ଲୋମୁଷ୍ଟାଇନ

ଉଇକିପିଡ଼ିଆ‌ରୁ
ଲୋମୁଷ୍ଟାଇନ
Clinical data
Trade namesCeeNU, Gleostine, CCNU, others
Synonyms1-(2-chloroethyl)-3-cyclohexyl-1-nitrosourea
AHFS/Drugs.commonograph
MedlinePlusa682207
Pregnancy
category
  • AU: D
  • US: D (Evidence of risk)
Routes of
administration
By mouth (capsules)
Legal status
Legal status
Pharmacokinetic data
Bioavailability~100%
Protein binding50%
MetabolismLiver
MetabolitesMonoxydroxylated metabolites, trans-4-hydroxy-CCNU, cis-4-hydroxy-CCNU[୧]
Elimination half-life16–48 hours (metabolites)
Identifiers
  • N-(2-Chloroethyl)-N'-cyclohexyl-N-nitrosourea
ECHA InfoCard100.032.585 Edit this at Wikidata
Chemical and physical data
FormulaC9H16ClN3O2
Molar mass୨୩୩.୭0 g·mol−1
3D model (JSmol)
Melting point90 °C (194 °F)
  • O=C(NC1CCCCC1)N(N=O)CCCl
  • InChI=1S/C9H16ClN3O2/c10-6-7-13(12-15)9(14)11-8-4-2-1-3-5-8/h8H,1-7H2,(H,11,14) checkY
  • Key:GQYIWUVLTXOXAJ-UHFFFAOYSA-N checkY
  (verify)

ଲୋମୁଷ୍ଟାଇନ (ଇଂରାଜୀ ଭାଷାରେ Lomustine), ସିନୁ (CeeNU ) ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମସ୍ତିଷ୍କ ଅର୍ବୁଦ, ମେଲାନୋମା, ଏବଂ ହଜକିନ୍ସ ଲିମ୍ଫୋମା (HL) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୩] ହଜକିନ୍ସ ଲିମ୍ଫୋମାରେ ଏହା ବ୍ୟବହୃତ ହୁଏ ଯେତେବେଳେ ଅନ୍ୟ ସମସ୍ତ ଚିକିତ୍ସା କାମ କରିନଥାଏ ।[୨] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସ୍‌ଫୁସ୍ ଫାଇବ୍ରୋସିସ୍, ସ୍ୱଳ୍ପ ରକ୍ତ ପ୍ଲାଟେଲେଟ୍, ସ୍ୱଳ୍ପ ଶ୍ୱେତରକ୍ତ କଣିକା, ସ୍ୱଳ୍ପ ଲୋହିତ ରକ୍ତ କଣିକା, ଅଇ, ବୃକ୍‌କ ସମସ୍ୟା ଏବଂ ଯକୃତ ସମସ୍ୟା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କେଶହାନୀ, ଦ୍ୱନ୍ଦ୍ୱ, ଦୃଷ୍ଟି ଶକ୍ତି ହ୍ରାସ, ଏବଂ ପାଟି ପ୍ରଦାହ ହୋଇପାରେ ।[୩] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୩] ଏହା ଏକ ଆଲକିଲେଟିଂ ନାଇଟ୍ରୋସୋୟୂରିଆ ଯୌଗିକ ପଦାର୍ଥ ।[୨]

୧୯୭୬ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଲୋମୁଷ୍ଟାଇନ ଅନୁମୋଦିତ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ୧୦୦ ମିଗ୍ରା ବଟିକା ପାଇଁ ପ୍ରାୟ ୧୦୫୦ ଡଲାର ଖର୍ଚ୍ଚ ହେଉଥିଲା ।[୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୫୦ ପାଉଣ୍ଡ ।[୩]

ଆଧାର[ସମ୍ପାଦନା]

  1. Lee FY, Workman P, Roberts JT, Bleehen NM (1985). "Clinical pharmacokinetics of oral CCNU (lomustine)". Cancer Chemotherapy and Pharmacology. 14 (2): 125–31. doi:10.1007/bf00434350. PMID 3971475. S2CID 29619378.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Lomustine Monograph for Professionals". Drugs.com (in ଇଂରାଜୀ). Archived from the original on 17 August 2019. Retrieved 24 November 2021.
  3. ୩.୦ ୩.୧ ୩.୨ ୩.୩ ୩.୪ BNF 81: March-September 2021. BMJ Group and the Pharmaceutical Press. 2021. p. 941. ISBN 978-0857114105.
  4. "Gleostine Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 24 November 2021.