ପେଗଭାଲାଇଏସ
| Clinical data | |
|---|---|
| Pronunciation | peg val' i ase |
| Trade names | Palynziq |
| Synonyms | Pegvaliase-pqpz; PEG-PAL; RAvPAL-PEG |
| AHFS/Drugs.com | monograph |
| data |
|
| Pregnancy category | |
| Routes of administration | Subcutaneous |
| Legal status | |
| Legal status | |
| Identifiers | |
| |
| Chemical and physical data | |
| Formula | C15H30N2O5 |
| Molar mass | ୩୧୮.୪୧ g·mol−1 |
| 3D model (JSmol) | |
| |
| |
ପେଗଭାଲାଇଏସ, ପାଲିଞ୍ଜିକ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଫିନାଇଲକିଟୋନୁରିଆ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ଏହା ବ୍ୟବହୃତ ହୁଏ ଯେତେବେଳେ ରୋଗୀର ଉପଯୁକ୍ତ ଖାଦ୍ୟ ଏବଂ ସାପ୍ରୋପ୍ଟେରିନ୍ ସହିତ ଚିକିତ୍ସା ଯଥେଷ୍ଟ ନୁହେଁ ।[୨] [୩] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ | [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା, ଗଣ୍ଠି ଯନ୍ତ୍ରଣା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ, ଆଞ୍ଜିଓଇଡିମା ଏବଂ ସେରମ ଅସୁସ୍ଥତା ହୋଇପାରେ ।[୨] [୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁ ପାଇଁ ନିରାପଦ କି ନୁହେଁ ତାହା ଅସ୍ପଷ୍ଟ ରହିଛି। [୩] ଏନଜାଇମ୍ ଫିନାଇଲଆଲାନିନ ଆମୋନିଆ ଲାଇଏସ ସହିତ ପଲିଥିନ୍ ଗ୍ଲାଇକଲ୍ ସଂଯୁକ୍ତ ହେବାଦ୍ୱାରା ଫିନାଇଲଆଲାନିନ ଭାଙ୍ଗି ଦେଇ କାର୍ଯ୍ୟକ୍ଷମ ହୁଏ ।[୨] [୩]
୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପେଗଭାଲାଇଏସ ଅନୁମୋଦିତ ହୋଇଥିଲା ।[୩] [୨] ୨୦୨୧ ସୁଦ୍ଧା ବ୍ରିଟେନରେ ଏହା ଉପଲବ୍ଧ ହୋଇନଥିଲା ।[୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୨୦ ମିଗ୍ରା ବିଶିଷ୍ଟ ଏକ ମାତ୍ରାର ମୂଲ୍ୟ ପ୍ରାୟ ୫୬୦ ଡଲାର ଥିଲା ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Palynziq". Therapeutic Goods Administration (TGA). 23 July 2021. Archived from the original on 5 September 2021. Retrieved 5 September 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Palynziq". Archived from the original on 20 October 2021. Retrieved 27 October 2021.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Pegvaliase-pqpz Monograph for Professionals". Drugs.com (in ଇଂରାଜୀ). Retrieved 27 October 2021.
- ↑ "Pegvaliase". SPS - Specialist Pharmacy Service. 31 March 2015. Archived from the original on 27 October 2021. Retrieved 27 October 2021.
- ↑ "Palynziq Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 27 October 2021.