ପ୍ରହ୍ଲାଦ ଦୋରା

ଉଇକିପିଡ଼ିଆ‌ରୁ
(Prahlad Doraରୁ ଲେଉଟି ଆସିଛି)
ପ୍ରହ୍ଲାଦ ଦୋରା
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀମମତା ମାଢ଼ୀ
ପର ଅଧିକାରୀମମତା ମାଢ଼ୀ
ନିର୍ବାଚନ ମଣ୍ଡଳୀଚିତ୍ରକୋଣ୍ଡା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଗଙ୍ଗାଧର ମାଢ଼ୀ
ପର ଅଧିକାରୀଗଙ୍ଗାଧର ମାଢ଼ୀ
ନିର୍ବାଚନ ମଣ୍ଡଳୀଚିତ୍ରକୋଣ୍ଡା
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀଗଙ୍ଗାଧର ମାଢ଼ୀ
ପର ଅଧିକାରୀଗଙ୍ଗାଧର ମାଢ଼ୀ
ନିର୍ବାଚନ ମଣ୍ଡଳୀଚିତ୍ରକୋଣ୍ଡା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1946-09-18)୧୮ ସେପ୍ଟେମ୍ବର ୧୯୪୬
ମୃତ୍ୟୁ୨୦ ଅକ୍ଟୋବର ୨୦୨୧(2021-10-20) (ବୟସ ୭୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ, ଜନତା ପାର୍ଟି
ଜୀବନ ସାଥୀରତ୍ନାମାଳା ଦୋରା
ବାପା/ବୋଉଗୁରୁ ଦୋରା (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରହ୍ଲାଦ ଦୋରା (୧୮ ସେପ୍ଟେମ୍ବର ୧୯୪୬ - ୨୦ ଅକ୍ଟୋବର ୨୦୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୭୭, ୧୯୯୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୧୦ମ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପ୍ରହ୍ଲାଦ ଦୋରା ୧୯୮୦ ମସିହାର ମାର୍ଚ୍ଚ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୁରୁ ଦୋରା ଓ ତାଙ୍କ ପତ୍ନୀଙ୍କ ନାମ ରତ୍ନମାଳା ଦୋରା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରହ୍ଲାଦ ଦୋରା ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ପାର୍ଟିରେ ଓ ପରେ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ସେ ବାଚସ୍ପତି ଭାବରେ ଓଡ଼ିଶା ବିଧାନ ସଭାରେ ୧୯୯୦ରୁ ୧୯୯୫ ମସିହା ଯାଏଁ ଏବଂ ୨୦୦୪ ମସିହାରୁ ୨୦୦୯ ଯାଏ କାର୍ଯ୍ୟ କରିଥିଲେ ।[୨]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ଚିତ୍ରକୋଣ୍ଡା ଜନତା ପାର୍ଟି
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ଚିତ୍ରକୋଣ୍ଡା ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ଚିତ୍ରକୋଣ୍ଡା ଭାରତୀୟ ଜନତା ପାର୍ଟି

ମୃତ୍ୟୁ[ସମ୍ପାଦନା]

ପ୍ରହ୍ଲାଦ ଦୋରା ୨୦୨୧ ମସିହାର ଅକ୍ଟୋବର ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।[୪] ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Prahlad Dora". odishaassembly.nic.in. Odisha Assembly. Retrieved 13 April 2022.
  2. "Former Deputy Speaker of Odisha Assembly Prahalad Dora dies". Sambad English (in English). Bhubaneswar: sambadenglish.com. 20 October 2021. Archived from the original on 13 April 2022. Retrieved 13 April 2022. {{cite news}}: |archive-date= / |archive-url= timestamp mismatch; 20 ଅକ୍ଟୋବର 2021 suggested (help)CS1 maint: unrecognized language (link)
  3. "ପୂର୍ବତନ ବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ପରଲୋକ". ଧରିତ୍ରୀ (in ଓଡ଼ିଆ). ମାଲକାନଗିରି. 21 October 2021. p. ୩. Archived from the original on 13 April 2022. Retrieved 13 April 2022. {{cite news}}: |archive-date= / |archive-url= timestamp mismatch; 24 ଅକ୍ଟୋବର 2021 suggested (help)CS1 maint: unrecognized language (link)
  4. "Former Deputy Speaker Prahalad Dora passes away at 74". Prameya News (in English). Bhubaneswar. 20 October 2021. Archived from the original on 13 April 2022. Retrieved 13 April 2022. {{cite news}}: |archive-date= / |archive-url= timestamp mismatch; 20 ଅକ୍ଟୋବର 2021 suggested (help)CS1 maint: unrecognized language (link)