ନେତ୍ରାନନ୍ଦ ବାରିକ

ଉଇକିପିଡ଼ିଆ‌ରୁ
(Netrananda Barikରୁ ଲେଉଟି ଆସିଛି)
ନେତ୍ରାନନ୍ଦ ବାରିକ
ଜନ୍ମ
ନେତ୍ରାନନ୍ଦ ବାରିକ
ମୃତ୍ୟୁ୦୬ ଡିସେମ୍ବର ୨୦୨୦
ଖୁଜେନପାଲି, ବଲାଙ୍ଗୀର
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତା, ଗୀତିକାର
ଉଲ୍ଲେଖନୀୟ କୃତିଶଲାବୁଢ଼ା, ଆଦିମ ବିଚାର, ଭୂଖା

ନେତ୍ରାନନ୍ଦ ବାରିକ, ଜଣେ ସମ୍ବଲପୁରୀ ଗୀତିକାର, କଳା ନିର୍ଦ୍ଦେଶକ ଓ ଅଭିନେତା ଥିଲେ । ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ମଧ୍ୟ ଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ନେତ୍ରାନନ୍ଦ ପୌରପାଳିକାରେ ଚାକିରୀ କରୁଥିଲେ । ତାଙ୍କର ୩ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ଚଳଚ୍ଚିତ୍ରରେ ଅଭିନୟ[ସମ୍ପାଦନା]

ରଚିତ ଗୀତ[ସମ୍ପାଦନା]

  • ଫଟାଇ ଖାଇଲି ବେଲ
  • ସଜନୀ[୧]
  • ମଚାନ ଉପରେ ବସିଛି
  • ଗାଁ ମାଟିର ଶିରୀ ଶଲାବୁଢ଼ା
  • କୁଇଲି ଝୁରୁଛେ ଗାଇଗାଇ
  • ଶୁଭ ଲଗନେ ବର କଲେ ଗମନ[୨]

ଆଧାର[ସମ୍ପାଦନା]

  1. "ଗୀତିକାର ନେତ୍ରାନନ୍ଦ ବାରିକଙ୍କ ପରଲୋକ". www.dharitri.com. ଧରିତ୍ରୀ. Archived from the original on 7 December 2020. Retrieved 7 December 2020.
  2. "ଗୀତିକାର ନେତ୍ରାନନ୍ଦ ବାରିକଙ୍କର ପରଲୋକ". No. ସମ୍ବାଦ ୦୭/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. p. ୭. Archived from the original on 7 December 2020. Retrieved 7 December 2020.