ଉଇକିପିଡ଼ିଆ:Bots/Requests for approval/Jnanabot

ଉଇକିପିଡ଼ିଆ ରୁ
Jump to navigation Jump to search

Jnanabot[ସମ୍ପାଦନା]

ପରିଚାଳକ: ଜ୍ଞାନରଞ୍ଜନ ସାହୁ

ପ୍ରୋଗ୍ରାମିଂ ଭାଷା: ପାଇଥନ, ପିଏଚପି, Javascript(Ajax)

କାର୍ଯ୍ୟ: ଶ୍ରେଣୀ ଯୋଗ ଓ ବଦଳ, ତଥ୍ୟ ଯୋଗ, ଇଣ୍ଟରଉଇକି ଯୋଗ, ଏକାଥରେ ବହୁତ ବଦଳ, ଏକାଥରେ ବହୁତ ସଫେଇ ଓ ଘୁଞ୍ଚା ଇତ୍ୟାଦି ।

ସମୟ: ଆବଶ୍ୟକ ମୁତାବକ ।

ଅନ୍ୟାନ୍ୟ ସୂଚନା: Jnanabotକୁ ବଟ୍ ଭାବେ ଚିହ୍ନିତ (Bot status) କରିବା ପାଇଁ ସମର୍ଥନ ଆବଶ୍ୟକ ।

--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୨:୪୬, ୨୧ ଜାନୁଆରୀ ୨୦୧୬ (IST)

ଆଲୋଚନା[ସମ୍ପାଦନା]

  • Symbol support vote.svg ସମର୍ଥନ --ସୁଭାସିସ ପାଣିଗାହି (ଆଳାପ) ୧୩:୦୫, ୨୧ ଜାନୁଆରୀ ୨୦୧୬ (IST)
  • Symbol support vote.svg ସମର୍ଥନ --ଶିତିକଣ୍ଠ (ଆଲୋଚନା) ୧୫:୨୨, ୨୧ ଜାନୁଆରୀ ୨୦୧୬ (IST)
  • Symbol support vote.svg ସମର୍ଥନ ----ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୫:୫୧, ୨୧ ଜାନୁଆରୀ ୨୦୧୬ (IST)
  • Symbol support vote.svg ସମର୍ଥନ--ଆଦିତ୍ୟ ମହାର (ଆଲୋଚନା) ୧୭:୦୬, ୨୧ ଜାନୁଆରୀ ୨୦୧୬ (IST)
  • Symbol support vote.svg ସମର୍ଥନ । ମୋ ମତରେ ଗୋଟିଏ ଉପପୃଷ୍ଠାରେ ବଟ ଦ୍ଵାରା ହେଇଥିବା କାମର ତାଲିକା ରଖିପାରିଲେ ଭଲ ହେବ । ଏହା ଫଳରେ ସାଧାରଣ ବ୍ୟବହାରକାରୀ ବଟ ଦ୍ଵାରା ଯଦି କିଛି ଭୁଲ ହେଇଥାଏ ତେବେ ସହଜରେ ଜଣାଇ ପାରିବେ । କିଛି ବଡ଼ ଧରଣର ବଦଳ କରିବା ପୂର୍ବରୁ ସକ୍ରିୟ ଉଇକିଆଳିଙ୍କ ସହ ଆଲୋଚନା କରିବାକୁ ଅନୁରୋଧ । ଆଶା ଏହା ଦ୍ଵାରା ଅନେକ ବିରକ୍ତକର (?) କାମ ସହଜରେ କରିହେବ ଓ ତମେ ଦାୟିତ୍ଵ ବୁଝି ଏହାର ପରିଚାଳନା କରିବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୮:୩୬, ୨୨ ଜାନୁଆରୀ ୨୦୧୬ (IST)
ମୃତ୍ୟୁଞ୍ଜୟ କର ଭାଇ ଯାହା ବି କରିବି ସକ୍ରିୟ ଉଇକିଆଳି ମାନଙ୍କ ଆଲୋଚନା ପରେ କରିବି । କମ୍ୟୁନିଟିର ଯାହା ଆବଶ୍ୟକ ସେଇଆ କରିବି । ନିଜ ଇଚ୍ଛାରେ କିଛି କରିବା ପୂର୍ବରୁ ଆଲୋଚନା ନିହାତି କରିବି ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୯:୩୭, ୨୨ ଜାନୁଆରୀ ୨୦୧୬ (IST)