Jump to content

ଲୋମୁଷ୍ଟାଇନ

ଉଇକିପିଡ଼ିଆ‌ରୁ
(Lomustineରୁ ଲେଉଟି ଆସିଛି)
ଲୋମୁଷ୍ଟାଇନ
Clinical data
Trade namesCeeNU, Gleostine, CCNU, others
Synonyms1-(2-chloroethyl)-3-cyclohexyl-1-nitrosourea
AHFS/Drugs.commonograph
MedlinePlusa682207
Pregnancy
category
  • AU: D
  • US: D (Evidence of risk)
    Routes of
    administration
    By mouth (capsules)
    Legal status
    Legal status
    Pharmacokinetic data
    Bioavailability~100%
    Protein binding50%
    MetabolismLiver
    MetabolitesMonoxydroxylated metabolites, trans-4-hydroxy-CCNU, cis-4-hydroxy-CCNU[]
    Elimination half-life16–48 hours (metabolites)
    Identifiers
    • N-(2-Chloroethyl)-N'-cyclohexyl-N-nitrosourea
    ECHA InfoCard100.032.585 Edit this at Wikidata
    Chemical and physical data
    FormulaC9H16ClN3O2
    Molar mass୨୩୩.୭0 g·mol−1
    3D model (JSmol)
    Melting point90 °C (194 °F)
    • O=C(NC1CCCCC1)N(N=O)CCCl
    • InChI=1S/C9H16ClN3O2/c10-6-7-13(12-15)9(14)11-8-4-2-1-3-5-8/h8H,1-7H2,(H,11,14) checkY
    • Key:GQYIWUVLTXOXAJ-UHFFFAOYSA-N checkY
      (verify)

    ଲୋମୁଷ୍ଟାଇନ (ଇଂରାଜୀ ଭାଷାରେ Lomustine), ସିନୁ (CeeNU ) ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମସ୍ତିଷ୍କ ଅର୍ବୁଦ, ମେଲାନୋମା, ଏବଂ ହଜକିନ୍ସ ଲିମ୍ଫୋମା (HL) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ହଜକିନ୍ସ ଲିମ୍ଫୋମାରେ ଏହା ବ୍ୟବହୃତ ହୁଏ ଯେତେବେଳେ ଅନ୍ୟ ସମସ୍ତ ଚିକିତ୍ସା କାମ କରିନଥାଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସ୍‌ଫୁସ୍ ଫାଇବ୍ରୋସିସ୍, ସ୍ୱଳ୍ପ ରକ୍ତ ପ୍ଲାଟେଲେଟ୍, ସ୍ୱଳ୍ପ ଶ୍ୱେତରକ୍ତ କଣିକା, ସ୍ୱଳ୍ପ ଲୋହିତ ରକ୍ତ କଣିକା, ଅଇ, ବୃକ୍‌କ ସମସ୍ୟା ଏବଂ ଯକୃତ ସମସ୍ୟା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କେଶହାନୀ, ଦ୍ୱନ୍ଦ୍ୱ, ଦୃଷ୍ଟି ଶକ୍ତି ହ୍ରାସ, ଏବଂ ପାଟି ପ୍ରଦାହ ହୋଇପାରେ ।[] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[] ଏହା ଏକ ଆଲକିଲେଟିଂ ନାଇଟ୍ରୋସୋୟୂରିଆ ଯୌଗିକ ପଦାର୍ଥ ।[]

    ୧୯୭୬ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଲୋମୁଷ୍ଟାଇନ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ୧୦୦ ମିଗ୍ରା ବଟିକା ପାଇଁ ପ୍ରାୟ ୧୦୫୦ ଡଲାର ଖର୍ଚ୍ଚ ହେଉଥିଲା ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୫୦ ପାଉଣ୍ଡ ।[]

    1. Lee FY, Workman P, Roberts JT, Bleehen NM (1985). "Clinical pharmacokinetics of oral CCNU (lomustine)". Cancer Chemotherapy and Pharmacology. 14 (2): 125–31. doi:10.1007/bf00434350. PMID 3971475. S2CID 29619378.
    2. 1 2 3 4 5 6 "Lomustine Monograph for Professionals". Drugs.com (in ଇଂରାଜୀ). Archived from the original on 17 August 2019. Retrieved 24 November 2021.
    3. 1 2 3 4 5 BNF 81: March-September 2021. BMJ Group and the Pharmaceutical Press. 2021. p. 941. ISBN 978-0857114105.
    4. "Gleostine Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 24 November 2021.