Jump to content

ପର୍ଟୁଜୁମାବ

ଉଇକିପିଡ଼ିଆ‌ରୁ
(Pertuzumabରୁ ଲେଉଟି ଆସିଛି)
ପର୍ଟୁଜୁମାବ
The structure of HER2 and pertuzumab
Monoclonal antibody
TypeWhole antibody
SourceHumanized (from mouse)
TargetHER2
Clinical data
Trade namesPerjeta
AHFS/Drugs.commonograph
data
Pregnancy
category
  • US: D (Evidence of risk)
    Routes of
    administration
    Intravenous
    Legal status
    Legal status
      (verify)

    ପର୍ଟୁଜୁମାବ, ଏକ ବେପାର ନାମ ପରଜେଟା, ଏକ ଔଷଧ ଯାହା ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ନିର୍ଦ୍ଦିଷ୍ଟ ଭାବରେ ଏହା ଏଚଇଆର୨-ଯୁକ୍ତାତ୍ମକ (HER2-positive) ପଜିଟିଭ୍ କେସ୍ ପାଇଁ ଓଟ୍ରାଷ୍ଟୁଜୁମାବ ଏବଂ ସମ୍ଭବତଃ ଡୋକେଟାକସେଲ ସହିତ ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଲ ଝାଡ଼ା, କେଶ ଝଡ଼ିବା, ନିମ୍ନ ନିଉଟ୍ରୋଫିଲ୍ ରକ୍ତ ସ୍ତର, ବାନ୍ତି, ଥକାପଣ, ରାସ ଏବଂ ପ୍ରାନ୍ତିୟ ସ୍ନାୟୁ ସମସ୍ୟା ହୋଇପାରେ ।[] ଅନ୍ୟାନ୍ୟପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍‌ପାତ, ଇନଫ୍ୟୁଜନ୍ ପ୍ରତିକ୍ରିୟା ଏବଂ ଆନାଫାଇଲାକ୍‌କସିସ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଜୀବକୋଷର ଏଚଇଆର୨ (HER2) ସହିତ ସଂଲଗ୍ନ ହୋଇ କର୍କଟ ରୋଗ କାରଣର ସଙ୍କେତକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

    ୨୦୧୨ ମସିହାରେରେ ଯୁକ୍ତରାଷ୍ଟ୍ର ଏବଂ ୨୦୧୩ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ପର୍ଟୁଜୁମାବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪୨୦ ମିଗ୍ରା ପ୍ରତି ୨,୪୦୦ ପାଉଣ୍ଡ ଖର୍ଚ୍ଚ ହୁଏ [] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫,୮୦୦ ଡଲାର ଅଟେ ।[]

    1. 1 2 3 4 "DailyMed - PERJETA- pertuzumab injection, solution, concentrate". dailymed.nlm.nih.gov. Archived from the original on 25 March 2021. Retrieved 27 October 2021.
    2. 1 2 3 "Pertuzumab Monograph for Professionals". Drugs.com (in ଇଂରାଜୀ). Archived from the original on 27 February 2021. Retrieved 27 October 2021.
    3. 1 2 "Perjeta". Archived from the original on 16 September 2021. Retrieved 27 October 2021.
    4. BNF 81: March-September 2021. BMJ Group and the Pharmaceutical Press. 2021. p. 926. ISBN 978-0857114105.
    5. "Perjeta Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 27 October 2021.