କୁନ୍ନାମକୁଲାମ
ଦେଖଣା
Kunnamkulam | |
|---|---|
Town / city | |
Kunnamkulam bus stand | |
| ଦେଶ | |
| ରାଜ୍ୟ | Kerala |
| ଜିଲ୍ଲା | Thrissur District |
| Area | |
| • ସମୁଦାୟ | 34.18 km2 (13.20 sq mi) |
| Elevation | 57 m (187 ft) |
| Population (2001) | |
| • Total | ୫୪,୦୭୧ |
| • Density | 1,600/km2 (4,100/sq mi) |
| ଭାଷା | |
| • ସରକାରୀ | Malayalam, English |
| Time zone | UTC+5:30 (IST) |
| PIN | |
କୁନ୍ନାମକୁଲାମ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା କେରଳର ଥ୍ରିସ୍ସୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]କୁନ୍ନାମକୁଲାମ ୧୦.୬୪୮୪ ଉତ୍ତର ଅକ୍ଷାଂଶ ଓ ୭୬.୦୭୦୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କୁନ୍ନାମକୁଲାମ ସହରର ମୋଟ ଜନସଂଖ୍ୟା ୫୧୫୮୫ ଅଟେ ।[୨] ସେଥି ମଧ୍ୟରୁ ୪୭.୨୯% ଜଣ ପରୁଷ ହୋଇଥିବା ବେଳେ ୫୨.୭୧% ଜଣ ନାରୀ ଅଟନ୍ତି । କୁନ୍ନାମକୁଲାମର ସାକ୍ଷରତା ହାର ୮୪.୬୧% ଅଟେ । ଏହା ଜାତୀୟ ହାରଠାରୁ ୧୯.୭୭% ପ୍ରତିଶତ କମ ଅଟେ । ସେଥିରୁ ୪୦.୭୮% ପ୍ରତିଶତ ପୁରୁଷ ଓ ୪୩.୮୩% ନାରୀ ଅଟନ୍ତି । ୧୦.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ମାଲୟଲାମ କୁନ୍ନାମକୁଲାମର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.