ସମାଲୋଚକଙ୍କ ଦୃଷ୍ଟିରେ ଫକୀରମୋହନ
- ଆଲୋଚନା ସମାଲୋଚନା
- ଭାଗବତର ସୃଷ୍ଟି ସୌରଭ
- ଓଡ଼ିଆ ଦୀର୍ଘ କବିତା
- ସ୍ୱର୍ଗାରହଣ ପର୍ବ
- ଗଳ୍ପଚନ୍ଦନ
- ପୂର୍ବ-ଭାରତୀୟ ମହାଭାରତ ପରମ୍ପରା
- ସାରଳା ମହାଭାରତ ସୃଷ୍ଟିର ଭୂମିପର୍ବ
- ପୂର୍ବ-ଭାରତୀୟ ଭାଗବତ ପରମ୍ପରା ଓ ଭକ୍ତି ଆନ୍ଦୋଳନ
- ପୂର୍ବ-ଭାରତୀୟ ମହାଭାରତରେ ନୀତି, ଭକ୍ତି ଓ ଜାତୀୟ ସଂହତି
- ସାରଳା ମହାଭାରତରେ ମନ୍ତ୍ରୀ ଓ ସେନାପତି
- ଅନେକ ପୁସ୍ତକ[୪]
ଆଧାର
[ସମ୍ପାଦନା]- ↑ "ଜେଏନୟୁ ସାରଳା ଚେୟାର-ଉତ୍କଳ ବିଶ୍ୱବିଦ୍ୟାଳୟ ମଧ୍ୟରେ ଚୁକ୍ତି". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 30 April 2021. Retrieved 30 April 2021.
- ↑ "ଭାଗବତ ଓଡ଼ିଆ ଜାତିର ଆଦର୍ଶ". www.dharitri.com. ଧରିତ୍ରୀ. Archived from the original on 30 April 2021. Retrieved 30 April 2021.
- ↑ "ବଙ୍ଗଳା ମହାଭାରତ ଓ ଶ୍ରୀଜଗନ୍ନାଥ" (PDF). www.magazines.odisha.gov.in/. Govt of Odisha (PDF). Retrieved 30 April 2021.
{{cite web}}
:|archive-url=
requires|archive-date=
(help) - ↑ "ବ୍ୟକ୍ତିତ୍ୱ". No. ନିତିଦିନ ୩୦/୪/୨୦୨୧. ନିତିଦିନ. Retrieved 30 April 2021.[permanent dead link]