ଶିବ ନାରାୟଣ ଶଙ୍କର
ଦେଖଣା
Justice ଶିବ ନାରାୟଣ ଶଙ୍କର | |
---|---|
8th Chief justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ 25 May 1967 – 12 October 1977 | |
ପୂର୍ବ ଅଧିକାରୀ | ଗତିକୃଷ୍ଣ ମିଶ୍ର |
ପର ଅଧିକାରୀ | ସୁକାନ୍ତ କିଶୋର ରାୟ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୩ ଅକ୍ଟୋବର ୧୯୧୫ |
ଶିକ୍ଷାନୁଷ୍ଠାନ | Delhi University |
ଶିବ ନାରାୟଣ ଶଙ୍କର ଜଣେ ଭାରତୀୟ ନ୍ୟାୟାଧୀଶ । ସେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।[୧]
ସଂକ୍ଷିପ୍ତ କର୍ମ ଜୀବନ
[ସମ୍ପାଦନା]ଶିବ ନାରାୟଣ ଶଙ୍କର, ୧୩ ଅକ୍ଟୋବର ୧୯୧୫ ମସିହାରେ ଭାରତର ରାଜଧାନୀ ଦିଲ୍ଲୀରେ ଜନ୍ମ ହୋଇଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ତାଙ୍କ ଶିକ୍ଷା ଶେଷ କରିଥିଲେ ଏବଂ ୧୯୩୭ ମସିହାରେ ବାର କାଉନସିଲର ସଦସ୍ୟ ଭାବେ ଯୋଗଦେଇଥିଲେ । ସେ ୧୯୬୦ ମସିହାରୁ କେନ୍ଦ୍ର ସରକାରଙ୍କ ଅତିରିକ୍ତ କାଉନସିଲ ଭାବେ ନିଯୁକ୍ତ ହୋଇଥିଲେ ଏବଂ ପରେ ଦିଲ୍ଲୀ ଉଚ୍ଚନ୍ୟାୟାଳୟରେ କେନ୍ଦ୍ର ସରକାରଙ୍କ କାଉନସିଲ ଭାବେ କାର୍ଯ୍ୟକରିଥିଲେ । ସେ ଦିଲ୍ଲୀ ବାର ଆସୋସିଏସନର ଅଧ୍ୟକ୍ଷ ମଧ୍ୟ ଥିଲେ । ୨୫.୫.୧୯୬୭ରେ ସେ ଦିଲ୍ଲୀ ଉଚ୍ଚନ୍ୟାୟାଳୟର ବେଞ୍ଚରେ ଜଣେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ[୨] ଏବଂ ୧.୧୧.୧୯୭୫ ରୁ ୧୨.୧୦.୧୯୭୭ ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟ କରିଥିଲେ ।
ଆଧାର
[ସମ୍ପାଦନା]- ↑ "Former Chief Justice | Orissa High Court, Cuttack". orissahighcourt.nic.in. Retrieved 19 December 2024.
- ↑ "Justice S N Shankar". staging3.velocis.in. Retrieved 19 December 2024.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |