ଲୋଭାଷ୍ଟାଟିନ
Clinical data | |
---|---|
Trade names | Mevacor, Altocor, others |
Synonyms | Monacolin K, Mevinolin |
AHFS/Drugs.com | monograph |
MedlinePlus | a688006 |
data |
|
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | <5%[୧] |
Protein binding | >98%[୧] |
Metabolism | Hepatic (CYP3A and CYP2C8 substrate)[୧] |
Elimination half-life | 2–5 hours[୧] |
Excretion | Faeces (83%), urine (10%)[୧] |
Identifiers | |
| |
ECHA InfoCard | 100.115.931 |
Chemical and physical data | |
Formula | C24H36O5 |
Molar mass | ୪୦୪.୫୫ g·mol−1 |
3D model (JSmol) | |
| |
| |
(verify) |
ଲୋଭାଷ୍ଟାଟିନ,ଏକ ବ୍ୟବସାୟୀକ ନାମ ମେଭାକୋର ବ୍ରାଣ୍ଡ, ଏକ ପ୍ରକାର ଷ୍ଟାଟିନ ଔଷଧ ଯାହା ଉଚ୍ଚ ରକ୍ତ କୋଲେଷ୍ଟେରୋଲ ଚିକିତ୍ସା ପାଇଁ ଏବଂ ହୃଦରକ୍ତନାଳୀ ରୋଗର ଆଶଙ୍କା କମାଇବା ପାଇଁ ଦିଆଯାଏ | [୨] ଜୀବନଶୈଳୀ ପରିବର୍ତ୍ତନ ସହିତ ଏହାର ବ୍ୟବହାରକୁ ସୁପାରିଶ କରାଯାଏ | [୩] ଏହା ପାଟିରେ ଦିଆଯାଏ | [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, କୋଷ୍ଠକାଠିନ୍ୟ, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ରାସ୍ ଏବଂ ଶୋଇବାରେ ଅସୁବିଧା ହୋଇପାରେ | [୨] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, , ରାବଡୋମାୟୋଲାଇସିସ, ଏବଂ ବୃକ୍କ ବିଫଳତା ହୋଇପାରେ | [୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ଏବଂ ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ | [୪] ଏହା ଏଚଏମଜି-ସିଓଏ ରିଡକ୍ଟେଜ ଏଞ୍ଜାଇମକୁ ଅବରୋଧ କରି ଯକୃତଦ୍ୱାରା ସୃଷ୍ଟି ହେଉଥିବା କୋଲେଷ୍ଟେରୋଲ କ୍ଷମତାକୁ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ | [୩]
ଲୋଭାଷ୍ଟାଟିନ ୧୯୭୯ ମସିହାର ପେଟେଣ୍ଟ ହୋଇଥିଲା ଏବଂ ୧୯୮୭ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୨] ଯୁକ୍ତରାଷ୍ଟ୍ରରେ ଏହାର ହୋଲସେଲ ମୂଲ୍ୟ ପ୍ରାୟ ୦.୦୫ ଡଲାର ଅଟେ। [୬] ୨୦୧୭ ମସିହାରେ ଏହାର ନଅ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ହୋଇ ଯୁକ୍ତରାଷ୍ଟ୍ରର ୮୪ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା | [୭] [୮] ୨୦୦୯ରେ ଯୁକ୍ତରାଜ୍ୟରେ ଲୋଭାଷ୍ଟାଟିନ୍ ଉପଲବ୍ଧ ନଥିଲା | [୯]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ Neuvonen, PJ; Backman, JT; Niemi, M (2008). "Pharmacokinetic comparison of the potential over-the-counter statins simvastatin, lovastatin, fluvastatin and pravastatin". Clinical Pharmacokinetics. 47 (7): 463–74. doi:10.2165/00003088-200847070-00003. PMID 18563955.
- ↑ ୨.୦ ୨.୧ ୨.୨ "Lovastatin Monograph for Professionals". Drugs.com. American Society of Health-System Pharmacists. Retrieved 3 March 2019.
- ↑ ୩.୦ ୩.୧ ୩.୨ ୩.୩ "Lovastatin Monograph for Professionals". Drugs.com. American Society of Health-System Pharmacists. Retrieved 3 March 2019.
- ↑ "Lovastatin Pregnancy and Breastfeeding Warnings". Drugs.com. Retrieved 3 March 2019.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery. John Wiley & Sons. p. 472. ISBN 9783527607495.
- ↑ "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2020". ClinCalc. Retrieved 11 April 2020.
- ↑ "Lovastatin - Drug Usage Statistics". ClinCalc. Retrieved 11 April 2020.
- ↑ "Statins: updates to product safety information" (PDF). MHRA. November 2009. p. 2. Archived from the original (PDF) on 6 March 2019. Retrieved 3 March 2019.