ଉଇକିପିଡ଼ିଆ:Bot policy

ଉଇକିପିଡ଼ିଆ‌ରୁ

Requests

Operator: Odisha1

Automatic or Manually Assisted: automatic, unsupervised

Programming Language(s): python/pywikipediabot

Function Summary: archiving & Interwiki works

Edit period(s) (e.g. Continuous, daily, one time run): daily


Already has a bot flag (Y/N): N

Bot flag needed.

Cheers,-- Srikant Kedia (ମୋ କଥା) ୧୦:୩୦, ୧୦ ଏପ୍ରିଲ ୨୦୧୧ (UTC)

Discussion

  1. ବଢିଆ, ମୋର ସମର୍ଥନ--ସୁଭପାSubha Paମୋତେ କହିବେ କିଛି? ୧୦:୦୩, ୨୯ ଜୁନ ୨୦୧୧ (UTC)
thank you Subhashish --Srikant Kedia ୧୦:୨୦, ୨୯ ଜୁନ ୨୦୧୧ (UTC)
  1. ମୋର ମଧ୍ୟ ସମର୍ଥନ : ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୪:୩୩, ୩୦ ଜୁନ ୨୦୧୧ (UTC)
ଧନ୍ୟବାଦ ମୃତ୍ୟୁଞ୍ଜୟ ଭାଇ --Srikant Kedia ୧୩:୪୬, ୩୦ ଜୁନ ୨୦୧୧ (UTC)

ଭଲ ହବ । ଅନେକ କାମ ଶୀଘ୍ର ହୋଇଯିବ । ମୋର ସମର୍ଥନ । ଜଗଦୀଶ ଉତ୍ତରକବାଟ (ମୋ ଆଲୋଚନା) ୨୩:୫୩, ୨୧ ଜୁଲାଇ ୨୦୧୧ (UTC)


HiW-Bot

  • Operator  : Hedwig in Washington
  • Automatic or Manually Assisted : automatic
  • Programming Language(s)  : Python (pywikipedia), daily update
  • Function Summary  : Interwiki, Internationalization by removing chaos in Babel-Category so it can be used properly and easy. Double redirects will be added shortly
  • Already has a bot flag (Y/N)  : Yes: 25 Wikis so far, others pending. see here
  • Function Details  : just using the standard interwiki.py; parameters: -auto -all - log -catr

I humbly request bot status on this wiki in order to update Interwiki, and improve Internationalization by removing chaos in Babel so it can be used properly and easy by everyone.

Thank you for consideration! --Hedwig in Washington (ମୋ ଆଲୋଚନା) ୨୧:୪୭, ୮ ସେପଟେମ୍ବର ୨୦୧୧ (UTC)


ShitiBot

ପରିଚାଳକ: ଶିତିକଣ୍ଠ ଦାଶ

ପ୍ରୋଗ୍ରାମିଂ ଭାଷା: ପାଇଥନ

କାର୍ଯ୍ୟ: ଶ୍ରେଣୀ ଯୋଗ, ତଥ୍ୟ ଯୋଗ, ଇଣ୍ଟରଉଇକି ଯୋଗ

ସମୟ: ଆବଶ୍ୟକ ମୁତବକ ।

ଅନ୍ୟାନ୍ୟ ସୂଚନା: ShitiBotକୁ ବଟ୍ ଭାବେ ଚିହ୍ନିତ (Bot status) କରିବା ପାଇଁ ସମର୍ଥନ ଆବଶ୍ୟକ । ଯଦିଓ ଏହାକୁ ନୂଆ ଲେଖା ତିଆରି ପାଇଁ ଯୋଜନା କରିଥିଲି, ଲେଖା ତିଆରି ବ୍ୟତୀତ ପୁରୁଣା ଲେଖାକୁ ଉନ୍ନତ କରିବା, ଶ୍ରେଣୀ ଯୋଗ ଇତ୍ୟାଦି ଆହୁରି ଅନେକ କାମ ଏହା ଦ୍ଵାରା କରାଯାଇପାରିବ ।

--ଶିତିକଣ୍ଠ (ଆଲୋଚନା) ୧୫:୪୨, ୮ ଫେବୃଆରୀ ୨୦୧୪ (UTC)

ଆଲୋଚନା

  1. ଏହିଭଳି କାମ ପାଇଁ ଇଂରାଜୀ/ମେଟା ଉଇକି ପଲିସି ଫଲୋ କରିବାକୁ ହେବ ମୋ ମତରେ । ମୁଁ ନିଜେ ପଢିନାହିଁ ପଲିସି, କିନ୍ତୁ ଆଶା କରୁଛି ତୁମେ ଭଲଭାବେ ପଢିଛ ବୋଲି । ଯଦି ନା ତେବେ ଭଲଭାବେ ପଢିବାକୁ ଅନୁରୋଧ । ଆଉ କିଛି ନୂଆ କରିବା ପୂର୍ବରୁ ଆମକୁ ଜଣାଇବାକୁ ଅନୁରୋଧ । ମୋର ସମର୍ଥନ  ସମର୍ଥନ । -- ଅଂଶୁମାନ ତାର ଯୋଡ଼ିବେ? ୧୪:୫୫, ୮ ଫେବୃଆରୀ ୨୦୧୪ (UTC)
    ମୁଁ ବଟ ପଲିଶି ମେଟାରେ ପଢିଥିଲି । ସେଥିରେ ଲେଖଥିଲା କମ୍ୟୁନିଟି ସମର୍ଥନ ଆବଶ୍ୟକ ଓ କିଛି ବଦଳ । ମୁଁ ସେଇ ଭଳି ଆବେଦନ କରିଛି । ଯଦି କିଛି ବଦଳ ଆବଶ୍ୟକ ଜଣେଇବେ । ଧନ୍ୟବାଦ । --ଶିତିକଣ୍ଠ (ଆଲୋଚନା) ୧୫:୫୭, ୮ ଫେବୃଆରୀ ୨୦୧୪ (UTC)
    ନୂଆ ଲେଖା ତିଆରି କରିବା ବଟ ଦ୍ଵାରା କିଛି ଆବଶ୍ୟକ ନାହିଁ, ଆଉ ଇଣ୍ଟରଉଇକି ଯୋଗ ମଧ୍ୟ ଦରକାର ପଡୁନି ଉଇକିଡାଟା ଥିବା ହେତୁ! -- ଅଂଶୁମାନ ତାର ଯୋଡ଼ିବେ? ୧୬:୫୪, ୮ ଫେବୃଆରୀ ୨୦୧୪ (UTC)
    ହଁ ଭାଇ ମୁଁ ଉଇକିଡାଟା କଥା ହିଁ କହୁଥିଲି । ଆଉ ନୂଆ ଲେଖା ତିଆରି ସମ୍ପର୍କରେ ଆମେ ତିଆରି ପୂର୍ବରୁ ଆଲୋଚନା କରିବା । ଏଣୁ ମୁଁ ତାହାକୁ କାର୍ଯ୍ୟପନ୍ଥା ରୁ ହଟେଇଦେଲି । :) --ଶିତିକଣ୍ଠ (ଆଲୋଚନା) ୨୧:୦୬, ୯ ଫେବୃଆରୀ ୨୦୧୪ (UTC)
    Bot status ତାହେଲେ ଉଇକିଡାଟାରେ ଦରକାର ପଡିବନି? -- ଅଂଶୁମାନ ତାର ଯୋଡ଼ିବେ? ୦୬:୨୯, ୧୦ ଫେବୃଆରୀ ୨୦୧୪ (UTC)
    ମୁଁ ଠିକ କରି କହିପାରିବିନି । କିନ୍ତୁ ଆଗ ଏଇଟା ହେଇଯାଉ :) --ଶିତିକଣ୍ଠ (ଆଲୋଚନା) ୨୧:୪୪, ୧୦ ଫେବୃଆରୀ ୨୦୧୪ (UTC)
    ଭାଇ କିଛି ଆବଶ୍ୟକ ପଡିବ ନାହିଁ । କେବଳ en:ଅମୁକ ଯୋଡିଦେବା ପରେ ଅନ୍ୟ ଗ୍ଲୋବାଲ ବଟ ଏହାକୁ ଠିକ କରିଦେଉଛନ୍ତି । ଯୋଡିବାର କିଛିଦିନ ପରେ ଏହାକୁ ଖାଲି କରିଦେଲେ କାମ ହେଇଯିବ :) । --ଶିତିକଣ୍ଠ (ଆଲୋଚନା) ୨୦:୨୩, ୧୧ ଫେବୃଆରୀ ୨୦୧୪ (UTC)
  2. ଏବେ ତମେ ଜାଣିଲଣି ବଟର ବ୍ୟବହାର ସମ୍ବନ୍ଧରେ, ତେଣୁ ମୋର ବି ସମର୍ଥନ  ସମର୍ଥନ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୩:୪୬, ୯ ଫେବୃଆରୀ ୨୦୧୪ (UTC)
    ଧନ୍ୟବାଦ ଭାଇ । କିଛି ଶିଖିଗଲିଣି ବାକି ଶିଖିଯିବି । :)--ଶିତିକଣ୍ଠ (ଆଲୋଚନା) ୨୧:୦୬, ୯ ଫେବୃଆରୀ ୨୦୧୪ (UTC)
  3.  ସମର୍ଥନ
    ଯଦି ଏହା କିଛି ଅସୁବିଧା ନ କରି ଉଇକିପିଡିଆ ଉନ୍ନତିରେ ସାହାଯ୍ୟ କରୁଛି ତାହେଲେ ମୋର ସମର୍ଥନ । ବଟ ବିଷୟରେ ଟିକେ ଅଧିକ ଲେଖିଲେ ଭଲ ହୁଅନ୍ତା ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୮:୫୫, ୯ ଫେବୃଆରୀ ୨୦୧୪ (UTC)
    ସମର୍ଥନ ନିମନ୍ତେ ଧନ୍ୟବାଦ ଭାଇ । ଯଦି କିଛି ଅସୁବିଧା ହେବାର ଦେଖିବେ ତେବେ ଜଣେଇବା ପାଇଁ ଅନୁରୋଧ । ଉଇକିପିଡିଆ ବଟ ସମ୍ପର୍କରେ ଲେଖାଟିଏ ଲେଖିବା ପାଇଁ ଯୋଜନା କରୁଛି । --ଶିତିକଣ୍ଠ (ଆଲୋଚନା) ୨୧:୦୬, ୯ ଫେବୃଆରୀ ୨୦୧୪ (UTC)
  4.  ସମର୍ଥନ
ମୋର ଯଥେଷ୍ଟ ଧାରଣା ନାହିଁ , କିନ୍ତୁ ଆଶା ଏହା ଦ୍ଵାରା ବହୁତ କଷ୍ଟସାଧ୍ୟ କାର୍ଯ୍ୟ ସହଜରେ କରିହେବ ଓ ତମେ ଦାୟିତ୍ଵ ବୁଝି ଏହାର ପରିଚାଳନା କରିବ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୨୨, ୯ ଫେବୃଆରୀ ୨୦୧୪ (UTC)
ନିଶ୍ଚୟ ଭାଇ, ଧନ୍ୟବାଦ । :)--ଶିତିକଣ୍ଠ (ଆଲୋଚନା) ୨୧:୦୬, ୯ ଫେବୃଆରୀ ୨୦୧୪ (UTC)




PsubhashishBot

ପରିଚାଳକ: Psubhashish

ପ୍ରୋଗ୍ରାମିଂ ଭାଷା: ପାଇଥନ

କାମ: ବନାନଗତ ଭୁଲ ଥିବା ପ୍ରସଙ୍ଗରେ ସାମୁହିକ ସଂଶୋଧନ, ମୁଣ୍ଡିଆ ତାଲିକା ରକ୍ଷଣାବେକ୍ଷଣା ଓ ଅନ୍ୟାନ୍ୟ ସ୍ୱୟଂଚାଳିତ କାମ

ସମୟ: ଆବଶ୍ୟକ ମୁତବକ ।

ଅନ୍ୟାନ୍ୟ ସୂଚନା: PsubhashishBotକୁ ସ୍ୱୟଂଚାଳକ (Bot) ଭାବେ ଚିହ୍ନିତ (Bot status) କରିବା ପାଇଁ ସମର୍ଥନ ଆବଶ୍ୟକ । ଏହା ବ୍ୟବହାର କରି ମୁଣ୍ଡିଆ ଲେଖାମାନଙ୍କର ଉନ୍ନତୀକରଣ ଆଦି କାମ ପାଇଁ ଏହି ସ୍ୱୟଂଚାଳକଟି ମୁଁ ଆରମ୍ଭ କରୁଛି । --PsubhashishBot (ମୋ ଆଲୋଚନା) ୦୯:୨୩, ୫ ମଇ ୨୦୧୪ (UTC)

ଆଲୋଚନା

  1.  ସମର୍ଥନ ମୋର ସମର୍ଥନ । ବଟ ବିଷୟରେ ଟିକେ ଅଧିକ ଜଣାଇବେ--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୫:୪୭, ୬ ମଇ ୨୦୧୪ (UTC)
    ଧନ୍ୟବାଦ! ଉପରେ କାମରେ ଲେଖିଦେଲି । ଅଧିକ କାମ ବିଷୟକ ସୂଚନା ଓ ଅପଡେଟ ସଭ୍ୟ ପୃଷ୍ଠାରେ ଉଲ୍ଲେଖ କରିଛି ।--PsubhashishBot (ମୋ ଆଲୋଚନା) ୦୬:୪୦, ୬ ମଇ ୨୦୧୪ (UTC)
  2.  ସମର୍ଥନ --49.14.199.10 ୧୩:୦୮, ୭ ମଇ ୨୦୧୪ (UTC)
  3.  ସମର୍ଥନ ସମର୍ଥନ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୩୩, ୮ ମଇ ୨୦୧୪ (UTC)
  4.  ସମର୍ଥନ
    ମୋର ଏ ବିଷୟରେ କିଛି ଧାରଣା ନାହିଁ, କିନ୍ତୁ ଏହା ଦ୍ଵାରା ମୁଣ୍ଡିଆ ଲେଖା ଗୁଡିକର ଉନ୍ନତି ହେଲେ ଭଲ ହେବ । --ଆଦିତ୍ୟ ମହାର (ଆଲୋଚନା) ୧୩:୫୪, ୮ ମଇ ୨୦୧୪ (UTC)
    ଆଦିତ୍ୟ ଭାଇ, ସାଧୁବାଦ! ଏଇ ପ୍ରସଙ୍ଗରେ ଦେଖ କିପରି ବନାନ ସୁଧରାଯାଇପାରିବ ଆଉ ପ୍ରତି ମାସ ଏଇ ତାଲିକା ତିଆରି କରି ମୁଣ୍ଡିଆ ଲେଖାର ଆକାର ଅପଡେଟ କରିହେବ । ତେଣୁ ପୁରୁଖା ମାନଙ୍କୁ ଏଠି ସେଠି ନ ଖୋଜି ପ୍ରକଳ୍ପ ପୃଷ୍ଠାରୁ ବାଛି ମୁଣ୍ଡିଆ ପ୍ରସଙ୍ଗମାନଙ୍କୁ ଉନ୍ନତ କରିହେବ ।--PsubhashishBot (ମୋ ଆଲୋଚନା) ୦୪:୩୯, ୯ ମଇ ୨୦୧୪ (UTC)
  5.  ସମର୍ଥନ ମୋର ବି ସମର୍ଥନ :) । --ଶିତିକଣ୍ଠ (ଆଲୋଚନା) ୧୫:୩୦, ୮ ମଇ ୨୦୧୪ (UTC)
ଏଥି ପାଇଁ ସମର୍ଥନ କରିଥିବାରୁ ଅଶେଷ ଧନ୍ୟବାଦ ଭାଇମାନେ! ଏହି ବଟକୁ ଅନୁମତି ମିଳିଗଲା ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୭:୪୨, ୧୦ ମଇ ୨୦୧୪ (UTC)

Jnanabot

ପରିଚାଳକ: ଜ୍ଞାନରଞ୍ଜନ ସାହୁ

ପ୍ରୋଗ୍ରାମିଂ ଭାଷା: ପାଇଥନ, ପିଏଚପି, Javascript(Ajax)

କାର୍ଯ୍ୟ: ଶ୍ରେଣୀ ଯୋଗ ଓ ବଦଳ, ତଥ୍ୟ ଯୋଗ, ଇଣ୍ଟରଉଇକି ଯୋଗ, ଏକାଥରେ ବହୁତ ବଦଳ, ଏକାଥରେ ବହୁତ ସଫେଇ ଓ ଘୁଞ୍ଚା ଇତ୍ୟାଦି ।

ସମୟ: ଆବଶ୍ୟକ ମୁତାବକ ।

ଅନ୍ୟାନ୍ୟ ସୂଚନା: Jnanabotକୁ ବଟ୍ ଭାବେ ଚିହ୍ନିତ (Bot status) କରିବା ପାଇଁ ସମର୍ଥନ ଆବଶ୍ୟକ ।

--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୨:୪୬, ୨୧ ଜାନୁଆରୀ ୨୦୧୬ (IST)[reply]

ଆଲୋଚନା

ମୃତ୍ୟୁଞ୍ଜୟ କର ଭାଇ ଯାହା ବି କରିବି ସକ୍ରିୟ ଉଇକିଆଳି ମାନଙ୍କ ଆଲୋଚନା ପରେ କରିବି । କମ୍ୟୁନିଟିର ଯାହା ଆବଶ୍ୟକ ସେଇଆ କରିବି । ନିଜ ଇଚ୍ଛାରେ କିଛି କରିବା ପୂର୍ବରୁ ଆଲୋଚନା ନିହାତି କରିବି ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୯:୩୭, ୨୨ ଜାନୁଆରୀ ୨୦୧୬ (IST)[reply]