ନାଫ୍ଟିଫାଇନ
Clinical data | |
---|---|
Trade names | Naftin,[୧] Exoderil, others |
AHFS/Drugs.com | monograph |
MedlinePlus | a688020 |
Identifiers | |
| |
Chemical and physical data | |
Formula | C21H21N |
Molar mass | ୨୮୭.୪୧ g·mol−1 |
(verify) |
ନାଫ୍ଟିଫାଇନ (ଇଂରାଜୀ ଭାଷାରେ Naftifine), ନାଫ୍ଟିନ ଏହାର ବିକ୍ରୟ ନାମ, ଏକ କବକରୋଧୀ ଔଷଧ ଯାହା ଖେଳୁଆଡ଼ ପାଦ, ଜୋକ ଗଲୁ (joke itch), ଓ ରିଙ୍ଗ ୱର୍ମ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] କ୍ୟାଣ୍ଡିଡିଆସିସ୍ ନିମନ୍ତେ ଏହାର କିଛି ଉପକାର ମିଳୁଥିଲେ ମଧ୍ୟ ଏହାଠାରୁ ଅନ୍ୟ ଭଲ ଔଷଧ ମିଳେ । ଏହା କ୍ରିମ ବା ଜେଲି ଆକାରରେ ଚର୍ମରେ ଲଗାଯାଏ ।
ପାର୍ଶ୍ୱ ପ୍ରତିକ୍ରିୟା ୫%ରୁ କମ୍ ଲୋକଙ୍କଠାରେ ଘଟିଥାଏ ।[୧] ଏଥିରେ ଉତ୍ତେଜନା, ଲାଲ ରଙ୍ଗ, ଗଲୁ, ଜଳିବା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନାହିଁ, ଯଦିଓ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା ଟର୍ବିନାଫାଇନ୍ ସହିତ ସମତୁଲ ଏବଂ ଷ୍ଟେରୋଲ୍ ବାୟୋସିନ୍ଥେସିସ୍ ଅବରୋଧ କରି କାମ କରେ ବୋଲି ବିଶ୍ୱାସ କରାଯାଏ ।[୪] [୨]
୧୯୮୮ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ନାଫ୍ଟିଫାଇନ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୪୫ ଗ୍ରାମ ଟ୍ୟୁବର ମୂଲ୍ୟ ପ୍ରାୟ ୮୫ ଡଲାର ଥିଲା ।[୫] ଯୁକ୍ତରାଜ୍ୟରେ ଏହା ଉପଲବ୍ଧ ନୁହେଁ | [୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Gupta, Aditya K.; Mays, Rachel R.; Folley, Kelly A. (2019). "42. Topical antifungal agents". In Wolverton, Stephen E.; Wu, Jashin J. (eds.). Comprehensive Dermatologic Drug Therapy (in ଇଂରାଜୀ) (4th ed.). Elsevier. p. 486. ISBN 978-0-323-61211-1. Archived from the original on 2021-10-09. Retrieved 2021-10-07.
- ↑ ୨.୦ ୨.୧ ୨.୨ "Naftifine Monograph for Professionals". Drugs.com (in ଇଂରାଜୀ). Archived from the original on 19 July 2021. Retrieved 11 November 2021.
- ↑ "Naftifine topical Use During Pregnancy". Drugs.com (in ଇଂରାଜୀ). Archived from the original on 23 November 2020. Retrieved 11 November 2021.
- ↑ ୪.୦ ୪.୧ Ritter, James M.; Flower, Rod; Henderson, Graeme; Loke, Yoon Kong; Rang, Humphrey P. (2020). "54. Antifungal drugs". Rang & Dale's Pharmacology (in English). Elsevier. pp. 690–695. ISBN 978-0-7020-7448-6. Archived from the original on 2021-08-28. Retrieved 2021-10-07.
{{cite book}}
: CS1 maint: unrecognized language (link) - ↑ "Naftifine Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Retrieved 11 November 2021.