ରାୟଗଡ଼ା ରେଳ ଷ୍ଟେସନ

Coordinates: 19°10′33″N 83°24′38″E / 19.1759°N 83.4106°E / 19.1759; 83.4106
ଉଇକିପିଡ଼ିଆ‌ରୁ
ରାୟଗଡ଼ା ରେଳ ଷ୍ଟେସନ
ରାୟଗଡ଼ା ରେଳ ଷ୍ଟେସନ
Station statistics
Addressରାୟଗଡ଼ା, ଓଡ଼ିଶା
ଭାରତ
Coordinates19°10′33″N 83°24′38″E / 19.1759°N 83.4106°E / 19.1759; 83.4106
Elevation229 m (751 ft)
Linesଝାରସୁଗୁଡ଼ା-ବିଜୟନଗରମ
StructureStandard (on ground station)
Platforms3
ParkingAvailable
Baggage checkNot available
Other information
Opened1931
CodeRGDA
Zone(s) East Coast Railway
Division(s) Waltair
Station statusFunctioning
Location
Rayagada railway station is located in Odisha
Rayagada railway station
Rayagada railway station
Location in Odisha

ରାୟଗଡ଼ା ରେଳ ଷ୍ଟେସନ ଓଡ଼ିଶାର ରାୟଗଡ଼ାଠାରେ ଥିବା ଏକ ରେଳ ଷ୍ଟେସନ ।

ଇତିହାସ[ସମ୍ପାଦନା]

ବିଜୟନଗରମ୍-ପାର୍ବତୀପୁର ରେଳପଥ ୧୯୦୮-୧୯୦୯ରେ ଆରମ୍ଭ ହେବା ପରେ ୧୯୧୩ ମସିହାରେ ଏହା ସାଲୁରକୁ ସଂପ୍ରସାରିତ ହେଲା । ସେତେବେଳେ ପାର୍ବତୀପୁର-ରାୟପୁର ରେଳପଥ, ଯାହାକି ରାୟଗଡ଼ା ମଧ୍ୟଦେଇ ଯାଇଅଛି, ସଂପୂର୍ଣ୍ଣ ହୋଇଥିଲା ।[୧]ଏହି ରେଳପଥ ରାୟଗଡ଼ା ନିକଟବର୍ତ୍ତୀ ଜେକେପୁର ତଥା ଥେରୁବାଲି ଭଳି ଶିଳ୍ପାଞ୍ଚଳ ଦେଇ ଯାଇଅଛି ।[୨]

ରାୟଗଡ଼ା ଏବଂ କୋରାପୁଟକୁ ସଂଯୋଗ କରୁଥିବା ରେଳପଥ ୩୧ ଡିସେମ୍ବର, ୧୯୯୮ରେ ସଂପୂର୍ଣ୍ଣ ହେଲା ।[୩]

ଯାତ୍ରୀଙ୍କ ସୁବିଧା[ସମ୍ପାଦନା]

ଏଠାରେ ପ୍ରତ୍ୟହ ପ୍ରାୟ ୯୩,୦୦୦ ଯାତ୍ରୀ ଯିବା ଆସିବା କରନ୍ତି ।[୪] ରାୟଗଡ଼ା ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ନିମିତ୍ତ ଦ୍ୱିଶଯ୍ୟା ବିଶିଷ୍ଟ ସାଧାରଣ ପ୍ରତୀକ୍ଷାଳୟ ସହ ଛଅ ଶଯ୍ୟା ବିଶିଷ୍ଟ ଏକ ଯାତ୍ରୀ ଶୟନ କକ୍ଷ(dormitory) ମଧ୍ୟ ରହିଛି ।[୫][୬]


ଆଧାର[ସମ୍ପାଦନା]

  1. "Major Events in the Formation of S.E. Railway". South Eastern Railway. Retrieved 2012-11-10.
  2. "JK Organisation". Archived from the original on 2012-02-08. Retrieved 2012-11-27.
  3. "Koraput-Rayagada Rail Link Project". Process Register. Retrieved 2012-11-27.
  4. "Rayagada (RGDA)". Indian Rail Enquiry. Retrieved 13 July 2013.
  5. "East Coast Railway Amenities at Stations (as in 2008)". Retrieved 13 July 2013.
  6. "ଭାରତୀୟ ରେଳ Train Running Status". indiantrain.in. Retrieved 21 July 2021.

ବାହାର ତଥ୍ୟ[ସମ୍ପାଦନା]