ଲୋଭାଷ୍ଟାଟିନ

ଉଇକିପିଡ଼ିଆ‌ରୁ
ଲୋଭାଷ୍ଟାଟିନ
Clinical data
Trade namesMevacor, Altocor, others
SynonymsMonacolin K, Mevinolin
AHFS/Drugs.commonograph
MedlinePlusa688006
data
Pregnancy
category
  • US: X (Contraindicated)
Routes of
administration
By mouth
Legal status
Legal status
Pharmacokinetic data
Bioavailability<5%[୧]
Protein binding>98%[୧]
MetabolismHepatic (CYP3A and CYP2C8 substrate)[୧]
Elimination half-life2–5 hours[୧]
ExcretionFaeces (83%), urine (10%)[୧]
Identifiers
  • (1S,3R,7S,8S,8aR)-8-{2-[(2R,4R)-4-Hydroxy-6-oxooxan-2-yl]ethyl}-3,7-dimethyl-1,2,3,7,8,8a-hexahydronaphthalen-1-yl (2S)-2-methylbutanoate
ECHA InfoCard100.115.931 Edit this at Wikidata
Chemical and physical data
FormulaC24H36O5
Molar mass୪୦୪.୫୫ g·mol−1
3D model (JSmol)
  • O=C(O[C@@H]1[C@H]3C(=C/[C@H](C)C1)\C=C/[C@@H]([C@@H]3CC[C@H]2OC(=O)C[C@H](O)C2)C)[C@@H](C)CC
  • InChI=1S/C24H36O5/c1-5-15(3)24(27)29-21-11-14(2)10-17-7-6-16(4)20(23(17)21)9-8-19-12-18(25)13-22(26)28-19/h6-7,10,14-16,18-21,23,25H,5,8-9,11-13H2,1-4H3/t14-,15-,16-,18+,19+,20-,21-,23-/m0/s1 checkY
  • Key:PCZOHLXUXFIOCF-BXMDZJJMSA-N checkY
  (verify)

ଲୋଭାଷ୍ଟାଟିନ,ଏକ ବ୍ୟବସାୟୀକ ନାମ ମେଭାକୋର ବ୍ରାଣ୍ଡ, ଏକ ପ୍ରକାର ଷ୍ଟାଟିନ ଔଷଧ ଯାହା ଉଚ୍ଚ ରକ୍ତ କୋଲେଷ୍ଟେରୋଲ ଚିକିତ୍ସା ପାଇଁ ଏବଂ ହୃଦରକ୍ତନାଳୀ ରୋଗର ଆଶଙ୍କା କମାଇବା ପାଇଁ ଦିଆଯାଏ | [୨] ଜୀବନଶୈଳୀ ପରିବର୍ତ୍ତନ ସହିତ ଏହାର ବ୍ୟବହାରକୁ ସୁପାରିଶ କରାଯାଏ | [୩] ଏହା ପାଟିରେ ଦିଆଯାଏ | [୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, କୋଷ୍ଠକାଠିନ୍ୟ, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ରାସ୍ ଏବଂ ଶୋଇବାରେ ଅସୁବିଧା ହୋଇପାରେ | [୨] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, , ରାବଡୋମାୟୋଲାଇସିସ, ଏବଂ ବୃକ୍‌କ ବିଫଳତା ହୋଇପାରେ | [୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ଏବଂ ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ | [୪] ଏହା ଏଚଏମଜି-ସିଓଏ ରିଡକ୍ଟେଜ ଏଞ୍ଜାଇମକୁ ଅବରୋଧ କରି ଯକୃତଦ୍ୱାରା ସୃଷ୍ଟି ହେଉଥିବା କୋଲେଷ୍ଟେରୋଲ କ୍ଷମତାକୁ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ | [୩]

ଲୋଭାଷ୍ଟାଟିନ ୧୯୭୯ ମସିହାର ପେଟେଣ୍ଟ ହୋଇଥିଲା ଏବଂ ୧୯୮୭ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୨] ଯୁକ୍ତରାଷ୍ଟ୍ରରେ ଏହାର ହୋଲସେଲ ମୂଲ୍ୟ ପ୍ରାୟ ୦.୦୫ ଡଲାର ଅଟେ। [୬] ୨୦୧୭ ମସିହାରେ ଏହାର ନଅ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ହୋଇ ଯୁକ୍ତରାଷ୍ଟ୍ରର ୮୪ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା | [୭] [୮] ୨୦୦୯ରେ ଯୁକ୍ତରାଜ୍ୟରେ ଲୋଭାଷ୍ଟାଟିନ୍ ଉପଲବ୍ଧ ନଥିଲା | [୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Neuvonen, PJ; Backman, JT; Niemi, M (2008). "Pharmacokinetic comparison of the potential over-the-counter statins simvastatin, lovastatin, fluvastatin and pravastatin". Clinical Pharmacokinetics. 47 (7): 463–74. doi:10.2165/00003088-200847070-00003. PMID 18563955.
  2. ୨.୦ ୨.୧ ୨.୨ "Lovastatin Monograph for Professionals". Drugs.com. American Society of Health-System Pharmacists. Retrieved 3 March 2019.
  3. ୩.୦ ୩.୧ ୩.୨ ୩.୩ "Lovastatin Monograph for Professionals". Drugs.com. American Society of Health-System Pharmacists. Retrieved 3 March 2019.
  4. "Lovastatin Pregnancy and Breastfeeding Warnings". Drugs.com. Retrieved 3 March 2019.
  5. Fischer, Jnos; Ganellin, C. Robin (2006). Analogue-based Drug Discovery. John Wiley & Sons. p. 472. ISBN 9783527607495.
  6. "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
  7. "The Top 300 of 2020". ClinCalc. Retrieved 11 April 2020.
  8. "Lovastatin - Drug Usage Statistics". ClinCalc. Retrieved 11 April 2020.
  9. "Statins: updates to product safety information" (PDF). MHRA. November 2009. p. 2. Archived from the original (PDF) on 6 March 2019. Retrieved 3 March 2019.