ଭାରତୀୟ ମୁଦ୍ରା
ଦେଖଣା
(Indian rupeeରୁ ଲେଉଟି ଆସିଛି)
ଭାରତୀୟ ମୁଦ୍ରା ବା ଟଙ୍କା ଭାରତ, ନେପାଳ ଓ ଭୁଟାନରେ ବ୍ୟବହୃତ ହେଇଥାଏ । ଏହା ଭାରତୀୟ ରିଜର୍ଭ ବ୍ୟାଙ୍କଦ୍ୱାରା ଅନୁମୋଦିତ ହୋଇଥାଏ ।
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତରେ ମୁଦ୍ରାର ବ୍ୟବହାର ଆରମ୍ଭ ହେଇଥିଲା । ପ୍ରଥମେ ମୁଦ୍ରା ପ୍ରଚଳନ କରିଥିବା ଦେଶମାନଙ୍କ ଭିତରୁ ଅନ୍ୟତମ ।[୧] [୨]
- ଦୁଇ ହଜାର ଟଙ୍କା (୨୦୦୦ ଟଙ୍କା)
- ପାଞ୍ଚ ଶତ ଟଙ୍କା (୫୦୦ ଟଙ୍କା)
- ଏକ ଶତ ଟଙ୍କା (୧୦୦ ଟଙ୍କା)
- ପଚାଶ ଟଙ୍କା (୫୦ ଟଙ୍କା)
- କୋଡ଼ିଏ ଟଙ୍କା (୨୦ ଟଙ୍କା)
- ଦଶ ଟଙ୍କା (୧୦ ଟଙ୍କା)
- ପାଞ୍ଚ ଟଙ୍କା (୫ ଟଙ୍କା)
- ଏକ ଟଙ୍କା (୧ ଟଙ୍କା)
ଧାତବ ମୁଦ୍ରା (କଏନ୍)
[ସମ୍ପାଦନା]- ଦଶ ଟଙ୍କା(୧,୦୦୦ ପଇସା)
- ପାଞ୍ଚ ଟଙ୍କା(୫୦୦ ପଇସା): ପାଞ୍ଚଟଙ୍କିଆ ମୁଦ୍ରା କ୍ୟୁପ୍ରୋ-ନିକେଲ ଧାତୁରେ ନିର୍ମିତ । ଏହାର ଓଜନ ୯.୦ ଗ୍ରାମ | ଏହାର ବ୍ୟାସ ୨୩ ମି.ମି. ଓ ଆକୃତି ଗୋଲାକାର ।
- ଦୁଇ ଟଙ୍କା(୨୦୦ ପଇସା): ଦୁଇଟଙ୍କିଆ ମୁଦ୍ରା ମୁଦ୍ରା କ୍ୟୁପ୍ରୋ-ନିକେଲ ଧାତୁରେ ନିର୍ମିତ । ଏହାର ଓଜନ ୬.୦ ଗ୍ରାମ ଏହାର ବ୍ୟାସ ୨୬ ମି.ମି. ଓ ଆକୃତି ଏକାଦଶ କୋଣୀୟ ।
- ଏକ ଟଙ୍କା(୧୦୦ ପଇସା): ଏକଟଙ୍କିଆ ମୁଦ୍ରା ଫେରୋଟିକ୍ ଷ୍ଟେନ୍ଲେସ୍ ଷ୍ଟିଲ ଧାତୁରେ ନିର୍ମିତ । ଏହାର ଓଜନ ୪.୮୫ ଗ୍ରାମ | ଏହାର ବ୍ୟାସ ୨୫ ମି.ମି. ଓ ଆକୃତି ଗୋଲାକାର ।
- ୫୦ ପଇସା: ପଚାଶ ପଇସା ମୁଦ୍ରା ଫେରୋଟିକ୍ ଷ୍ଟେନ୍ଲେସ୍ ଷ୍ଟିଲ ଧାତୁରେ ନିର୍ମିତ । ଏହାର ଓଜନ ୩.୭୯ ଗ୍ରାମ| ଏହାର ବ୍ୟାସ ୨୨ ମି.ମି. ଓ ଆକୃତି ଗୋଲାକାର ।
- ୨୫ ପଇସା: ଆଧୁନିକ ୨୫ ପଇସାର ପ୍ରଚଳନ ୧୯୫୫ ମସିହା ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ଏହାକୁ ୧୬ ଅଣାର ଏକ ଚତୁର୍ଥାଂଶ ଚାରି ଅଣା ବା ଚାରଣା ବା ଚାରଣି କୁହାଯାଉଥିଲା । ୧୮୩୦ ମସିହାରେ, ବିଲିୟମ ଚତୁର୍ଥଙ୍କ ଶାସନ ସମୟରେ ପ୍ରଥମେ ରୁପା ତିଆରି ଚାରିଅଣା ମୁଦ୍ରା ପ୍ରଚଳନ କରାଯାଇଥିଲା । ୧୮୪୦ମସିହାରେ ରାଣୀ ଭିକ୍ଟୋରିଆ ଭାରତର ସାମ୍ରାଜ୍ଞୀ ଭାବେ ଭୂଷିତ ହେବା ପରେ ଏହି ରୁପାମୁଦ୍ରାକୁ ଅଧିକ ଆକର୍ଷଣୀୟ କରାଯାଇଥିଲା । ୧୯୧୯ ମସିହାରେ ରୁପା ବଦଳରେ ନିକେଲ ତିଆରି ଚାରି ଅଣା ମୁଦ୍ରା ପ୍ରଚଳନ କରାଯାଇଥିଲା । ଏହି ମୁଦ୍ରା ଉପରେ ସମ୍ରାଟ ପଞ୍ଚମ ଜର୍ଜଙ୍କ ଛବି ରହିଥିଲା । ଦେଶ ସ୍ୱାଧୀନ ହେବା ପରେ ୧୯୫୦ ମସିହା ଅଗଷ୍ଟ ୧୫ରେ ନୂତନ ମୁଦ୍ରା ପ୍ରଚଳନ ହୋଇଥିଲା, ଯେଉଁଥିରେ ନିକେଲ ନିର୍ମିତ ଚାରଣି ଥିଲା । ୧୯୫୭ ମସିହା ଏପ୍ରିଲ ୧ ତାରିଖରେ ଇଣ୍ଡିଆନ କଏନେଜ ଆକ୍ଟ ଲାଗୁ ହେବା ପରେ ଆସିଲା ଚାରଣିର ନୂଆ ରୁପ – ୫ ଗ୍ରାମ ଓଜନ ବିଶିଷ୍ଟ ୨୫ ନୂଆ ପଇସା । ୧୯୮୮ରେ କଳଙ୍କିହିନ ଇସ୍ପାତ ନିର୍ମିତ ଓ ୨.୮୩ ଗ୍ରାମ ଓଜନ ବିଶିଷ୍ଟ ୨୫ ପଇସା । ୨୦୦୨ ମସିହାରେ ଶେଷଥର ପାଇଁ ନୂଆ ପଚିଶି ପଇସା ବଜାରକୁ ଆସିଥିଲା । ୨୦୧୧ମସିହା ଜୁଲାଇ ପହିଲାଠାରୁ ଭାରତର ରିଜର୍ଭ ବ୍ୟାଙ୍କ ପଚିଶ ପଇସାର ପ୍ରଚଳନ ବନ୍ଦ କରି ଦେଇଛନ୍ତି ।
- ୧୦ ପଇସା: ଦଶ ପଇସା ମୁଦ୍ରା ଫେରୋଟିକ୍ ଷ୍ଟେନ୍ଲେସ୍ ଷ୍ଟିଲ ଧାତୁରେ ନିର୍ମିତ । ଏହାର ଓଜନ ୨.୦୦ ଗ୍ରାମ| ଏହାର ବ୍ୟାସ ୧୬ ମି.ମି. ଓ ଆକୃତି ଗୋଲାକାର ।
- ୫ ପଇସା
ଭାଷା
[ସମ୍ପାଦନା]ପ୍ରତେକଟି ମୁଦ୍ରାରେ ୧୭ଟି ଭାଷା ଥାଏ।
ଭାଷା | 1 | 2 | 5 | 10 | 20 | 50 | 100 | 500 | 1000 |
---|---|---|---|---|---|---|---|---|---|
ଇଂରାଜୀ | One rupee | Two rupees | Five rupees | Ten rupees | Twenty rupees | Fifty rupees | Hundred rupees | Five hundred rupees | One thousand rupees |
ହିନ୍ଦୀ | एक रुपया | दो रुपये | पाँच रुपये | दस रुपये | बीस रुपये | पचास रुपये | एक सौ रुपये | पांच सौ रुपये | एक हज़ार रुपये |
ଭାଷା | 1 | 2 | 5 | 10 | 20 | 50 | 100 | 500 | 1000 |
---|---|---|---|---|---|---|---|---|---|
ଅସମୀୟା ଭାଷା | এক টকা | দুই টকা | পাঁচ টকা | দহ টকা | বিছ টকা | পঞ্চাশ টকা | এশ টকা | পাঁচশ টকা | এক হাজাৰ টকা |
ବଙ୍ଗଳା ଭାଷା | এক টাকা | দুই টাকা | পাঁচ টাকা | দশ টাকা | কুড়ি টাকা | পঞ্চাশ টাকা | শত টাকা | পাঁচশত টাকা | এক হাজার টাকা |
ଗୁଜରାଟୀ | એક રૂપિયો | બે રૂપિયા | પાંચ રૂપિયા | દસ રૂપિયા | વીસ રૂપિયા | પચાસ રૂપિયા | સો રૂપિયા | પાંચ સો રૂપિયા | એક હજાર રૂપિયા |
କନ୍ନଡ଼ | ಒಂದು ರುಪಾಯಿ | ಎರಡು ರೂಪಾಯಿಗಳು | ಐದು ರೂಪಾಯಿಗಳು | ಹತ್ತು ರೂಪಾಯಿಗಳು | ಇಪ್ಪತ್ತು ರೂಪಾಯಿಗಳು | ಐವತ್ತು ರೂಪಾಯಿಗಳು | ನೂರು ರೂಪಾಯಿಗಳು | ಐನೂರು ರೂಪಾಯಿಗಳು | ಒಂದು ಸಾವಿರ ರೂಪಾಯಿಗಳು |
କଶ୍ମୀରୀ | آکھ رۄپے | دہ رۄپے | - | ||||||
କୋଙ୍କଣୀ | एक रुपया | दोन रुपया | पांच रुपया | धा रुपया | वीस रुपया | पन्नास रुपया | शंभर रुपया | पाचशें रुपया | एक हज़ार रुपया |
ମଲୟାଲାମ | ഒരു രൂപ | രണ്ടു രൂപ | അഞ്ചു രൂപ | പത്തു രൂപ | ഇരുപതു രൂപ | അൻപതു രൂപ | നൂറു രൂപ | അഞ്ഞൂറു രൂപ | ആയിരം രൂപ |
ମରାଠୀ | एक रुपया | दोन रुपये | पाच रुपये | दहा रुपये | वीस रुपये | पन्नास रुपये | शंभर रुपये | पाचशे रुपये | एक हजार रुपये |
ନେପାଳୀ | एक रुपियाँ | दुई रुपियाँ | पाँच रुपियाँ | दश रुपियाँ | बीस रुपियाँ | पचास रुपियाँ | एक सय रुपियाँ | पाँच सय रुपियाँ | एक हज़ार रुपियाँ |
ଓଡ଼ିଆ | ଏକ ଟଙ୍କା | ଦୁଇ ଟଙ୍କା | ପାଞ୍ଚ ଟଙ୍କା | ଦଶ ଟଙ୍କା | କୋଡ଼ିଏ ଟଙ୍କା | ପଚାଶ ଟଙ୍କା | ଏକ ଶତ ଟଙ୍କା | ପାଞ୍ଚ ଶତ ଟଙ୍କା | ଏକ ହଜାର ଟଙ୍କା |
ପଞ୍ଜାବୀ | ਇਕ ਰੁਪਈਆ | ਦੋ ਰੁਪਏ | ਪੰਜ ਰੁਪਏ | ਦਸ ਰੁਪਏ | ਵੀਹ ਰੁਪਏ | ਪੰਜਾਹ ਰੁਪਏ | ਇਕ ਸੌ ਰੁਪਏ | ਪੰਜ ਸੌ ਰੁਪਏ | ਇਕ ਹਜ਼ਾਰ ਰੁਪਏ |
ସଂସ୍କୃତ | एकरूप्यकम् | द्वे रूप्यके | पञ्चरूप्यकाणि | दशरूप्यकाणि | विंशती रूप्यकाणि | पञ्चाशत् रूप्यकाणि | शतं रूप्यकाणि | पञ्चशतं रूप्यकाणि | सहस्रं रूप्यकाणि |
ତାମିଲ | ஒரு ரூபாய் | இரண்டு ரூபாய் | ஐந்து ரூபாய் | பத்து ரூபாய் | இருபது ரூபாய் | ஐம்பது ரூபாய் | நூறு ரூபாய் | ஐந்நூறு ரூபாய் | ஆயிரம் ரூபாய் |
ତେଲୁଗୁ | ఒక రూపాయి | రెండు రూపాయలు | ఐదు రూపాయలు | పది రూపాయలు | ఇరవై రూపాయలు | యాభై రూపాయలు | నూరు రూపాయలు | ఐదువందల రూపాయలు | వెయ్యి రూపాయలు |
ଉର୍ଦ୍ଦୁ | ایک روپیہ | دو روپے | پانچ روپے | دس روپے | بیس روپے | پچاس روپے | ایک سو روپے | پانچ سو روپے | ایک ہزار روپے |
ଆଧାର
[ସମ୍ପାଦନା]- ↑ "ମୁଦ୍ରା ପ୍ରଚଳନରେ ଭାରତ ସର୍ବପୁରାତନ". ଧରିତ୍ରୀ (ବ୍ରହ୍ମପୁର). Retrieved 23 September 2016.
- ↑ Subodh Kapoor (January 2002). The Indian encyclopaedia: biographical, historical, religious ..., Volume 6. Cosmo Publications. p. 1599. ISBN 81-7755-257-0.