ନାଫ୍ଟିଫାଇନ

ଉଇକିପିଡ଼ିଆ‌ରୁ
ନାଫ୍ଟିଫାଇନ
Clinical data
Trade namesNaftin,[୧] Exoderil, others
AHFS/Drugs.commonograph
MedlinePlusa688020
Identifiers
  • (2E)-N-methyl-N-(1-naphthylmethyl)-3-phenylprop-2-en-1-amine
Chemical and physical data
FormulaC21H21N
Molar mass୨୮୭.୪୧ g·mol−1
  (verify)

ନାଫ୍ଟିଫାଇନ (ଇଂରାଜୀ ଭାଷାରେ Naftifine), ନାଫ୍ଟିନ ଏହାର ବିକ୍ରୟ ନାମ, ଏକ କବକରୋଧୀ ଔଷଧ ଯାହା ଖେଳୁଆଡ଼ ପାଦ, ଜୋକ ଗଲୁ (joke itch), ଓ ରିଙ୍ଗ ୱର୍ମ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ ।[୨] କ୍ୟାଣ୍ଡିଡିଆସିସ୍ ନିମନ୍ତେ ଏହାର କିଛି ଉପକାର ମିଳୁଥିଲେ ମଧ୍ୟ ଏହାଠାରୁ ଅନ୍ୟ ଭଲ ଔଷଧ ମିଳେ । ଏହା କ୍ରିମ ବା ଜେଲି ଆକାରରେ ଚର୍ମରେ ଲଗାଯାଏ ।

ପାର୍ଶ୍ୱ ପ୍ରତିକ୍ରିୟା ୫%ରୁ କମ୍ ଲୋକଙ୍କଠାରେ ଘଟିଥାଏ ।[୧] ଏଥିରେ ଉତ୍ତେଜନା, ଲାଲ ରଙ୍ଗ, ଗଲୁ, ଜଳିବା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନାହିଁ, ଯଦିଓ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା ଟର୍ବିନାଫାଇନ୍ ସହିତ ସମତୁଲ ଏବଂ ଷ୍ଟେରୋଲ୍ ବାୟୋସିନ୍ଥେସିସ୍ ଅବରୋଧ କରି କାମ କରେ ବୋଲି ବିଶ୍ୱାସ କରାଯାଏ ।[୪] [୨]

୧୯୮୮ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ନାଫ୍ଟିଫାଇନ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୪୫ ଗ୍ରାମ ଟ୍ୟୁବର ମୂଲ୍ୟ ପ୍ରାୟ ୮୫ ଡଲାର ଥିଲା ।[୫] ଯୁକ୍ତରାଜ୍ୟରେ ଏହା ଉପଲବ୍ଧ ନୁହେଁ | [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Gupta, Aditya K.; Mays, Rachel R.; Folley, Kelly A. (2019). "42. Topical antifungal agents". In Wolverton, Stephen E.; Wu, Jashin J. (eds.). Comprehensive Dermatologic Drug Therapy (in ଇଂରାଜୀ) (4th ed.). Elsevier. p. 486. ISBN 978-0-323-61211-1. Archived from the original on 2021-10-09. Retrieved 2021-10-07.
  2. ୨.୦ ୨.୧ ୨.୨ "Naftifine Monograph for Professionals". Drugs.com (in ଇଂରାଜୀ). Archived from the original on 19 July 2021. Retrieved 11 November 2021.
  3. "Naftifine topical Use During Pregnancy". Drugs.com (in ଇଂରାଜୀ). Archived from the original on 23 November 2020. Retrieved 11 November 2021.
  4. ୪.୦ ୪.୧ Ritter, James M.; Flower, Rod; Henderson, Graeme; Loke, Yoon Kong; Rang, Humphrey P. (2020). "54. Antifungal drugs". Rang & Dale's Pharmacology (in English). Elsevier. pp. 690–695. ISBN 978-0-7020-7448-6. Archived from the original on 2021-08-28. Retrieved 2021-10-07.{{cite book}}: CS1 maint: unrecognized language (link)
  5. "Naftifine Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Retrieved 11 November 2021.