କଣ୍ଡଲା
Appearance
(Kandlaରୁ ଲେଉଟି ଆସିଛି)
କଣ୍ଡଲା ବନ୍ଦର
કંડલા | |
---|---|
ବନ୍ଦର ଏବଂ ସହର | |
ଦେଶ | India |
State | ଗୁଜରାଟ |
ଜିଲ୍ଲା | କଚ୍ଛ |
Elevation | 3 m (10 ft) |
ଭାଷା | |
• ସରକାରୀ | ଗୁଜରାଟୀ, ହିନ୍ଦୀ |
Time zone | IST (+୫.୩୦) |
ଯାନବାହାନ ପଞ୍ଚୀକରଣ | GJ-12 |
କଣ୍ଡଲା ବା କଣ୍ଡଲା ବନ୍ଦର (ଗୁଜରାଟୀ: કંડલા) ଗୁଜରାଟ ରାଜ୍ୟର ଆୟତନ ଅନୁସାରେ ବଡ଼ ଜିଲ୍ଲା କଚ୍ଛ ଜିଲ୍ଲାର ଗାନ୍ଧିଧାମ ନିକଟ ସମୂଦ୍ରକୂଳରେ ଅବସ୍ଥିତ ଦେଶର ଏକ ବଡ଼ ବନ୍ଦର ଅଟେ। ଏହା ଆରବ ସାଗରକୂଳରେ ଅବସ୍ଥିତ । ଦେଶ ବିଭାଜନ ସମୟରେ କରାଚି ବନ୍ଦର ପାକିସ୍ଥାନକୁ ଦିଆଗଲା ଓ ପଶ୍ଚିମ ଭାରତର ମୂଖ୍ୟ ବନ୍ଦର ଭାବରେ ୧୯୫୦ ମସିହାରେ କଣ୍ଡଲା ବନ୍ଦରର ସ୍ଥାପନା କରାଯାଇଥିଲା ।
ଇତିହାସ
[ସମ୍ପାଦନା]ଅର୍ଥନୀତି
[ସମ୍ପାଦନା]ଆଧାର
[ସମ୍ପାଦନା]ବାହାର ତଥ୍ୟ
[ସମ୍ପାଦନା]- Kandla Port Trust website Archived 2018-07-22 at the Wayback Machine.