ଶାଲିନୀ ଅରୋଡ଼ା

ଉଇକିପିଡ଼ିଆ‌ରୁ
(Shalini Aroraରୁ ଲେଉଟି ଆସିଛି)
ଶାଲିନୀ ଅରୋଡ଼ା
ଜନ୍ମ (1971-11-09) ୯ ନଭେମ୍ବର ୧୯୭୧ (ବୟସ ୫୨)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ

ଶାଲିନୀ ଅରୋଡ଼ା (ଜନ୍ମ: ୯ ନଭେମ୍ବର ୧୯୭୧) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ଆର୍ଯ୍ୟମାନ – ବ୍ରହ୍ମାଣ୍ଡ କା ୟୋଦ୍ଧାରେ ପାପ ଶକ୍ତି ରକ୍ଷିନ୍ଦ୍ରା ଓ ଜୟ ଜବାନ ଜୟ କିଷାନ (୨୦୧୫)ରେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମାଆଙ୍କ ଭୂମିକାରେ ଅଭିନୟ କରିଥିଲେ ।[୧][୨]

ଜୀବନୀ[ସମ୍ପାଦନା]

ଶାଲିନୀ ୧୯୭୧ ମସିହାର ନଭେମ୍ବର ୯ ତାରିଖରେ ଉତ୍ତର ପ୍ରଦେଶଲକ୍ଷ୍ନୌ ଠାରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୨ ମସିହାରେ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ ।

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୨୦୦୨ ଆର୍ଯ୍ୟମାନ – ବ୍ରହ୍ମାଣ୍ଡ କା ୟୋଦ୍ଧା ପାପ ଶକ୍ତି ରକ୍ଷିନ୍ଦ୍ରା
୨୦୦୯-୧୧ ପବିତ୍ର ରିସ୍ତା
୨୦୧୦-୧୧ ଗୀତା ମନୋରମା ଭଗତ
୨୦୧୧-୧୨ ପୁଲୱା ଠାକୁରାଇନ୍
୨୦୧୩ ପବିତ୍ର ବନ୍ଧନ ପିଉସୀ ମାଆ
୨୦୧୪ ମଧୁବାଲା – ଏକ୍ ଇସ୍କ ଏକ୍ ଜୁନୁନ୍ ବିଜଲି ଖୁଶୱାଃ
୨୦୧୫ ଦିୟା ଔର୍ ବାତି ହମ୍‌ ଯଶୋଦା
୨୦୧୬-୧୭ ଏକ୍ ଶ୍ରୀଙ୍ଗାର୍-ସ୍ୱାଭିମାନ୍ ଆଶା ରାଥୋଡ଼
୨୦୧୭ ୱୋଃ ଅପନା ସା ଶ୍ରଦ୍ଧା ଖୁରାନା ଜିନ୍ଦଲ
୨୦୧୮ ଇସ୍କ ସୁଭାନ ଆଲାଃ ସଲମା ବୈଗ ସିଦିକ୍କି
୨୦୧୯ ନଜର୍ ଜୟା ରାଥୋଡ଼ ଖାନ୍ନା
୨୦୨୩-ଏବେଯାଏଁ ତୋସେ ନୈନା ମିଲାଇ କେ ପ୍ରଭା

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୩ ଜମିନ୍
୨୦୦୪ ମୁସ୍କାନ୍
୨୦୧୫ ଜୟ ଜୱାନ ଜୟ କିଷାନ ରାମଦୁଲାରି ଦେବୀ
୨୦୧୬ ଫୁଦ୍ଦୁ

ଆଧାର[ସମ୍ପାଦନା]

  1. "Shalini Arora". Bollywood Hungama (in ଇଂରାଜୀ). Retrieved 6 October 2021.
  2. "Acting was never on the cards: Shalini Arora". The Times of India. Archived from the original on 3 November 2012. Retrieved 22 March 2014.

ବାହାର ଆଧାର[ସମ୍ପାଦନା]