ରାଜରାଜ ଦେବ
ଦେଖଣା
(Rajraj Debରୁ ଲେଉଟି ଆସିଛି)
ରାଜରାଜ ଦେବ | |
---|---|
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପୂର୍ବ ଅଧିକାରୀ | ନୀଳକଣ୍ଠ ଦାସ |
ପର ଅଧିକାରୀ | ଗଙ୍ଗାଧର ମହାପାତ୍ର |
ନିର୍ବାଚନ ମଣ୍ଡଳୀ | ସତ୍ୟବାଦୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୮ ମଇ ୧୯୩୩ |
ମୃତ୍ୟୁ | ୧୭ ମଇ ୧୯୮୨ | (ବୟସ ୪୯)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସତନ୍ତ୍ର ପାର୍ଟି |
ଜୀବନ ସାଥୀ | ପୂର୍ଣ୍ଣେଶ୍ୱରୀ ଦେବୀ |
ସମ୍ପର୍କ | ବୀରକିଶୋର ଦେବ (ଭାଇ) ଦିବ୍ୟସିଂହ ଦେବ (ପୁତୁରା) |
ବାପା/ବୋଉ | ରାମଚନ୍ଦ୍ର ଦେବ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରାଜରାଜ ଦେବ (ଜନ୍ମ: ୮ ମଇ ୧୯୩୩ - ୧୭ ମଇ ୧୯୮୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସତ୍ୟବାଦୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରାଜରାଜ ଦେବ ୧୯୩୩ ମସିହାର ମଇ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଜା ରାମଚନ୍ଦ୍ର ଦେବ ଓ ପତ୍ନୀଙ୍କ ନାମ ପୂର୍ଣ୍ଣେଶ୍ୱରୀ ଦେବୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରାଜରାଜ ଦେବ ଓଡ଼ିଶା ରାଜନୀତିରେ ସତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ରାଜରାଜ ଦେବ ୧୯୮୨ ମସିହାର ମଇ ୧୭ ତାରିଖରେ ୪୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Rajraj Deb". odishaassembly.nic.in. Odisha Assembly. Retrieved 29 March 2021.