ରାୟଗଡ଼ା ରେଳ ଷ୍ଟେସନ
ଦେଖଣା
(Rayagada railway stationରୁ ଲେଉଟି ଆସିଛି)
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (November 2015) |
| ରାୟଗଡ଼ା ରେଳ ଷ୍ଟେସନ | |
|---|---|
ରାୟଗଡ଼ା ରେଳ ଷ୍ଟେସନ | |
| Station statistics | |
| Address | ରାୟଗଡ଼ା, ଓଡ଼ିଶା ଭାରତ |
| Coordinates | 19°10′33″N 83°24′38″E / 19.1759°N 83.4106°E |
| Elevation | 229 m (751 ft) |
| Lines | ଝାରସୁଗୁଡ଼ା-ବିଜୟନଗରମ |
| Structure | Standard (on ground station) |
| Platforms | 3 |
| Parking | Available |
| Baggage check | Not available |
| Other information | |
| Opened | 1931 |
| Code | RGDA |
| Zone(s) | East Coast Railway |
| Division(s) | Waltair |
| Station status | Functioning |
| Location | |
Location in Odisha | |
ରାୟଗଡ଼ା ରେଳ ଷ୍ଟେସନ ଓଡ଼ିଶାର ରାୟଗଡ଼ାଠାରେ ଥିବା ଏକ ରେଳ ଷ୍ଟେସନ ।
ଇତିହାସ
[ସମ୍ପାଦନା]ବିଜୟନଗରମ୍-ପାର୍ବତୀପୁର ରେଳପଥ ୧୯୦୮-୧୯୦୯ରେ ଆରମ୍ଭ ହେବା ପରେ ୧୯୧୩ ମସିହାରେ ଏହା ସାଲୁରକୁ ସଂପ୍ରସାରିତ ହେଲା । ସେତେବେଳେ ପାର୍ବତୀପୁର-ରାୟପୁର ରେଳପଥ, ଯାହାକି ରାୟଗଡ଼ା ମଧ୍ୟଦେଇ ଯାଇଅଛି, ସଂପୂର୍ଣ୍ଣ ହୋଇଥିଲା ।[୧]ଏହି ରେଳପଥ ରାୟଗଡ଼ା ନିକଟବର୍ତ୍ତୀ ଜେକେପୁର ତଥା ଥେରୁବାଲି ଭଳି ଶିଳ୍ପାଞ୍ଚଳ ଦେଇ ଯାଇଅଛି ।[୨]
ରାୟଗଡ଼ା ଏବଂ କୋରାପୁଟକୁ ସଂଯୋଗ କରୁଥିବା ରେଳପଥ ୩୧ ଡିସେମ୍ବର, ୧୯୯୮ରେ ସଂପୂର୍ଣ୍ଣ ହେଲା ।[୩]
ଯାତ୍ରୀଙ୍କ ସୁବିଧା
[ସମ୍ପାଦନା]ଏଠାରେ ପ୍ରତ୍ୟହ ପ୍ରାୟ ୯୩,୦୦୦ ଯାତ୍ରୀ ଯିବା ଆସିବା କରନ୍ତି ।[୪] ରାୟଗଡ଼ା ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ନିମିତ୍ତ ଦ୍ୱିଶଯ୍ୟା ବିଶିଷ୍ଟ ସାଧାରଣ ପ୍ରତୀକ୍ଷାଳୟ ସହ ଛଅ ଶଯ୍ୟା ବିଶିଷ୍ଟ ଏକ ଯାତ୍ରୀ ଶୟନ କକ୍ଷ(dormitory) ମଧ୍ୟ ରହିଛି ।[୫][୬]
ଆଧାର
[ସମ୍ପାଦନା]- ↑ "Major Events in the Formation of S.E. Railway". South Eastern Railway. Retrieved 2012-11-10.
- ↑ "JK Organisation". Archived from the original on 2012-02-08. Retrieved 2012-11-27.
- ↑ "Koraput-Rayagada Rail Link Project". Process Register. Retrieved 2012-11-27.
- ↑ "Rayagada (RGDA)". Indian Rail Enquiry. Retrieved 13 July 2013.
- ↑ "East Coast Railway Amenities at Stations (as in 2008)". Retrieved 13 July 2013.
- ↑ "ଭାରତୀୟ ରେଳ Train Running Status". indiantrain.in. Retrieved 21 July 2021.
ବାହାର ତଥ୍ୟ
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |