ଯୋଗେଶ ଚନ୍ଦ୍ର ସିଂହ ଦେଓ
ଦେଖଣା
(Jogesh Chandra Singh Deoରୁ ଲେଉଟି ଆସିଛି)
ଯୋଗେଶ ଚନ୍ଦ୍ର ସିଂହ ଦେଓ | |
---|---|
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ପର ଅଧିକାରୀ | ପ୍ରତାପ କେଶରୀ ଦେଓ, କରୁଣାକର ଭୋଇ |
ନିର୍ବାଚନ ମଣ୍ଡଳୀ | ଭବାନୀପାଟଣା |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୨୮ ଡିସେମ୍ବର ୧୯୯୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ |
ଜୀବନ ସାଥୀ | ଅବନ୍ତିକା ଦେବୀ |
ବାପା/ବୋଉ | ଦୁର୍ଗା ମାଧବ ସିଂହ ଦେଓ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଯୋଗେଶ ଚନ୍ଦ୍ର ସିଂହ ଦେଓ (ମୃତ୍ୟୁ: ୨୮ ଡିସେମ୍ବର ୧୯୯୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଯୋଗେଶ ଚନ୍ଦ୍ର ସିଂହ ଦେଓଙ୍କ ବାପାଙ୍କ ନାମ ଦୁର୍ଗା ମାଧବ ସିଂହ ଦେଓ ଓ ପତ୍ନୀଙ୍କ ନାମ ଅବନ୍ତିକା ଦେବୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଯୋଗେଶ ଚନ୍ଦ୍ର ସିଂହ ଦେଓ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଯୋଗେଶ ୧୯୯୨ ମସିହାର ଡିସେମ୍ବର ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Jogesh Chandra Singh Deo". odishaassembly.nic.in. Odisha Assembly. Retrieved 15 May 2021.