ରବିନାରାୟଣ ନାଏକ (୧୯୬୯ ଜନ୍ମ)

ଉଇକିପିଡ଼ିଆ‌ରୁ
(Rabinarayan Naik (1969 born)ରୁ ଲେଉଟି ଆସିଛି)
ରବିନାରାୟଣ ନାଏକ
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀରାଜେନ୍ଦ୍ର କୁମାର ଛତ୍ରିଆ
ପର ଅଧିକାରୀକିଶୋର ଚନ୍ଦ୍ର ନାଏକ
ନିର୍ବାଚନ ମଣ୍ଡଳୀକୁଚିଣ୍ଡା
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀପାଣୁ ଚନ୍ଦ୍ର ନାଏକ
ପର ଅଧିକାରୀରାଜେନ୍ଦ୍ର କୁମାର ଛତ୍ରିଆ
ନିର୍ବାଚନ ମଣ୍ଡଳୀକୁଚିଣ୍ଡା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1969-06-30)୩୦ ଜୁନ ୧୯୬୯
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବାପା/ବୋଉଦଶରଥ ନାଏକ (ବାପା)
ବୃତ୍ତିରାଜନୀତିଜ୍ଞ

ରବିନାରାୟଣ ନାଏକ (ଜନ୍ମ: ୩୦ ଜୁନ ୧୯୬୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ରବିନାରାୟଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୩ ଥର କାର୍ଯ୍ୟ କରିଛନ୍ତି । ୨୦୦୦, ୨୦୦୪ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ କୁଚିଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ରବିନାରାୟଣ ୧୯୬୯ ମସିହାର ଜୁନ ମାସ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦଶରଥ ନାଏକ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ରବିନାରାୟଣ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି ।

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା କୁଚିଣ୍ଡା ଭାରତୀୟ ଜନତା ପାର୍ଟି
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା କୁଚିଣ୍ଡା ଭାରତୀୟ ଜନତା ପାର୍ଟି
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା କୁଚିଣ୍ଡା ଭାରତୀୟ ଜନତା ପାର୍ଟି

ଆଧାର[ସମ୍ପାଦନା]

  1. Desk, India com News (23 May 2019). "Odisha Assembly Election 2019 Results: Rajgangapur, Bonai, Kuchinda, Rengali, Sambalpur, Rairakhol Winners List". India News, Breaking News, Entertainment News | India.com (in ଇଂରାଜୀ). Retrieved 23 August 2020.
  2. "Shri Rabinarayan Naik". odishaassembly.nic.in. Odisha Assembly. Retrieved 22 August 2020.
  3. "୩୬ ସାଂଗଠନିକ ଜିଲ୍ଲା ପାଇଁ ବିଜେପିର ନୂଆ ପ୍ରଭାରୀ | Sambad". ସମ୍ବାଦ. sambad.in. 23 July 2020. Retrieved 23 August 2020.