ଉଦୟନାଥ ସାହୁ

ଉଇକିପିଡ଼ିଆ‌ରୁ
ଉଦୟନାଥ ସାହୁ
ଭୁବନେଶ୍ୱରରେ ଉଦୟନାଥ ସାହୁ
ଭୁବନେଶ୍ୱରରେ ଉଦୟନାଥ ସାହୁ
ଜନ୍ମ
ଉଦୟନାଥ ସାହୁ

(1956-02-06) ୬ ଫେବୃଆରୀ ୧୯୫୬ (ବୟସ ୬୮)
ରାଜ-ରଣପୁର
ଜାତୀୟତାଭାରତୀୟ

ଉଦୟନାଥ ସାହୁ ଜଣେ ଶିକ୍ଷାବିତ, ଲେଖକ ଏବଂ ଓଡ଼ିଆ ଭାଷା ଗବେଷକ । ଓଡ଼ିଆ ଭାଷା ଶାସ୍ତ୍ରୀୟତା ମାନ୍ୟତା ଲାଭ କରିବାପରେ, ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟଠାରେ ପ୍ରତିଷ୍ଠିତ ହୋଇଥିବା ସାରଳା ଦାସ ଚେୟାରରେ ସେ ପ୍ରଫେସର ଭାବରେ କାର୍ଯ୍ୟରତ ।[୧] [୨]ସେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୩]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଉଦୟନାଥ ସାହୁ ଓଡ଼ିଶାର ନୟାଗଡ଼ ଜିଲ୍ଲାସ୍ଥିତ ରାଜ ରଣପୁରଠାରେ ୧୯୫୬ ଫେବୃଆରୀ ୯ ତାରିଖରେ ଜନ୍ମନେଇଥିଲେ ।

ରଚନାବଳୀ[ସମ୍ପାଦନା]

  • ଭାଗବତର ଭାବଭୂମୀ
  • ଗଳ୍ପସ୍ୱଳ୍ପ
  • ସମାଲୋଚକଙ୍କ ଦୃଷ୍ଟିରେ ଫକୀରମୋହନ
  • ଆଲୋଚନା ସମାଲୋଚନା
  • ଭାଗବତର ସୃଷ୍ଟି ସୌରଭ
  • ଓଡ଼ିଆ ଦୀର୍ଘ କବିତା
  • ସ୍ୱର୍ଗାରହଣ ପର୍ବ
  • ଗଳ୍ପଚନ୍ଦନ
  • ପୂର୍ବ-ଭାରତୀୟ ମହାଭାରତ ପରମ୍ପରା
  • ସାରଳା ମହାଭାରତ ସୃଷ୍ଟିର ଭୂମିପର୍ବ
  • ପୂର୍ବ-ଭାରତୀୟ ଭାଗବତ ପରମ୍ପରା ଓ ଭକ୍ତି ଆନ୍ଦୋଳନ
  • ପୂର୍ବ-ଭାରତୀୟ ମହାଭାରତରେ ନୀତି, ଭକ୍ତି ଓ ଜାତୀୟ ସଂହତି
  • ସାରଳା ମହାଭାରତରେ ମନ୍ତ୍ରୀ ଓ ସେନାପତି
  • ଅନେକ ପୁସ୍ତକ[୪]

ଆଧାର[ସମ୍ପାଦନା]

  1. "ଜେଏନୟୁ ସାରଳା ଚେୟାର-ଉତ୍କଳ ବିଶ୍ୱବିଦ୍ୟାଳୟ ମଧ୍ୟରେ ଚୁକ୍ତି". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 30 April 2021. Retrieved 30 April 2021.
  2. "ଭାଗବତ ଓଡ଼ିଆ ଜାତିର ଆଦର୍ଶ". www.dharitri.com. ଧରିତ୍ରୀ. Archived from the original on 30 April 2021. Retrieved 30 April 2021.
  3. "ବଙ୍ଗଳା ମହାଭାରତ ଓ ଶ୍ରୀଜଗନ୍ନାଥ" (PDF). www.magazines.odisha.gov.in/. Govt of Odisha (PDF). Retrieved 30 April 2021. {{cite web}}: |archive-url= requires |archive-date= (help)
  4. "ବ୍ୟକ୍ତିତ୍ୱ". No. ନିତିଦିନ ୩୦/୪/୨୦୨୧. ନିତିଦିନ. Retrieved 30 April 2021.