ଉଇକିପିଡ଼ିଆ:Bots/Requests for approval/ShitiBot
Appearance
ShitiBot
[ସମ୍ପାଦନା]ପରିଚାଳକ: ଶିତିକଣ୍ଠ ଦାଶ
ପ୍ରୋଗ୍ରାମିଂ ଭାଷା: ପାଇଥନ
କାର୍ଯ୍ୟ: ଶ୍ରେଣୀ ଯୋଗ, ତଥ୍ୟ ଯୋଗ, ଇଣ୍ଟରଉଇକି ଯୋଗ
ସମୟ: ଆବଶ୍ୟକ ମୁତବକ ।
ଅନ୍ୟାନ୍ୟ ସୂଚନା: ShitiBotକୁ ବଟ୍ ଭାବେ ଚିହ୍ନିତ (Bot status) କରିବା ପାଇଁ ସମର୍ଥନ ଆବଶ୍ୟକ । ଯଦିଓ ଏହାକୁ ନୂଆ ଲେଖା ତିଆରି ପାଇଁ ଯୋଜନା କରିଥିଲି, ଲେଖା ତିଆରି ବ୍ୟତୀତ ପୁରୁଣା ଲେଖାକୁ ଉନ୍ନତ କରିବା, ଶ୍ରେଣୀ ଯୋଗ ଇତ୍ୟାଦି ଆହୁରି ଅନେକ କାମ ଏହା ଦ୍ଵାରା କରାଯାଇପାରିବ ।
--ଶିତିକଣ୍ଠ (ଆଲୋଚନା) ୧୫:୪୨, ୮ ଫେବୃଆରୀ ୨୦୧୪ (UTC)
ଆଲୋଚନା
[ସମ୍ପାଦନା]- ଏହିଭଳି କାମ ପାଇଁ ଇଂରାଜୀ/ମେଟା ଉଇକି ପଲିସି ଫଲୋ କରିବାକୁ ହେବ ମୋ ମତରେ । ମୁଁ ନିଜେ ପଢିନାହିଁ ପଲିସି, କିନ୍ତୁ ଆଶା କରୁଛି ତୁମେ ଭଲଭାବେ ପଢିଛ ବୋଲି । ଯଦି ନା ତେବେ ଭଲଭାବେ ପଢିବାକୁ ଅନୁରୋଧ । ଆଉ କିଛି ନୂଆ କରିବା ପୂର୍ବରୁ ଆମକୁ ଜଣାଇବାକୁ ଅନୁରୋଧ । ମୋର ସମର୍ଥନ ସମର୍ଥନ । -- ଅଂଶୁମାନ ତାର ଯୋଡ଼ିବେ? ୧୪:୫୫, ୮ ଫେବୃଆରୀ ୨୦୧୪ (UTC)
- ମୁଁ ବଟ ପଲିଶି ମେଟାରେ ପଢିଥିଲି । ସେଥିରେ ଲେଖଥିଲା କମ୍ୟୁନିଟି ସମର୍ଥନ ଆବଶ୍ୟକ ଓ କିଛି ବଦଳ । ମୁଁ ସେଇ ଭଳି ଆବେଦନ କରିଛି । ଯଦି କିଛି ବଦଳ ଆବଶ୍ୟକ ଜଣେଇବେ । ଧନ୍ୟବାଦ । --ଶିତିକଣ୍ଠ (ଆଲୋଚନା) ୧୫:୫୭, ୮ ଫେବୃଆରୀ ୨୦୧୪ (UTC)
- ନୂଆ ଲେଖା ତିଆରି କରିବା ବଟ ଦ୍ଵାରା କିଛି ଆବଶ୍ୟକ ନାହିଁ, ଆଉ ଇଣ୍ଟରଉଇକି ଯୋଗ ମଧ୍ୟ ଦରକାର ପଡୁନି ଉଇକିଡାଟା ଥିବା ହେତୁ! -- ଅଂଶୁମାନ ତାର ଯୋଡ଼ିବେ? ୧୬:୫୪, ୮ ଫେବୃଆରୀ ୨୦୧୪ (UTC)
- ହଁ ଭାଇ ମୁଁ ଉଇକିଡାଟା କଥା ହିଁ କହୁଥିଲି । ଆଉ ନୂଆ ଲେଖା ତିଆରି ସମ୍ପର୍କରେ ଆମେ ତିଆରି ପୂର୍ବରୁ ଆଲୋଚନା କରିବା । ଏଣୁ ମୁଁ ତାହାକୁ କାର୍ଯ୍ୟପନ୍ଥା ରୁ ହଟେଇଦେଲି । :) --ଶିତିକଣ୍ଠ (ଆଲୋଚନା) ୨୧:୦୬, ୯ ଫେବୃଆରୀ ୨୦୧୪ (UTC)
- Bot status ତାହେଲେ ଉଇକିଡାଟାରେ ଦରକାର ପଡିବନି? -- ଅଂଶୁମାନ ତାର ଯୋଡ଼ିବେ? ୦୬:୨୯, ୧୦ ଫେବୃଆରୀ ୨୦୧୪ (UTC)
- ହଁ ଭାଇ ମୁଁ ଉଇକିଡାଟା କଥା ହିଁ କହୁଥିଲି । ଆଉ ନୂଆ ଲେଖା ତିଆରି ସମ୍ପର୍କରେ ଆମେ ତିଆରି ପୂର୍ବରୁ ଆଲୋଚନା କରିବା । ଏଣୁ ମୁଁ ତାହାକୁ କାର୍ଯ୍ୟପନ୍ଥା ରୁ ହଟେଇଦେଲି । :) --ଶିତିକଣ୍ଠ (ଆଲୋଚନା) ୨୧:୦୬, ୯ ଫେବୃଆରୀ ୨୦୧୪ (UTC)
- ନୂଆ ଲେଖା ତିଆରି କରିବା ବଟ ଦ୍ଵାରା କିଛି ଆବଶ୍ୟକ ନାହିଁ, ଆଉ ଇଣ୍ଟରଉଇକି ଯୋଗ ମଧ୍ୟ ଦରକାର ପଡୁନି ଉଇକିଡାଟା ଥିବା ହେତୁ! -- ଅଂଶୁମାନ ତାର ଯୋଡ଼ିବେ? ୧୬:୫୪, ୮ ଫେବୃଆରୀ ୨୦୧୪ (UTC)
- ମୁଁ ବଟ ପଲିଶି ମେଟାରେ ପଢିଥିଲି । ସେଥିରେ ଲେଖଥିଲା କମ୍ୟୁନିଟି ସମର୍ଥନ ଆବଶ୍ୟକ ଓ କିଛି ବଦଳ । ମୁଁ ସେଇ ଭଳି ଆବେଦନ କରିଛି । ଯଦି କିଛି ବଦଳ ଆବଶ୍ୟକ ଜଣେଇବେ । ଧନ୍ୟବାଦ । --ଶିତିକଣ୍ଠ (ଆଲୋଚନା) ୧୫:୫୭, ୮ ଫେବୃଆରୀ ୨୦୧୪ (UTC)
- ଏବେ ତମେ ଜାଣିଲଣି ବଟର ବ୍ୟବହାର ସମ୍ବନ୍ଧରେ, ତେଣୁ ମୋର ବି ସମର୍ଥନ ସମର୍ଥନ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୩:୪୬, ୯ ଫେବୃଆରୀ ୨୦୧୪ (UTC)
- ସମର୍ଥନ
ଯଦି ଏହା କିଛି ଅସୁବିଧା ନ କରି ଉଇକିପିଡିଆ ଉନ୍ନତିରେ ସାହାଯ୍ୟ କରୁଛି ତାହେଲେ ମୋର ସମର୍ଥନ । ବଟ ବିଷୟରେ ଟିକେ ଅଧିକ ଲେଖିଲେ ଭଲ ହୁଅନ୍ତା ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୮:୫୫, ୯ ଫେବୃଆରୀ ୨୦୧୪ (UTC) - ସମର୍ଥନ
- ମୋର ଯଥେଷ୍ଟ ଧାରଣା ନାହିଁ , କିନ୍ତୁ ଆଶା ଏହା ଦ୍ଵାରା ବହୁତ କଷ୍ଟସାଧ୍ୟ କାର୍ଯ୍ୟ ସହଜରେ କରିହେବ ଓ ତମେ ଦାୟିତ୍ଵ ବୁଝି ଏହାର ପରିଚାଳନା କରିବ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୨୨, ୯ ଫେବୃଆରୀ ୨୦୧୪ (UTC)
- ଅନୁମତି ପାଇଗଲା - m:Steward_requests/Bot_status#ShitiBot.40or-wikipedia --ଶିତିକଣ୍ଠ (ଆଲୋଚନା) ୧୯:୨୦, ୧୮ ଫେବୃଆରୀ ୨୦୧୪ (UTC)