ଟ୍ରାୟାମଟେରିନ

ଉଇକିପିଡ଼ିଆ‌ରୁ
<span title="International nonproprietary name (INN): <nowiki>Mr. Ibrahem/Triamterene</nowiki>">Mr. Ibrahem/Triamterene
Clinical data
Trade names Dyrenium, others
AHFS/Drugs.com Monograph
MedlinePlus a682337
Pregnancy

category
  • <abbr class="country-name" title="<nowiki>Australia</nowiki>">AU: C
Routes of<br><br>administration By mouth
Drug class Potassium-sparing diuretic
Legal status
Legal status
  • <abbr class="country-name" title="<nowiki>Australia</nowiki>">AU: S4 (Prescription only)
  • <abbr class="country-name" title="<nowiki>United Kingdom</nowiki>">UK: POM (Prescription only)
  • <abbr class="country-name" title="<nowiki>United States</nowiki>">US: ℞-only
Pharmacokinetic data
Bioavailability 30-70%
Protein binding 67%
Metabolism hydroxylation to para-hydroxytriamterene
Elimination <span class="nowrap">half-life</span> 1-2 hours, active metabolite 3 hours
Excretion renal <50%, 21% unchanged
Identifiers
IUPAC name
  • 6-phenylpteridine-2,4,7-triamine
Chemical and physical data
Formula C12H11N7
Molar mass 253.269 g·mol−1
InChI
  • InChI=1S/C12H11N7/c13-9-7(6-4-2-1-3-5-6)16-8-10(14)18-12(15)19-11(8)17-9/h1-5H,(H6,13,14,15,17,18,19) checkY
  • Key:FNYLWPVRPXGIIP-UHFFFAOYSA-N checkY
 ☒NcheckY (what is this?)  (verify)

ଟ୍ରାୟାମଟେରିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡାଇରେନିୟମ, ହେଉଛି ହୃଦଘାତ, ଉଚ୍ଚ ରକ୍ତଚାପ କିମ୍ବା ଫୁଲା ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଉଚ୍ଚ ରକ୍ତଚାପ ପାଇଁ ସାଧାରଣତଃ ଅନ୍ୟାନ୍ୟ ଔଷଧ ସହିତ ଏହା ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ | [୧] ସର୍ବାଧିକ ପ୍ରଭାବ ନିମନ୍ତେ କିଛି ଦିନ ଲାଗିପାରେ । [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ହାଇପରକାଲେମିଆ, କିଡନୀ ସମସ୍ୟା, ଯକୃତ ସମସ୍ୟା, ଅଇ, ଦୁର୍ବଳତା ଏବଂ ଥ୍ରୋମ୍ବୋସାଇଟିପେନିଆ ହୋଇପାରେ ।[୧] ପରିସ୍ରାର ରଙ୍ଗ ସାମାନ୍ୟ ନୀଳ ଦେଖାଯାଏ ।[୨] ମଧୁମେହ ରୋଗୀ, ବୟସ୍କ ବ୍ୟକ୍ତି ଏବଂ ଗାଉଟ ରୋଗ ଥିଲେ ଅଧିକ ଯତ୍ନବାନ ହେବା ଆବଶ୍ୟକ ।[୨] ଗର୍ଭାବସ୍ଥାରେ ସାଧାରଣତଃ ଏହାର ବ୍ୟବହାର ସୁପାରିଶ କରାଯାଏ ନାହିଁ ଯଦିଓ କ୍ଷତିର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ ।[୩] ଏହା ଏକ ପୋଟାସିଅମ-ସ୍ପେୟାରିଙ୍ଗ ଡାଇୟୁରେଟିକ ।[୧]

୧୯୬୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ଏହା ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଟେ ।[୪] ଯୁକ୍ତରାଜ୍ୟରେ ଦିନ‌କୁ ୫୦ ମିଗ୍ରା ହିସାବରେ ଔଷଧ ଦେଲେ ମାସକୁ ୪୨ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୫୦ ଡଲାର ଅଟେ।[୪] ଏହା ହାଇଡ୍ରୋକ୍ଲୋରୋଥିଆଜାଇଡ/ଟ୍ରାଇମେଟେରେନ୍, କ୍ଲୋରଟାଲିଡୋନ/ଟ୍ରାଇଆମେଟେରିନ, ଏବଂ ଫୁରୋସେମାଇଡ/ ଟ୍ରାଇମଟେରିନ୍ ସ‌ହିତ ମିଳିତ ଭାବରେ ମଧ୍ୟ ଉପଲବ୍ଧ ହୁଏ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Triamterene Monograph for Professionals". Drugs.com. Archived from the original on 17 January 2017. Retrieved 17 September 2021.
  2. ୨.୦ ୨.୧ ୨.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 244. ISBN 978-0-85711-369-6.{{cite book}}: CS1 maint: date format (link)
  3. "Triamterene (Dyrenium) Use During Pregnancy". Drugs.com (in ଇଂରାଜୀ). Archived from the original on 31 October 2020. Retrieved 17 September 2021.
  4. ୪.୦ ୪.୧ ୪.୨ "Triamterene Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 17 September 2021.