କୁନ୍ନାମକୁଲାମ

ଉଇକିପିଡ଼ିଆ ରୁ
(Kunnamkulam ରୁ ଲେଉଟି ଆସିଛି)
Jump to navigation Jump to search
Kunnamkulam
Town / city
Kunnamkulam bus stand
Kunnamkulam bus stand
Kunnamkulam is located in Kerala
Kunnamkulam
Kunnamkulam
Location in Kerala, India
ଅବସ୍ଥିତି: 10°39′N 76°05′E / 10.65°N 76.08°E / 10.65; 76.08Coordinates: 10°39′N 76°05′E / 10.65°N 76.08°E / 10.65; 76.08
ଦେଶ India
ରାଜ୍ୟKerala
ଜିଲ୍ଲାThrissur District
କ୍ଷେତ୍ରଫଳ
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା57 m (187 ft)
ଜନସଂଖ୍ୟା (2001)
 • ମୋଟ୫୪
 • ଘନତା/km2 (4,100/sq mi)
ଭାଷା
 • ସରକାରୀMalayalam, English
IST (UTC+5:30)
ପିନ କୋଡ଼680503

କୁନ୍ନାମକୁଲାମ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା କେରଳର ଥ୍ରିସ୍ସୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

କୁନ୍ନାମକୁଲାମ ୧୦.୬୪୮୪ ଉତ୍ତର ଅକ୍ଷାଂଶ ଓ ୭୬.୦୭୦୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କୁନ୍ନାମକୁଲାମ ସହରର ମୋଟ ଜନସଂଖ୍ୟା ୫୧୫୮୫ ଅଟେ ।[୨] ସେଥି ମଧ୍ୟରୁ ୪୭.୨୯% ଜଣ ପରୁଷ ହୋଇଥିବା ବେଳେ ୫୨.୭୧% ଜଣ ନାରୀ ଅଟନ୍ତି । କୁନ୍ନାମକୁଲାମର ସାକ୍ଷରତା ହାର ୮୪.୬୧% ଅଟେ । ଏହା ଜାତୀୟ ହାର ଠାରୁ ୧୯.୭୭% ପ୍ରତିଶତ କମ ଅଟେ । ସେଥିରୁ ୪୦.୭୮% ପ୍ରତିଶତ ପୁରୁଷ ଓ ୪୩.୮୩% ନାରୀ ଅଟନ୍ତି । ୧୦.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ମାଲୟଲାମ କୁନ୍ନାମକୁଲାମର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]