ପର୍ଟୁଜୁମାବ

ଉଇକିପିଡ଼ିଆ‌ରୁ
ପର୍ଟୁଜୁମାବ
The structure of HER2 and pertuzumab
Monoclonal antibody
TypeWhole antibody
SourceHumanized (from mouse)
TargetHER2
Clinical data
Trade namesPerjeta
AHFS/Drugs.commonograph
data
Pregnancy
category
  • US: D (Evidence of risk)
Routes of
administration
Intravenous
Legal status
Legal status
  (verify)

ପର୍ଟୁଜୁମାବ, ଏକ ବେପାର ନାମ ପରଜେଟା, ଏକ ଔଷଧ ଯାହା ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ନିର୍ଦ୍ଦିଷ୍ଟ ଭାବରେ ଏହା ଏଚଇଆର୨-ଯୁକ୍ତାତ୍ମକ (HER2-positive) ପଜିଟିଭ୍ କେସ୍ ପାଇଁ ଓଟ୍ରାଷ୍ଟୁଜୁମାବ ଏବଂ ସମ୍ଭବତଃ ଡୋକେଟାକସେଲ ସହିତ ବ୍ୟବହୃତ ହୁଏ ।[୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଲ ଝାଡ଼ା, କେଶ ଝଡ଼ିବା, ନିମ୍ନ ନିଉଟ୍ରୋଫିଲ୍ ରକ୍ତ ସ୍ତର, ବାନ୍ତି, ଥକାପଣ, ରାସ ଏବଂ ପ୍ରାନ୍ତିୟ ସ୍ନାୟୁ ସମସ୍ୟା ହୋଇପାରେ ।[୧] ଅନ୍ୟାନ୍ୟପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍‌ପାତ, ଇନଫ୍ୟୁଜନ୍ ପ୍ରତିକ୍ରିୟା ଏବଂ ଆନାଫାଇଲାକ୍‌କସିସ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଜୀବକୋଷର ଏଚଇଆର୨ (HER2) ସହିତ ସଂଲଗ୍ନ ହୋଇ କର୍କଟ ରୋଗ କାରଣର ସଙ୍କେତକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩]

୨୦୧୨ ମସିହାରେରେ ଯୁକ୍ତରାଷ୍ଟ୍ର ଏବଂ ୨୦୧୩ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ପର୍ଟୁଜୁମାବ ଅନୁମୋଦିତ ହୋଇଥିଲା ।[୨] [୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪୨୦ ମିଗ୍ରା ପ୍ରତି ୨,୪୦୦ ପାଉଣ୍ଡ ଖର୍ଚ୍ଚ ହୁଏ [୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫,୮୦୦ ଡଲାର ଅଟେ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "DailyMed - PERJETA- pertuzumab injection, solution, concentrate". dailymed.nlm.nih.gov. Archived from the original on 25 March 2021. Retrieved 27 October 2021.
  2. ୨.୦ ୨.୧ ୨.୨ "Pertuzumab Monograph for Professionals". Drugs.com (in ଇଂରାଜୀ). Archived from the original on 27 February 2021. Retrieved 27 October 2021.
  3. ୩.୦ ୩.୧ "Perjeta". Archived from the original on 16 September 2021. Retrieved 27 October 2021.
  4. BNF 81: March-September 2021. BMJ Group and the Pharmaceutical Press. 2021. p. 926. ISBN 978-0857114105.
  5. "Perjeta Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 27 October 2021.