Jump to content

ଟ୍ରାୟାମଟେରିନ

ଉଇକିପିଡ଼ିଆ‌ରୁ
(Triamtereneରୁ ଲେଉଟି ଆସିଛି)
<span title="International nonproprietary name (INN): <nowiki>Mr. Ibrahem/Triamterene</nowiki>">Mr. Ibrahem/Triamterene
Clinical data
Trade names Dyrenium, others
AHFS/Drugs.com Monograph
MedlinePlus a682337
Pregnancy

category
  • <abbr class="country-name" title="<nowiki>Australia</nowiki>">AU: C
Routes of
</nowiki>
</nowiki>administration
By mouth
Drug class Potassium-sparing diuretic
Legal status
Legal status
  • <abbr class="country-name" title="<nowiki>Australia</nowiki>">AU: S4 (Prescription only)
  • <abbr class="country-name" title="<nowiki>United Kingdom</nowiki>">UK: POM (Prescription only)
  • <abbr class="country-name" title="<nowiki>United States</nowiki>">US: ℞-only
Pharmacokinetic data
Bioavailability 30-70%
Protein binding 67%
Metabolism hydroxylation to para-hydroxytriamterene
Elimination half-life</nowiki> 1-2 hours, active metabolite 3 hours
Excretion renal <50%, 21% unchanged
Identifiers
IUPAC name
  • 6-phenylpteridine-2,4,7-triamine
Chemical and physical data
Formula C12H11N7
Molar mass 253.269 g·mol−1
InChI
  • InChI=1S/C12H11N7/c13-9-7(6-4-2-1-3-5-6)16-8-10(14)18-12(15)19-11(8)17-9/h1-5H,(H6,13,14,15,17,18,19) check
  • Key:FNYLWPVRPXGIIP-UHFFFAOYSA-N check
 ☒check (what is this?)  (verify)

ଟ୍ରାୟାମଟେରିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡାଇରେନିୟମ, ହେଉଛି ହୃଦଘାତ, ଉଚ୍ଚ ରକ୍ତଚାପ କିମ୍ବା ଫୁଲା ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ଉଚ୍ଚ ରକ୍ତଚାପ ପାଇଁ ସାଧାରଣତଃ ଅନ୍ୟାନ୍ୟ ଔଷଧ ସହିତ ଏହା ଦିଆଯାଏ ।[] ଏହା ପାଟିରେ ଦିଆଯାଏ | [] ସର୍ବାଧିକ ପ୍ରଭାବ ନିମନ୍ତେ କିଛି ଦିନ ଲାଗିପାରେ । []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ହାଇପରକାଲେମିଆ, କିଡନୀ ସମସ୍ୟା, ଯକୃତ ସମସ୍ୟା, ଅଇ, ଦୁର୍ବଳତା ଏବଂ ଥ୍ରୋମ୍ବୋସାଇଟିପେନିଆ ହୋଇପାରେ ।[] ପରିସ୍ରାର ରଙ୍ଗ ସାମାନ୍ୟ ନୀଳ ଦେଖାଯାଏ ।[] ମଧୁମେହ ରୋଗୀ, ବୟସ୍କ ବ୍ୟକ୍ତି ଏବଂ ଗାଉଟ ରୋଗ ଥିଲେ ଅଧିକ ଯତ୍ନବାନ ହେବା ଆବଶ୍ୟକ ।[] ଗର୍ଭାବସ୍ଥାରେ ସାଧାରଣତଃ ଏହାର ବ୍ୟବହାର ସୁପାରିଶ କରାଯାଏ ନାହିଁ ଯଦିଓ କ୍ଷତିର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ ।[] ଏହା ଏକ ପୋଟାସିଅମ-ସ୍ପେୟାରିଙ୍ଗ ଡାଇୟୁରେଟିକ ।[]

୧୯୬୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ଏହା ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଟେ ।[] ଯୁକ୍ତରାଜ୍ୟରେ ଦିନ‌କୁ ୫୦ ମିଗ୍ରା ହିସାବରେ ଔଷଧ ଦେଲେ ମାସକୁ ୪୨ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୫୦ ଡଲାର ଅଟେ।[] ଏହା ହାଇଡ୍ରୋକ୍ଲୋରୋଥିଆଜାଇଡ/ଟ୍ରାଇମେଟେରେନ୍, କ୍ଲୋରଟାଲିଡୋନ/ଟ୍ରାଇଆମେଟେରିନ, ଏବଂ ଫୁରୋସେମାଇଡ/ ଟ୍ରାଇମଟେରିନ୍ ସ‌ହିତ ମିଳିତ ଭାବରେ ମଧ୍ୟ ଉପଲବ୍ଧ ହୁଏ ।[]

  1. 1 2 3 4 5 6 7 "Triamterene Monograph for Professionals". Drugs.com. Archived from the original on 17 January 2017. Retrieved 17 September 2021.
  2. 1 2 3 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 244. ISBN 978-0-85711-369-6.{{cite book}}: CS1 maint: date format (link)
  3. "Triamterene (Dyrenium) Use During Pregnancy". Drugs.com (in ଇଂରାଜୀ). Archived from the original on 31 October 2020. Retrieved 17 September 2021.
  4. 1 2 3 "Triamterene Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 17 September 2021.