ଲାପାଟିନିବ
Clinical data | |
---|---|
Trade names | Tykerb, Tyverb, others |
Other names | Lapatinib ditosylate |
AHFS/Drugs.com | Monograph |
MedlinePlus | a607055 |
License data |
|
Pregnancy </nowiki> </nowiki>category |
|
Routes of </nowiki> </nowiki>administration |
By mouth (tablets) |
Legal status | |
Legal status |
|
Pharmacokinetic data | |
Bioavailability | Variable, increased with food |
Protein binding | >99% |
Metabolism | Liver, mostly CYP3A-mediated (minor 2C19 and 2C8 involvement) |
Elimination half-life</nowiki> | 24 hours (repeated dosing), 14.2 hours (single dose) |
Excretion | Mostly Feces |
Identifiers | |
IUPAC name
| |
Chemical and physical data | |
Formula | C29H26ClFN4O4S |
Molar mass | 581.06 g·mol−1 |
3D model (JSmol) | |
SMILES
| |
InChI
| |
(what is this?) (verify) |
ଲାପାଟିନିବ (ଇଂରାଜୀ ଭାଷାରେ Lapatinib), ଟାଇକର୍ବ ଏବଂ ଟାଇଭର୍ବ ବିକ୍ରୟ ନାମ, ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ଏଚଇଆର୨ (HER2) ଯୁକ୍ତାତ୍ମକ ସ୍ତନ କର୍କଟ ପାଇଁ ଲେଟ୍ରୋଜୋଲ, ଟ୍ରାଷ୍ଟୁଜୁମାବ, କିମ୍ବା କ୍ୟାପେସାଇଟାବିନ ସହିତ ଦିଆଯାଏ ।[୧] [୨] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ରାସ, ଥକାପଣ, ଯକୃତ ସମସ୍ୟା, ଗଲୁ, ଅଇ ଏବଂ କେଶହାନୀ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି (QT) ବିସ୍ତାର ବା ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ, ନିମୋନାଇଟିସ୍, ନିମ୍ନ ରକ୍ତ ପ୍ଲାଟେଲେଟ, ସ୍ୱଳ୍ପ ଲାଲ ରକ୍ତ କଣିକା କିମ୍ବା ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ଦେଲେ ଶିଶୁର କ୍ଷତି କରିପାରେ ।[୧] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର ଯାହା ଏଚଇଆର୨/ନେଉ (HER2) ଏବଂ ଏପିଡର୍ମାଲ ଗ୍ରୋଥ ରିସେପ୍ଟରକୁ (epidermal growth factor receptor (EGFR)) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩]
୨୦୦୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୮ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲାପାଟିନିବ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଜ୍ୟରେ ୧୦୦୦ ମିଗ୍ରା ଔଷଧ ୪ ସପ୍ତାହ ଦେଲେ ୨୦୨୧ ସୁଦ୍ଧା ତାହାର ମୂଲ୍ୟ ପ୍ରାୟ ୯୭୦ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪,୩୦୦ ଡଲାର ଅଟେ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Lapatinib Monograph for Professionals". Drugs.com (in ଇଂରାଜୀ). Archived from the original on 26 January 2021. Retrieved 20 November 2021.
- ↑ ୨.୦ ୨.୧ "Tyverb". Archived from the original on 23 October 2021. Retrieved 20 November 2021.
- ↑ Higa GM, Abraham J (September 2007). "Lapatinib in the treatment of breast cancer". Expert Review of Anticancer Therapy. 7 (9): 1183–92. doi:10.1586/14737140.7.9.1183. PMID 17892419. Archived from the original on 2021-05-25. Retrieved 2021-10-03.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1031. ISBN 978-0857114105.
- ↑ "Lapatinib Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 20 November 2021.