ଶାଲିନୀ ଅରୋଡ଼ା
ଦେଖଣା
ଶାଲିନୀ ଅରୋଡ଼ା | |
|---|---|
| ଜନ୍ମ | ୯ ନଭେମ୍ବର ୧୯୭୧ ଲକ୍ଷ୍ନୌ, ଉତ୍ତର ପ୍ରଦେଶ, ଭାରତ |
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତ୍ରୀ |
ଶାଲିନୀ ଅରୋଡ଼ା (ଜନ୍ମ: ୯ ନଭେମ୍ବର ୧୯୭୧) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ଆର୍ଯ୍ୟମାନ – ବ୍ରହ୍ମାଣ୍ଡ କା ୟୋଦ୍ଧାରେ ପାପ ଶକ୍ତି ରକ୍ଷିନ୍ଦ୍ରା ଓ ଜୟ ଜବାନ ଜୟ କିଷାନ (୨୦୧୫)ରେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମାଆଙ୍କ ଭୂମିକାରେ ଅଭିନୟ କରିଥିଲେ ।[୧][୨]
ଜୀବନୀ
[ସମ୍ପାଦନା]ଶାଲିନୀ ୧୯୭୧ ମସିହାର ନଭେମ୍ବର ୯ ତାରିଖରେ ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୨ ମସିହାରେ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ ।
ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୦୨ | ଆର୍ଯ୍ୟମାନ – ବ୍ରହ୍ମାଣ୍ଡ କା ୟୋଦ୍ଧା | ପାପ ଶକ୍ତି ରକ୍ଷିନ୍ଦ୍ରା | |
| ୨୦୦୯-୧୧ | ପବିତ୍ର ରିସ୍ତା | ||
| ୨୦୧୦-୧୧ | ଗୀତା | ମନୋରମା ଭଗତ | |
| ୨୦୧୧-୧୨ | ପୁଲୱା | ଠାକୁରାଇନ୍ | |
| ୨୦୧୩ | ପବିତ୍ର ବନ୍ଧନ | ପିଉସୀ ମାଆ | |
| ୨୦୧୪ | ମଧୁବାଲା – ଏକ୍ ଇସ୍କ ଏକ୍ ଜୁନୁନ୍ | ବିଜଲି ଖୁଶୱାଃ | |
| ୨୦୧୫ | ଦିୟା ଔର୍ ବାତି ହମ୍ | ଯଶୋଦା | |
| ୨୦୧୬-୧୭ | ଏକ୍ ଶ୍ରୀଙ୍ଗାର୍-ସ୍ୱାଭିମାନ୍ | ଆଶା ରାଥୋଡ଼ | |
| ୨୦୧୭ | ୱୋଃ ଅପନା ସା | ଶ୍ରଦ୍ଧା ଖୁରାନା ଜିନ୍ଦଲ | |
| ୨୦୧୮ | ଇସ୍କ ସୁଭାନ ଆଲାଃ | ସଲମା ବୈଗ ସିଦିକ୍କି | |
| ୨୦୧୯ | ନଜର୍ | ଜୟା ରାଥୋଡ଼ ଖାନ୍ନା | |
| ୨୦୨୩-ଏବେଯାଏଁ | ତୋସେ ନୈନା ମିଲାଇ କେ | ପ୍ରଭା |
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୦୩ | ଜମିନ୍ | ||
| ୨୦୦୪ | ମୁସ୍କାନ୍ | ||
| ୨୦୧୫ | ଜୟ ଜୱାନ ଜୟ କିଷାନ | ରାମଦୁଲାରି ଦେବୀ | |
| ୨୦୧୬ | ଫୁଦ୍ଦୁ |
ଆଧାର
[ସମ୍ପାଦନା]- ↑ "Shalini Arora". Bollywood Hungama (in ଇଂରାଜୀ). Retrieved 6 October 2021.
- ↑ "Acting was never on the cards: Shalini Arora". The Times of India. Archived from the original on 3 November 2012. Retrieved 22 March 2014.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶାଲିନୀ ଅରୋଡ଼ା