ବୀରକିଶୋର ଦେବ

ଉଇକିପିଡ଼ିଆ‌ରୁ
ଗଜପତି ବୀରକିଶୋର ଦେବ
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀବନମାଳି ପଟ୍ଟନାୟକ
ପର ଅଧିକାରୀବେଣୁଧର ବଳିଆରସିଂହ
ନିର୍ବାଚନ ମଣ୍ଡଳୀଖୋର୍ଦ୍ଧା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-07-02)୨ ଜୁଲାଇ ୧୯୨୯
ମୃତ୍ୟୁ୮ ଜୁଲାଇ ୧୯୭୦(1970-07-08) (ବୟସ ୪୧)
ରାଜନୀତିକ ଦଳଜନ କଂଗ୍ରେସ
ଜୀବନ ସାଥୀସୂର୍ଯ୍ୟମଣୀ ପାଟମହାଦେବୀ (ମାଆ)
ସମ୍ପର୍କରାଜରାଜ ଦେବ (ସାନ ଭାଇ)
ବିକ୍ରମ କେଶରୀ ଦେଓ (ଜ୍ୱାଇଁ)
ଅର୍କ କେଶରୀ ଦେଓ (ନାତି)
ସନ୍ତାନଦିବ୍ୟସିଂହ ଦେବ
ନୟନଶ୍ରୀ ଦେବୀ
ବାପା/ବୋଉରାମଚନ୍ଦ୍ର ଦେବ (ବାପା)
ବୃତ୍ତିରାଜନୀତିଜ୍ଞ

ଗଜପତି ବୀରକିଶୋର ଦେବ (୨ ଜୁଲାଇ ୧୯୨୯[୧] - ୮ ଜୁଲାଇ ୧୯୭୦[୨]) ପୁରୀର ଗଜପତି ମହାରାଜା ଥିଲେ । ସେ ଓଡ଼ିଶା ରାଜନୀତିରେ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ବୀରକିଶୋର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖୋର୍ଦ୍ଧା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବୀରକିଶୋର ଦେବ ୧୯୨୯ ମସିହାର ଜୁଲାଇ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପାଙ୍କ ନାମ ରାମଚନ୍ଦ୍ର ଦେବ ଓ ପତ୍ନୀଙ୍କ ନାମ ସୂର୍ଯ୍ୟମଣୀ ପାଟମହାଦେବୀ ।[୩] ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୩] ତାଙ୍କ ପୁଅ ଦିବ୍ୟସିଂହ ଦେବ, ବର୍ତ୍ତମାନ ପୁରୀର ମହାରାଜା ଏବଂ ତାଙ୍କ ଜ୍ୱାଇଁ ବିକ୍ରମ କେଶରୀ ଦେଓ ଓ ନାତି ଅର୍କ କେଶରୀ ଦେଓ ଓଡ଼ିଆ ରାଜନୀତିଜ୍ଞ ।

ରାଜନୈତିକ ଜୀବନ[ସମ୍ପାଦନା]

ବୀରକିଶୋର ଓଡ଼ିଶା ରାଜନୀତିରେ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୩]

ଆଧାର[ସମ୍ପାଦନା]

  1. "Gajapati Maharaja Of Puri In Khurda Electoral Battle". sambadenglish.com. Retrieved 3 April 2021.
  2. "The Traditional Role of Gajapati Maharaja in Shri Jagannath Temple" (PDF). magazines.odisha.gov.in/Orissareview. Retrieved 3 April 2021.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Shri Raja Birkishore Dev". odishaassembly.nic.in. Odisha Assembly. Retrieved 2 June 2020.