Jump to content

ଶିବ ନାରାୟଣ ଶଙ୍କର

ଉଇକିପିଡ଼ିଆ‌ରୁ
(Siba Narain Sankarରୁ ଲେଉଟି ଆସିଛି)
Justice

ଶିବ ନାରାୟଣ ଶଙ୍କର
8th Chief justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
25 May 1967 – 12 October 1977
ପୂର୍ବ ଅଧିକାରୀଗତିକୃଷ୍ଣ ମିଶ୍ର
ପର ଅଧିକାରୀସୁକାନ୍ତ କିଶୋର ରାୟ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1915-10-13)୧୩ ଅକ୍ଟୋବର ୧୯୧୫
ଶିକ୍ଷାନୁଷ୍ଠାନDelhi University

ଶିବ ନାରାୟଣ ଶଙ୍କର ଜଣେ ଭାରତୀୟ ନ୍ୟାୟାଧୀଶ । ସେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।[]

ସଂକ୍ଷିପ୍ତ କର୍ମ ଜୀବନ

[ସମ୍ପାଦନା]

ଶିବ ନାରାୟଣ ଶଙ୍କର, ୧୩ ଅକ୍ଟୋବର ୧୯୧୫ ମସିହାରେ ଭାରତର ରାଜଧାନୀ ଦିଲ୍ଲୀରେ ଜନ୍ମ ହୋଇଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ତାଙ୍କ ଶିକ୍ଷା ଶେଷ କରିଥିଲେ ଏବଂ ୧୯୩୭ ମସିହାରେ ବାର କାଉନସିଲର ସଦସ୍ୟ ଭାବେ ଯୋଗଦେଇଥିଲେ । ସେ ୧୯୬୦ ମସିହାରୁ କେନ୍ଦ୍ର ସରକାରଙ୍କ ଅତିରିକ୍ତ କାଉନସିଲ ଭାବେ ନିଯୁକ୍ତ ହୋଇଥିଲେ ଏବଂ ପରେ ଦିଲ୍ଲୀ ଉଚ୍ଚନ୍ୟାୟାଳୟରେ କେନ୍ଦ୍ର ସରକାରଙ୍କ କାଉନସିଲ ଭାବେ କାର୍ଯ୍ୟକରିଥିଲେ । ସେ ଦିଲ୍ଲୀ ବାର ଆସୋସିଏସନର ଅଧ୍ୟକ୍ଷ ମଧ୍ୟ ଥିଲେ । ୨୫.୫.୧୯୬୭ରେ ସେ ଦିଲ୍ଲୀ ଉଚ୍ଚନ୍ୟାୟାଳୟର ବେଞ୍ଚରେ ଜଣେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ[] ଏବଂ ୧.୧୧.୧୯୭୫ ରୁ ୧୨.୧୦.୧୯୭୭ ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟ କରିଥିଲେ ।

  1. "Former Chief Justice | Orissa High Court, Cuttack". orissahighcourt.nic.in. Retrieved 19 December 2024.
  2. "Justice S N Shankar". staging3.velocis.in. Retrieved 19 December 2024.